Table of Contents
Your Astrology Guru Lyrics
ସ୍ୱାର୍ଥ ସରିଗଲା ବୋଲି କଲୁ ପର
Tu Heigalu Swarthapara Your Astrology Guru Lyrics In Odia Language
ଓ… ଓ…. ଓ…. ଓ….. ଓ..
ଝିଅ
ହା…. ଆ….. ଆ….. ଆ…..
ପୁଅ
ଭଲ ପାଇ ଭାଙ୍ଗି ଦେଲୁ ମନ ମୋର
ସ୍ୱାର୍ଥ ସରିଗଲା ବୋଲି କଲୁ ପର
ନୂଆ ସାଥି ତୁ କଲୁ ନିଜର
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର
ଝିଅ
ତତେ ଦେଇଥିଲି ସବୁ ଅଧିକାର
ତୋ ଭାବନାରୁ ମତେ କଲୁ ଦୂର
ଭାଙ୍ଗି ଦେଲୁରେ ହୃଦୟ ମୋର
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର
ପୁଅ
ତୁ ଥିଲୁ ମୋର ସୁନା କଣ୍ଢେଇ
ଚାଲି ଗଲୁ ଲୋ ମତେ ଭଣ୍ଡେଇ
ହୋ ଆଖିରେ ମୋର ଲୁହ ତୁ ଦେଇ
ହସକୁ ମୋର ନେଲୁ ଛଡେଇ
ଝିଅ
ହସ ବଦଳରେ ଦେଲୁ ଲୁହ ଧାର
ମିଛ ବାହାନା ଥିଲାରେ ପ୍ରେମ ତୋର
ଚୁନା କରିଦେଲୁ ଖୁସି ମୋର
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର
ପୁଅ
ଦେଇଥିଲି ଲୋ ତତେ ହୃଦୟ
କେମିତି ହେଲୁ ଏତେ ନିର୍ଦୟ
ହୋ ବାଛି ନେଲୁ ଲୋ ତୋ ନୂଆ ସାଥି
ଲିଭେଇ ଦେଲୁ ପୁରୁଣା ସ୍ମୁତି
ଝିଅ
ଏଡେ ବେଇମାନି ସାଥି ପ୍ରେମ ତୋର
ମିଛ କହି ଛାଡି ଦେଲୁ ହାତ ମୋର
ସାରି ଦେଲୁରେ ସବୁ ତୁ ମୋର
ତୁ ହେଇଗଲୁ ସ୍ୱାର୍ଥପର ହାଏ
ତୁ ଜାଳିଲୁ ଜୀବନ ମୋର
ପୁଅ
ତୁ ହେଇଗଲୁ ସ୍ୱାର୍ଥପର
ତୁ ଜାଳିଲୁ ଜୀବନ ମୋର
Tu Heigalu Swarthapara Your Astrology Guru Lyrics In Odia Font
Thank You