Table of Contents
Your Astrology Guru Lyrics
ଜୀବନ ପାହାଚ ସରି ଆସିଲାଣି
Jibana Pahacha Sari Asilani Your Astrology Guru Lyrics In Odia Font
ଜୀବନ ପାହାଚ ସରି ଆସିଲାଣି
ବାଇଶି ପାହାଚ ରହିଚି ବାକି
ହୋ ହୋ ହୋ ଓ..ହୋ ହୋ
ହୋ ହୋ ହୋ…
ଜୀବନ ପାହାଚ ସରି ଆସିଲାଣି
ବାଇଶି ପାହାଚ ରହିଚି ବାକି
ହୋ ହୋ ହୋ ଓ… ହୋ ହୋ ହୋ
ସତେ କି ଚଢ଼ିବି ଥରେ ସେ ପାହାଚ
ସତେ କି ଚଢ଼ିବି ଥରେ ସେ ପାହାଚ
ଆଖିରେ ଦେଖିବି ସେ ଚକାଆଖି
ହୋ ହୋ ହୋ ହୋ… ହୋ ହୋ ହୋ
ଜୀବନ ପାହାଚ ସରି ଆସିଲାଣି
ବାଇଶି ପାହାଚ ରହିଚି ବାକି
ହୋ ହୋ ହୋ ଓ..ହୋ ହୋ
ହୋ ହୋ ହୋ…
ଜୀବନ ପାହାଚ ଖସଡା ଭାରି
ପଡି ଉଠି ମୁଁ ଯେ ଆସିଚି ଚଢି
ବାଇଶି ପାହାଚ ପୁଣ୍ୟର ଶିଡ଼ି
ଶୂନ୍ୟ ସରଗକୁ ହେଇଚି ଡେରୀ
ହୋ ଜୀବନ ପାହାଚ ଖସଡା ଭାରି
ପଡି ଉଠି ମୁଁ ଯେ ଆସିଚି ଚଢି
ବାଇଶି ପାହାଚ ପୁଣ୍ୟର ଶିଡ଼ି
ଶୂନ୍ୟ ସରଗକୁ ହେଇଚି ଡେରୀ
ସତେ କି ଚଢ଼ିବି ସେଇ ଶିଡ଼ି ଥରେ
ସତେ କି ଚଢ଼ିବି ସେଇ ଶିଡ଼ି ଥରେ
ସରଗ ସୁଖରେ ହେବି ମୁଁ ସୁଖୀ
ହୋ ହୋ ହୋ ହୋ ହୋ ହୋ
ହୋ ହୋ ହୋ
ଜୀବନ ପାହାଚ ସରି ଆସିଲାଣି
ବାଇଶି ପାହାଚ ରହିଚି ବାକି
ହୋ ହୋ ହୋ ଓ…ହୋ ହୋ ହୋ…
ପାପର ଗଣ୍ଠିଲି ଚାଲେ ମୁଁ ଧରି
ହେ ମାୟା ସଂସାରୁ ହେବାକୁ ପାରି
ଚାହିଁବିନି ଆଉ ପଛକୁ ଫେରି
ଶେଷ ଆଶା ମୋର ବୈକୁଣ୍ଠ ପୁରି
ହୋ ପାପର ଗଣ୍ଠିଲି ଚାଲେ ମୁଁ ଧରି
ହେ ମାୟା ସଂସାରୁ ହେବାକୁ ପାରି
ଚାହିଁବିନି ଆଉ ପଛକୁ ଫେରି
ଶେଷ ଆଶା ମୋର ବୈକୁଣ୍ଠ ପୁରି
ସତେ କି ବସିବି ସେଇ ବୈକୁଣ୍ଠେ
ସତେ କି ବସିବି ସେଇ ବୈକୁଣ୍ଠେ
ପାପୀ ପଥିକ ମୁଁ ପଡିଛି ଥକି
ହୋ ହୋ ହୋ ଓ ହୋ ହୋ
ହୋ ହୋ ହୋ
ଜୀବନ ପାହାଚ ସରି ଆସିଲାଣି
ବାଇଶି ପାହାଚ ରହିଚି ବାକି
ହୋ ହୋ ହୋ ଓ..ହୋ ହୋ
ହୋ ହୋ ହୋ…
ସତେ କି ଚଢ଼ିବି ଥରେ ସେ ପାହାଚ
ସତେ କି ଚଢ଼ିବି ଥରେ ସେ ପାହାଚ
ଆଖିରେ ଦେଖିବି ସେ ଚକାଆଖି
ହୋ ହୋ ହୋ ହୋ… ହୋ ହୋ ହୋ
ଜୀବନ ପାହାଚ ସରି ଆସିଲାଣି
ବାଇଶି ପାହାଚ ରହିଚି ବାକି
ହୋ ହୋ ହୋ ହୋ ହୋ ହୋ
ହୋ ହୋ ହୋ ହୋ…
ଓ ହୋ ହୋ ଓ ହୋ ହୋ
ଓ ହୋ ହୋ
Jibana Pahacha Sari Asilani Your Astrology Guru Lyrics In Odia Language
Thank You