Table of Contents
Your Astrology Guru Lyrics
କାହିଁକି ମୁଁ ଭୁଲି ପାରୁନି
Adha Lekha Sei Kahani Your Astrology Guru Lyrics In Odia Language
କାହିଁକି ମୁଁ ଭୁଲି ପାରୁନି
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ମଥାରେ ତୁମର ଆଉ କା ସିନ୍ଦୁର
କହେ ସେ ସିନ୍ଦୁର ତୁମେ ନୁହେଁ ମୋର
ତଥାପି ଏ ମନ ମାନୁନି
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ଭଲ ପାଇ ଭୁଲି ଯିବ ବୋଲି
ଥିଲା ମତେ ଅଜଣା
ସେଥି ପାଇଁ ବଦଳିନି ମୋର
ଲଫାପାର ଠିକଣା
ଭଲ ପାଇ ଭୁଲି ଯିବ ବୋଲି
ଥିଲା ମତେ ଅଜଣା
ସେଥି ପାଇଁ ବଦଳିନି ମୋର
ଲଫାପାର ଠିକଣା
ମେଘ ହେଲା ଜହ୍ନ ଢାଙ୍କୁଣୀ
ଫିକା ପଡି ଗଲା ଚାନ୍ଦିନୀ
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ଜହ୍ନ ଦେହେ ଚି଼ହ୍ନ ହୋଇ ପଛେ
ହୋଇଯିବି ଅମର
କହିବିନି କାହାକୁ ମୁଁ କେବେ
ତମେ ପ୍ରିୟା ମୋହର
ଜହ୍ନ ଦେହେ ଚି଼ହ୍ନ ହୋଇ ପଛେ
ହୋଇଯିବି ଅମର
କହିବିନି କାହାକୁ ମୁଁ କେବେ
ତମେ ପ୍ରିୟା ମୋହର
ଦେଖା ଜଦି ହୁଏ ସଜନୀ
କହିଦେବି ମୁଁ ଯେ ଜାଣିନି
ଅଧା ଲେଖା ସେଇ କାହାଣୀ
କାହିଁକି ମୁଁ ଭୁଲି ପାରୁନି
ମଥାରେ ତୁମର ଆଉ କା ସିନ୍ଦୁର
କହେ ସେ ସିନ୍ଦୁର ତୁମେ ନୁହେଁ ମୋର
ତଥାପି ଏ ମନ ମାନୁନି
Adha Lekha Sei Kahani Your Astrology Guru Lyrics In Odia Font
Thank You