Table of Contents
Your Astrology Guru Lyrics
ଦ୍ୱାପରରେ ଗପ ଗୋଟିଏ
ରାଧା କହ୍ନେଇ ପ୍ରେମ
Dwaparare Gapa Gotie Your Astrology Guru Lyrics In Odia Font
ଶ୍ରୀ କ୍ରିଷ୍ଣ ଗୋବିନ୍ଦ ହରେ ମୁରାରୀ
ହେ ନାଥ ନାରାୟଣ ବାସୁଦେବ
ଶ୍ରୀ କ୍ରିଷ୍ଣ ଗୋବିନ୍ଦ ହରେ ମୁରାରୀ
ହେ ନାଥ ନାରାୟଣ ବାସୁଦେବ
ହେ ନାଥ ନାରାୟଣ ବାସୁଦେବ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ଦ୍ୱାପରରେ ଗପ ଗୋଟିଏ
ରାଧା କହ୍ନେଇ ପ୍ରେମ
ତ୍ରେତୟାରେ ଜପ ଗୋଟିଏ
ଜୟ ଜୟ ଶ୍ରୀରାମ
କଳି ଯୁଗେ ଘରେ ଘରେ
କଳି ଯୁଗେ ଘରେ ଘରେ ଦୁହିଁଙ୍କ ନାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ଦ୍ୱାପରରେ ଭାବ ଥିଲା
ଦ୍ୱାପରରେ ଭାବ ଥିଲା ଥିଲା ଥିଲା ଥିଲା ଥିଲା
ଦ୍ୱାପରରେ ଭାବ ଥିଲା
ତ୍ୟାଗ ଆଉ ପ୍ରେମର
ତ୍ରେତୟାରେ ଭାବ ଥିଲା
ସତ୍ୟ ଆଉ ମାନର
କଳି ଯୁଗେ ଭାବ ହେଲା
କଳି ଯୁଗେ ଭାବ ହେଲା
ନାମ କୀର୍ତ୍ତନ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ଦ୍ୱାପରରେ କଂସ ମଲା
ତ୍ରେତୟାରେ ରାବଣ
କଳି ଯୁଗେ ପାପି ହେଲା
କାଳିଆ ଶରଣ
ଭକ୍ତ ଭଗବାନଙ୍କର ଲାଗିଛି ପ୍ରେମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
ହରେ କୃଷ୍ଣ ହରେ ରାମ
Dwaparare Gapa Gotie Your Astrology Guru Lyrics In Odia Language
Thank You