Table of Contents
Your Astrology Guru Lyrics
କାହଁକି କଲୁ କାହଁକି କଲୁ
Hrudayaku Chuna Chuna Kahinki Kalu Your Astrology Guru Lyrics In Odia Language
କାହଁକି କଲୁ କାହଁକି କଲୁ
ହୃଦୟକୁ ଚୁନା ଚୁନା
କାହଁକି କଲୁ କାହଁକି କଲୁ
ହସ କହି ଏତେ ଲୁହ
କାହଁକି ଦେଲୁ କାହଁକି ଦେଲୁ
ଦିନେ ତ ଭଲ ପାଇ
ଦେଲୁ ଯା କଥା ତୁହି
ସେ କଥା ସହଜରେ
ଫାଙ୍କିଦେଲୁ ଫାଙ୍କିଦେଲୁ ଫାଙ୍କିଦେଲୁ
ଠକି ଦେଲୁ ତୁ ଠକି ଦେଲୁ
ଠକି ଦେଲୁ ତୁ ଠକି ଦେଲୁ
ଉଁ ଆଖି ତତେ ଚିନ୍ହିବାରେ
ଖାଇ ଗଲା ଧୋକା
ଏକା କରି ଚାଲିଗଲୁ
ଏମିତି ପ୍ରେମିକା
ଆଖି ତତେ ଚିନ୍ହିବାରେ
ଖାଇ ଗଲା ଧୋକା
ଏକା କରି ଚାଲିଗଲୁ
ଏମିତି ପ୍ରେମିକା
ପୁରୁଣା ଖାତା ପରି
ଦେଲୁ ତୁ ମତେ ଚିରି
ମୋ ପ୍ରେମ ବଜାରରେ
ବିକିଦେଲୁ ବିକିଦେଲୁ ବିକିଦେଲୁ
ଠକି ଦେଲୁ ତୁ ଠକି ଦେଲୁ
ଠକି ଦେଲୁ ତୁ ଠକି ଦେଲୁ
ହୁଁ ଆଜିଠାରୁ ଜିଇବାକୁ
ହବ ଏକା ଏକା
କରିବିନି ତତେ ଆଉ
କେବେ ବି ଅପେକ୍ଷା
ଆଜିଠାରୁ ଜିଇବାକୁ
ହବ ଏକା ଏକା
କରିବିନି ତତେ ଆଉ
କେବେ ବି ଅପେକ୍ଷା
ଏଡିକି ସ୍ୱାର୍ଥପର
କଲୁ ତୁ ସାତ ପର
ଜୀବନ ସାରା ମତେ
ଦୁଃଖିକଲୁ ଦୁଃଖିକଲୁ ଦୁଃଖିକଲୁ
ଠକି ଦେଲୁ ତୁ ଠକି ଦେଲୁ
ଠକି ଦେଲୁ ତୁ ଠକି ଦେଲୁ
ଠକି ଦେଲୁ ତୁ ଠକି ଦେଲୁ
ଠକି ଦେଲୁ ତୁ ଠକି ଦେଲୁ
Hrudayaku Chuna Chuna Kahinki Kalu Your Astrology Guru Lyrics In Odia Language
Thank You