Your Astrology Guru Lyrics
ତାରାକୁ ପଚାରିଲି ଜହ୍ନକୁ ପଚାରିଲି
Taraku Pacharili Your Astrology Guru Lyrics In Odia Language
ତାରାକୁ ପଚାରିଲି
ହେ ଜହ୍ନକୁ ପଚାରିଲି
ତାରାକୁ ପଚାରିଲି ଜହ୍ନକୁ ପଚାରିଲି
ଫୁଲକୁ ପଚାରିଲି ନଦୀକୁ ପଚାରିଲି
ସଭିଏଁ କହିଲେ ତୁ ସୁନ୍ଦରୀ ବୋଲି
ଏଇ ନେ ନେ ନେ ମନ ମୁଁ ଦେଲି
ଏଇ ନେ ନେ ନେ ମନ ମୁଁ ଦେଲି
ମୋ ବାଟେ ମୁଁ ଚାଲି ଯାଉଥିଲି
ଚାଲୁ ଚାଲୁ ବାଟେ ତତେ ଦେଖି ଦେଲି
ହୋ ମୋ ବାଟେ ମୁଁ ଚାଲି ଯାଉଥିଲି
ଚାଲୁ ଚାଲୁ ବାଟେ ତତେ ଦେଖି ଦେଲି
ତୋ ଆଖିର ମିଠା ଚାହାଣିରେ
ମନ ଉଡିଗଲା ଅଜଣାରେ
ଓଢଣୀ ବଜେଇ ଦେଲୁ ପାଗଳ ହେଲି
ଏଇ ନେ ନେ ନେ ମନ ମୁଁ ଦେଲି
ଏଇ ନେ ନେ ନେ ମନ ମୁଁ ଦେଲି
ଶୁଣିଥିଲି ମୁଁ ଦିନେ କାହାଣୀରେ
ପ୍ରେମ ହେଇଯାଏ ପଦିଏ କଥାରେ
ହାଏ ଶୁଣିଥିଲି ମୁଁ ଦିନେ କାହାଣୀରେ
ପ୍ରେମ ହେଇଯାଏ ପଦିଏ କଥାରେ
କଥା ନୁହେଁ ତୋର ମିଠା ଗୀତି
ଉଜାଗର ରଖେ ସାରା ରାତି
ଯାଉ ଯାଉ ତତେ ଦେଖି ଅଟକି ଗଲି
ଏଇ ନେ ନେ ନେ ମନ ମୁଁ ଦେଲି
ଏଇ ନେ ନେ ନେ ମନ ମୁଁ ଦେଲି
ତାରାକୁ ପଚାରିଲି ଜହ୍ନକୁ ପଚାରିଲି
ଫୁଲକୁ ପଚାରିଲି ନଦୀକୁ ପଚାରିଲି
ସଭିଏଁ କହିଲେ ତୁ ସୁନ୍ଦରୀ ବୋଲି
ଏଇ ନେ ନେ ନେ ମନ ମୁଁ ଦେଲି
ଏଇ ନେ ନେ ନେ ମନ ମୁଁ ଦେଲି
ଏଇ ନେ ନେ ନେ ମନ ମୁଁ ଦେଲି
ଏଇ ନେ ନେ ନେ ମନ ମୁଁ ଦେଲି
Taraku Pacharili Your Astrology Guru Lyrics In Odia Font
Taraku Pacharili
He Jahnaku Pacharili
Taraku Pacharili Jahnaku Pacharili
Fulaku Pacharili Nadiku Pacharili
Sabhia Kahile Tu Sundari Boli
Ae Ne Ne Ne Mana Mu Deli
Ae Ne Ne Ne Mana Mu Deli
Mo Bate Mu Chali Jauthili
Chalu Chalu Bate Tate Dekhi Deli
Ho Mo Bate Mu Chali Jauthili
Chalu Chalu Bate Tate Dekhi Deli
To Akhira Mitha Chahanire
Mana Udigala Ajanare
Odhani Bajei Delu Pagala Heli
Ae Ne Ne Ne Mana Mu Deli
Ae Ne Ne Ne Mana Mu Deli
Sunithili Mu Dine Kahanire
Prema Heijaa Padia Kathare
Hae Sunithili Mu Dine Kahanire
Prema Heijaa Padia Kathare
Katha Nuhe Tora Mitha Gita
Ujagara Rakhe Sara Rati
Jau Jau Tate Dekhi Ataki Gali
Ae Ne Ne Ne Mana Mu Deli
Ae Ne Ne Ne Mana Mu Deli
Taraku Pacharili Jahnaku Pacharili
Fulaku Pacharili Nadiku Pacharili
Sabhia Kahile Tu Sundari Boli
Ae Ne Ne Ne Mana Mu Deli
Ae Ne Ne Ne Mana Mu Deli
Ae Ne Ne Ne Mana Mu Deli
Ae Ne Ne Ne Mana Mu Deli
Thank You