Table of Contents
Your Astrology Guru Lyrics
ତମ କଥା ମନେ ପଡେ
Sanja Nain Gale Your Astrology Guru Lyrics In Odia Language
ତମ କଥା ତମ କଥା ମନେ ପଡେ
ହୁଁ ସଞ୍ଜ ନଇଁ ଗଲେ ଚାନ୍ଦିନୀ ରାତିରେ
ତମ କଥା ମନେ ପଡେ
ପାହାନ୍ତିଆ ତାରା ଫୁଟିଲେ ଆକାଶେ
ତମ ଚିଠି ଖୋଲି ପଢେ
ତମେତ ତମେତ ତମେତ ତମେତ ତମେତ
ତମେ କେମିତି ଶୋଇପାରୁଚ ରାତିରେ
ତମେ କେମିତି ଶୋଇପାରୁଚ ରାତିରେ
ତମେ ଯେବେ ପାଖେ ଥିଲ ଲାଗୁଥିଲା ଭଲ
ଜହ୍ନ ରାଇଜକୁ ଯାଇ ତୋଳୁଥିଲି ଫୁଲ
ହୋ ତମେ ଆଜି ପାଖେ ନାହଁ ସବୁ ଖାଲି ଖାଲି
ଜୀବନଟା ଲାଗେ ମତେ ମରୁଚରା ବାଲି
ସକାଳ ସୁରୁଜ ଭାସିଲେ ଆକାଶେ
ତମ କଥା ମନେ ପଡେ
ତମେତ ତମେତ ତମେତ ତମେତ ତମେତ
ତମେ କେମିତି ହସି ପାରୁଚ ଖୁସିରେ
ତମେ କେମିତି ହସି ପାରୁଚ ଖୁସିରେ
କାଲି ଆସି ଫଗୁଣ ତ ଆଜି ଚାଲି ଗଲା
ଯାଉ ଯାଉ ଶ୍ରାବଣକୁ ଡାକି ଦେଇ ଗଲା
ହୋ ଖୁସି ବୋଲି ଜୀବନରେ ଆଉ କିଛି ନାହିଁ
କେମିତି ହସିବି କୁହ ଆଉ କାହା ପାଇଁ
ଶ୍ରାବଣ ରାତିରେ ଦୀପ ଲିଭି ଗଲେ
ତମ କଥା ମନେ ପଡେ
ତମେତ ତମେତ ତମେତ ତମେତ ତମେତ
ତମେ କେମିତି ଚାଲିପାରୁଚ ବାଟରେ
ତମେ କେମିତି ଶୋଇପାରୁଚ ରାତିରେ
Sanja Nain Gale Your Astrology Guru Lyrics In Odia Font
Thank You