Your Astrology Guru Lyrics
ତୁ ଯା ଘରକୁ ଯିବୁ ଲୋ ଗୋରୀ
ବହୁଟେ ହେଇ
Tu Jaha Gharaku Jibulo Gori Your Astrology Guru Lyrics In Odia Language
ତୁ ଯା ଘରକୁ ଯିବୁ ଲୋ ଗୋରୀ
ବହୁଟେ ହେଇ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ତୁ ଯା ଘରକୁ ଯିବୁ ଲୋ ଗୋରୀ
ବହୁଟେ ହେଇ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଗଭାରେ ଖୋସି ତୁ ମଲି ଫୁଲ ମାଳ
ଗଭାରେ ଖୋସି ତୁ ମଲି ଫୁଲ ମାଳ
ଦେଲେ ଅନେଇ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ସେ ଘରେ ରହିବେ ଲଷ୍ମୀ ଠାକୁରାଣୀ
ବସେଇ ଦେଲେ ତୁ ମାଣ
ଚୁଲି ପାଖେ ବସି ରାନ୍ଧି ପରସିବୁ
ନଅ ଭଜା ଛଅ ତୁଣ
ସେ ଘରେ ରହିବେ ଲଷ୍ମୀ ଠାକୁରାଣୀ
ବସେଇ ଦେଲେ ତୁ ମାଣ
ଚୁଲି ପାଖେ ବସି ରାନ୍ଧି ପରସିବୁ
ନଅ ଭଜା ଛଅ ତୁଣ
ଅତିଥି ଆସିଲେ ସେବା କରି ମନ
ଅତିଥି ଆସିଲେ ସେବା କରି ମନ
ନେଲେ ଚୋରେଇ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ସକାଳୁ ସକାଳୁ ବାସି କାମ ସାରି
ଆଙ୍କି ଦେବୁ ଝୋଟି ଚିତା
ଗୁରୁଜନ ଦେଖି ଓଢଣା ଟାଣିବୁ
କହିବୁ ଅଳପ କଥା
ହୋ ସକାଳୁ ସକାଳୁ ବାସି କାମ ସାରି
ଆଙ୍କି ଦେବୁ ଝୋଟି ଚିତା
ଗୁରୁଜନ ଦେଖି ଓଢଣା ଟାଣିବୁ
କହିବୁ ଅଳପ କଥା
ଗୀତା ଭାଗବତ ପୁରାଣ ପଢି ତୁ
ଗୀତା ଭାଗବତ ପୁରାଣ ପଢି ତୁ
ଦେଲେ ବୁଝେଇ….
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ତୁ ଯା ଘରକୁ ଯିବୁ ଲୋ ଗୋରୀ
ବହୁଟେ ହେଇ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଗଭାରେ ଖୋସି ତୁ ମଲି ଫୁଲ ମାଳ
ଗଭାରେ ଖୋସି ତୁ ମଲି ଫୁଲ ମାଳ
ଦେଲେ ଅନେଇ…..
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
ଦିନ ବାରଟା ବେଳେ ଜହ୍ନଟିଏ
ଆସିବ ଉଇଁ
Tu Jaha Gharaku Jibulo Gori Your Astrology Guru Lyrics In Odia Font
Thank You