Loading...

299 Big Street, Govindpur, India

Open daily 10:00 AM to 10:00 PM

Mana Bujhichu Ki Your Astrology Guru Lyrics In Odia Language

Mohammed Aziz

Your Astrology Guru Lyrics

ମନ ବୁଝିଚୁ କି କେବେ ତାର ଚାରି ବାହାକୁ
କାଳିଆର ଶଙ୍ଖ ଚକ୍ର ଗଦା ପଦ୍ମ କୁ

mana bujhichuki kebe tara Your Astrology Guru Lyrics in odia language


ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
କାଳିଆର ଶଙ୍ଖ ଚକ୍ର ଗଦା ପଦ୍ମ କୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
କାଳିଆର ଶଙ୍ଖ ଚକ୍ର ଗଦା ପଦ୍ମ କୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ



ଶଙ୍ଖେ ଶବଦ କରାଏ ହୁଙ୍କାର ଜନମ ନିଏ
ଶଙ୍ଖେ ଶବଦ କରାଏ ହୁଙ୍କାର ଜନମ ନିଏ
ଚକ୍ର ତାର ମହାପ୍ରାଣ ନାଶେ ପାପକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
କାଳିଆର ଶଙ୍ଖ ଚକ୍ର ଗଦା ପଦ୍ମ କୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ



ଗଦାରେ ଶକତି ଧରେ ସଂସାର ସଂହାର କରେ
ଗଦାରେ ଶକତି ଧରେ ସଂସାର ସଂହାର କରେ
ତା ହାତର ପଦ୍ମ ଫୁଲ ପାଳେ ସୃଷ୍ଟିକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
କାଳିଆର ଶଙ୍ଖ ଚକ୍ର ଗଦା ପଦ୍ମ କୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
କାଳିଆର ଶଙ୍ଖ ଚକ୍ର ଗଦା ପଦ୍ମ କୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ
ମନ ବୁଝିଚୁ କି କେବେ ତାର ଚାରି ବାହାକୁ

mana bujhichuki kebe tara Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00