Loading...

299 Big Street, Govindpur, India

Open daily 10:00 AM to 10:00 PM

Sinthire Sindura Your Astrology Guru Lyrics In Odia Language

Kumar Sanu

Your Astrology Guru Lyrics

ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର

sinthire sindura Your Astrology Guru Lyrics in odia language


ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ମଥା ଛୁଇଁ ମତେ କଥା ଦେଇଥିଲୁ
କଲୁ ସାତ ପର
ମଥା ଛୁଇଁ ମତେ କଥା ଦେଇଥିଲୁ
କଲୁ ସାତ ପର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର



କାଲି ତୁ ମୋ ପାଇଁ ସଜ ହେଉଥିଲୁ
ଆଜି କା ଶେଯରେ ବସିଚୁ ଯାଇ
ହାଁ କାଲି ତୁ ମୋ ପାଇଁ ଦୀପ ଜାଳୁଥିଲୁ
ଆଜି ତୋର ଦୀପ ଆଉ କାହା ପାଇଁ
ତୁ ଚାଲିଗଲୁ ନିଦ ନେଇଗଲୁ ମୁ ଉଜାଗର
ତୁ ଚାଲିଗଲୁ ନିଦ ନେଇଗଲୁ ମୁ ଉଜାଗର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର



ତୋ ପାଇଁ ଜୀବନ ଜୁଇଜାଇ ଫୁଲ
ମୋ ପାଇଁ ଜୀବନ କଣ୍ଟାର ମାଳ
ପ୍ରେମର ମାନେ ତୁ ବୁଝି ପାରିବୁନି
ତୋ ପାଇଁ ପ୍ରେମ ତ କଣ୍ଢେଇ ଖେଳ
ମତେ ଛାଡ଼ିଦେଇ ଗଲୁ କା ସାଥିରେ
ଦେଲୁ ଲୁହ ଧାର
ମତେ ଛାଡ଼ିଦେଇ ଗଲୁ କା ସାଥିରେ
ଦେଲୁ ଲୁହ ଧାର

ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ସିନ୍ଥିରେ ସିନ୍ଦୂର ଦେଲା କିଏ ତୋର
ମତେ ଭୁଲି ଯାଇ ହେଲୁ ତୁ କାହାର
ହୋ ହୋ ହୋ ହୋ

sinthire sindura Your Astrology Guru Lyrics in odia language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00