Table of Contents
Your Astrology Guru Lyrics
ମନ ହୁଏ ଯିବାପାଇଁ ତମ ସାଥେ ବହୁ ଦୂରେ
Mana Hue Jiba Pain Your Astrology Guru Lyrics In Odia Language
ହୋ ମନ ହୁଏ ଯିବାପାଇଁ ତମ ସାଥେ ବହୁ ଦୂରେ
କେହିତ ନଥିବେ ଚିନ୍ହି କେହିତ ନଥିବେ ଜାଣି
ଆମ ନାଁ କି ଠିକଣା ପୁଣି ପାରିବେନି କେହି ଜାଣି
ପାରିବେନି କେହି ଜାଣି
ହୋ ମନ ହୁଏ ଯିବାପାଇଁ ତମ ସାଥେ ବହୁ ଦୂରେ
ଗାଁ ଗଣ୍ଡା ଧାନ ବିଲ ସହରକୁ ଛାଡି
ଆଗେ ଆଗେ ଚାଲିଥିବ ପୁଣି ଆମ ଗାଡି
ହୋ କିଏ କେତେ ଦୂର ବାଟ ଯାଉଥିବ ତାର
ଆମପରେ କାହାରବି ନଥିବ ନଜର
ଆମ ଯିବାର ଠିକଣା ପୁଣି
ଆମ ଯିବାର ଠିକଣା ପୁଣି
ପାରିବେନି କେହି ଜାଣି
ପାରିବେନି କେହି ଜାଣି
ହୋ ମନ ହୁଏ ଯିବାପାଇଁ ତମ ସାଥେ ବହୁ ଦୂରେ
ଗାଡି ଯାଇ ଲାଗିଯିବ ଅଜଣା ସହରେ
ଲୁଚି ଯିବା ଆମେ ପୁଣି ମଣିଷ ଭିଡରେ
ହେ ଛୋଟ ଏକ ଘର ହେବ ସହର ଶେଷରେ
ତୁମ ଛଡା କେହି ଆଉ ନଥିବେ ପାଖରେ
ଆମ କଥା କି ଖବର ପୁଣି
ଆମ କଥା କି ଖବର ପୁଣି ହାଏ
ପାରିବେନି କେହି ଜାଣି
ପାରିବେନି କେହି ଜାଣି
ହୋ ମନ ହୁଏ ଯିବାପାଇଁ ତମ ସାଥେ ବହୁ ଦୂରେ
କେହିତ ନଥିବେ ଚିନ୍ହି କେହିତ ନଥିବେ ଜାଣି
ଆମ ନାଁ କି ଠିକଣା ପୁଣି ହାଏ
ପାରିବେନି କେହି ଜାଣି
ପାରିବେନି କେହି ଜାଣି
ପାରିବେନି କେହି ଜାଣି
ପାରିବେନି କେହି ଜାଣି
Mana Hue Jiba Pain Your Astrology Guru Lyrics In Odia Font
Thank You