Loading...

299 Big Street, Govindpur, India

Open daily 10:00 AM to 10:00 PM

Kalia Mo Dehe Bolide Your Astrology Guru Lyrics In Odia Font

Anuradha Paudwal

Your Astrology Guru Lyrics

କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…

Kalia Mo Dehe Bolide Your Astrology Guru Lyrics In Odia Font

କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…
ତୋ କଳାକୁ ଝୁରି ଝୁରି
ତୋ କଳାକୁ ଝୁରି ଝୁରି
ଗଲା ସରି ମୋ ଜନମ ତାରା
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…


ଯେ କଳା ଲଗାଇ ଧନ
ଅହଲ୍ୟା କଲୁ ତାରଣ
ଯେ କଳା ଲଗାଇ ଧନ
ଅହଲ୍ୟା କଲୁ ତାରଣ
କୁବୁଜାକୁ କଲୁ ଧନ୍ୟ
ଶବରୀକୁ ସ୍ୱର୍ଗାସନ
କୁବୁଜାକୁ କଲୁ ଧନ୍ୟ
ଶବରୀକୁ ସ୍ୱର୍ଗାସନ
ମୋତେ ସେ କଳାରୁ ଧାରେ
ମୋତେ ସେ କଳାରୁ ଧାରେ
ଲଗାଇ ଦେରେ ପଙ୍କଜ ଡୋଳା
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…


ଏ ରଙ୍ଗ ପସରା ମୋର
କଳା ବିହୁନେ ଅସାର
ଏ ରଙ୍ଗ ପସରା ମୋର
କଳା ବିହୁନେ ଅସାର
ଧୋଇଯାଏ ବାର ବାର
ଭରଷା ନାହିଁଟି ତାର
ଧୋଇଯାଏ ବାର ବାର
ଭରଷା ନାହିଁଟି ତାର
ଲାଗିଲେ ଥରେ ତୋ କଳା
ଲାଗିଲେ ଥରେ ତୋ କଳା
ଲିଭେନି ପରା ସେ ଅନନ୍ତ କାଳ

କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…
ତୋ କଳାକୁ ଝୁରି ଝୁରି
ତୋ କଳାକୁ ଝୁରି ଝୁରି
ଗଲା ସରି ମୋ ଜନମ ତାରା
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…
କାଳିଆ…ମୋ ଦେହେ ବୋଳିଦେ
ତୋ ଦେହ କଳା…

Kalia Mo Dehe Bolide Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00