Your Astrology Guru Lyrics
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
chha khandi katha Your Astrology Guru Lyrics in odia language
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ରହିଯିବ ସବୁ ତୋର
ରହିଯିବ ସବୁ ତୋର ଏହି ସଂସାରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଯାହାକୁ କହୁ ତୁହି ଅତି ନିଜର
ବୁଜିଲେ ଆଖି ସବୁ ହେବେରେ ପର
ଯାହାକୁ କହୁ ତୁହି ଅତି ନିଜର
ବୁଜିଲେ ଆଖି ସବୁ ହେବେରେ ପର
ଯିବେ ନାହିଁ ଜଣେ କେହି
ଯିବେ ନାହିଁ ଜଣେ କେହି ତୋର ସାଥିରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ମିଛ ଖାଲି ଏ ଦୁନିଆ ମାୟାରେ ଭରା
ଖେଳେ ଏଠି ଛଳନାର ଲୋଟଣି ପାରା
ମିଛ ଖାଲି ଏ ଦୁନିଆ ମାୟାରେ ଭରା
ଖେଳେ ଏଠି ଛଳନାର ଲୋଟଣି ପାରା
ହେଳା କଲେ ଭେଳା ତୋର
ହେଳା କଲେ ଭେଳା ତୋର ବୁଡ଼ିଯିବ ରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ବୁଝି ତୁ ଏଇ କଥା ଭଜ କାଳିଆ
ପାରି କରିବ ତୋତେ ଚକା ଡୋଳିଆ
ବୁଝି ତୁ ଏଇ କଥା ଭଜ କାଳିଆ
ପାରି କରିବ ତୋତେ ଚକା ଡୋଳିଆ
ମଲା ବେଳକୁ ସେହି
ମଲା ବେଳକୁ ସେହି ସାହା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ରହିଯିବ ସବୁ ତୋର
ରହିଯିବ ସବୁ ତୋର ଏହି ସଂସାରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
ଛ ଖଣ୍ଡି କାଠ ତୋ ଲାଗି ଲୋଡ଼ା ହେବରେ
chha khandi katha Your Astrology Guru Lyrics in odia language
Thank You