Your Astrology Guru Lyrics
ତୁ ମୋର ଜୀବନର ପ୍ରଥମ ସପନ
ମୋ ମନ ଖୋଜେ ତତେ
tu mora jibanara prathama sapana Your Astrology Guru Lyrics
ତୁ ମୋର ଜୀବନର ପ୍ରଥମ ସପନ
ମୋ ମନ ଖୋଜେ ତତେ
ସବୁରାତି ସବୁଦିନ ସବୁରାତି ସବୁଦିନ
ତୁ ମୋର ପୁନେଇର ସଞ୍ଜ ବେଳ ଜହ୍ନ
ମୋ ମନ ଖୋଜେ ତତେ
ସବୁରାତି ସବୁଦିନ ସବୁରାତି ସବୁଦିନ
ତତେ ମୁ ଖୋଜୁଚି ରାତି ପାହିଗଲେ
ତତେ ମୁ ଝୁରୁଚି ସଞ୍ଜ ନଇଁ ଗଲେ
ହୋ ଅନାବନା ଚିଠି ଲେଖେ ତୋ ନାଆଁରେ
ସପନରେ ବୁଲେ ନିତି ତୋ ଗାଆଁରେ
ତୁ ମୋର ବସନ୍ତର ମଳୟ ପବନ
ମୋ ମନ ଖୋଜେ ତତେ
ସବୁରାତି ସବୁଦିନ ସବୁରାତି ସବୁଦିନ
ମେଘ ସବାରୀରେ ଜହ୍ନ ଫେରିଯାଏ
ତୁ ଆସିବୁ ବୋଲି ମୁ ଚାହିଁଥାଏ
ହୋ ହୋ ରଜନୀ ଗାନ୍ଧାରେ ସଜେଇଚି ସେତ
ଶେଯରେ ବସି ତୁ କରିବୁ ଲୋଲାଟ
ତୁ ମୋର ମଧୁ ରାତି ଦିଅନ୍ତି ବା ସ୍ବପ୍ନ
ମୋ ମନ ଖୋଜେ ତତେ
ସବୁରାତି ସବୁଦିନ ସବୁରାତି ସବୁଦିନ
ତୁ ମୋର ଜୀବନର ପ୍ରଥମ ସପନ
ମୋ ମନ ଖୋଜେ ତତେ
ସବୁରାତି ସବୁଦିନ ସବୁରାତି ସବୁଦିନ
ତୁ ମୋର ପୁନେଇର ସଞ୍ଜ ବେଳ ଜହ୍ନ
ମୋ ମନ ଖୋଜେ ତତେ
ସବୁରାତି ସବୁଦିନ ସବୁରାତି ସବୁଦିନ
ସବୁରାତି ସବୁଦିନ ସବୁରାତି ସବୁଦିନ
ସବୁରାତି ସବୁଦିନ ସବୁରାତି ସବୁଦିନ
tu mora jibanara prathama sapana Your Astrology Guru Lyrics
Thank You