Table of Contents
Your Astrology Guru Lyrics
Kanhure Bajana Tu Bainsire Your Astrology Guru Lyrics In Odia Language
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ନା ପାରିବନି ରାଧା
ନା ପାରିବନି ରାଧା
ନା ପାରିବନି ରାଧା
ନା ପାରିବନି ରାଧା
ଆଉ କଳଙ୍କ ସହିରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ମଥାର ଓଢଣା ଟାଣି ନେଇ ଯାଉଛି
କେଡେ ଲାଜ କଥା
ମଥାର ଓଢଣା ଟାଣି ନେଇ ଯାଉଛି
କେଡେ ଲାଜ କଥା
ତୁ କାହୁଁ ବୁଝିବୁ ଗୋପ ଦାଣ୍ଡେ ରାଇ
କେମିତି ଟେକୁଛି ମଥା
ଯମୁନା କୂଳେ କଦମ୍ବ ମୂଳେ
ଯମୁନା କୂଳେ କଦମ୍ବ ମୂଳେ
ଧରା ପଡିଗଲା ପରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
ଆଖି ବୁଜି ବୁଜି ନେସି ଦେଇଯାଉ
ଆଖିର କଜଳ ଗାର
ଆଖି ବୁଜି ବୁଜି ନେସି ଦେଇଯାଉ
ଆଖିର କଜଳ ଗାର
ତୁଚ୍ଛା ଅପବାଦ ରାଇ ସହେ ଖାଲି
ଏକି ଦୋଷ ନୁହେଁ ତୋର
ସବୁଠି ବାଧା ପ୍ରେମ ବି ଅଧା
ସବୁଠି ବାଧା ପ୍ରେମ ବି ଅଧା
ଧରା ପଡିଗଲା ପରେ
କାହ୍ନୁରେ କାହ୍ନୁରେ
କାହ୍ନୁରେ କାହ୍ନୁରେ ବଜାନା ତୁ ବଇଁଶୀରେ
କାହ୍ନୁରେ କାହ୍ନୁରେ ବଜାନା ତୁ
ବଜାନା ତୁ ବଜାନା ତୁ ବଇଁଶୀରେ
Kanhure Bajana Tu Bainsire Your Astrology Guru Lyrics In Odia Font
Thank You