Loading...

299 Big Street, Govindpur, India

Open daily 10:00 AM to 10:00 PM

mu papi bilo mangala Your Astrology Guru Lyrics in odia language

Kumar Bapi

Your Astrology Guru Lyrics

ମୁ ପାପୀ ଵିଲୋ ମଙ୍ଗଳ
ତୋ ଲାଗି ଆକୁଳ ଆରେ ନୀଳ କମଳ

Mu Papi Bilo Mangala Your Astrology Guru Lyrics In Odia Language

ମୁ ପାପୀ ଵିଲୋ ମଙ୍ଗଳ
ମୁ ପାପୀ ଵିଲୋ ମଙ୍ଗଳ
ତୋ ଲାଗି ଆକୁଳ ଆରେ ନୀଳ କମଳ
ହଁ ତୋ ଲାଗି ଆକୁଳ ଆରେ ନୀଳ କମଳ
ତୋ ବଂଶୀ କଲାଣି ବେଶି
ତୋ ବଂଶୀ କଲାଣି ବେଶି ଭାବ ବିଭୋଳ
ମୁ ପାପୀ ଵିଲୋ ମଙ୍ଗଳ
ମୁ ପାପୀ ଵିଲୋ ମଙ୍ଗଳ



ସେ ପାପୀ ଆଖିରେ ତୋ ପୁଣ୍ୟ ମୂରତି
ଦେଖିବା ନହେଲା ବୋଲି
ତୋ ରୂପ ଛବିକୁ ମନେ ମନେ ଆଙ୍କି
ଆଖିକୁ ଗଲିଣି ଭୁଲି
ସେ ପାପୀ ଆଖିରେ ତୋ ପୁଣ୍ୟ ମୂରତି
ଦେଖିବା ନହେଲା ବୋଲି
ତୋ ରୂପ ଛବିକୁ ମନେ ମନେ ଆଙ୍କି
ଆଖିକୁ ଗଲିଣି ଭୁଲି
ତୋ ଚିନ୍ତା କଲାଣି ମତେ
ତୋ ଚିନ୍ତା କଲାଣି ମତେ ଦଗ୍ଧ ପାଗଳ
ମୁ ପାପୀ ଵିଲୋ ମଙ୍ଗଳ
ମୁ ପାପୀ ଵିଲୋ ମଙ୍ଗଳ



ତୋରି ଆଡକୁ ଲମ୍ବିଯାଏ ମୋର
ଖୋଜିଲା ଖୋଜିଲା ହାତ
ପଡି ଯାଉଥିଲେ ପୁଣି ଉଠି ତତେ
ଖୋଜିବି ଜୀବନ ଯାକ
ତୋରି ଆଡକୁ ଲମ୍ବିଯାଏ ମୋର
ଖୋଜିଲା ଖୋଜିଲା ହାତ
ପଡି ଯାଉଥିଲେ ପୁଣି ଉଠି ତତେ
ଖୋଜିବି ଜୀବନ ଯାକ
ତୋ ଲାଗିରେ ଚିନ୍ତାମଣି
ହୋ ତୋ ଲାଗିରେ ଚିନ୍ତାମଣି ପ୍ରାଣ ବିକଳ
ମୁ ପାପୀ ଵିଲୋ ମଙ୍ଗଳ
ମୁ ପାପୀ ଵିଲୋ ମଙ୍ଗଳ
ତୋ ଲାଗି ଆକୁଳ ଆରେ ନୀଳ କମଳ
ହଁ ତୋ ଲାଗି ଆକୁଳ ଆରେ ନୀଳ କମଳ

Mu Papi Bilo Mangala Your Astrology Guru Lyrics In Odia Language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00