Table of Contents
Your Astrology Guru Lyrics
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Raba Raba Mere Marhaba Your Astrology Guru Lyrics In Odia Language
ସ୍ବପ୍ନ ଥିଲା ଫିକା ଫିକା
କିଏ ସେ କିନିଆ କରିଲା
ଛାଇ ଛାଇ ନିଦ ମୋର
ନାରଙ୍ଗୀ ନାରଙ୍ଗୀ ଦିଶିଲା
କାହିଁକି ଖୋଜେ ତାକୁ ମୁ ଏତେ
ଇଏ କି ନୂଆ ସିଲସିଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Female:-
ନୂଆ ମନ ଥିଲା ଶୁଖିଲା ପବନ
କାହା ପାଇଁ ଲାଗେ ଆଜି ରଙ୍ଗ ମେଲଣ
ହୁଁ ନୂଆ ନୂଆ ଥିଲା ସନ୍ଦେହୀ ଶ୍ରାବଣ
କିଏ ଆଣି ଦେଲା ପୁଣି ଖୁସି ଫଗୁଣ
ପଲକ ତଳେ ତା ଛାଇ ଖେଳେ
ହୃଦୟ ଲାଗେ ଝାମେଲା
Male:-
ନିଦରେ ଚାଲେ କାଇଁ ମୁଁ ଏତେ
ଇଏ କି ନୂଆ ସିଲସିଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Female:-
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Male:-
ହଁ ମୁ ଦିଗହରା ବାଆଁରା ଚଢେଇ
ଯିଏ ମତେ ଦେଲା ସତେ ବାଟ କଢେଇ
ମୁ ଆନମନା ଫିରିଙ୍ଗି ବଉଦ
କିଏ ଆସି ଭରିଦେଲା ମିଠା ଶବଦ
Female:-
ଜୀବନ ଆଜି ଲାଗୁଚି କାଇଁ
ରଙ୍ଗଠୁ ଏତେ ରଙ୍ଗିଲା
Male:-
ନିଜଠୁ ହଜେ କାଇଁ ମୁଁ ଆଜି
ଇଏ କି ନୂଆ ସିଲସିଲା
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Female:-
ହୋ..ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Male:-
ରଵା ରଵା ମେରେ ମରହାବା
ପ୍ରେମ କି ଏଇଠୁ ହେଲା
Raba Raba Mere Marhaba Your Astrology Guru Lyrics In Odia Font
Thank You