Your Astrology Guru Lyrics
ତୁ ଏକ ନିରୀହ ଫୁଲ
ମୁ ଏକ ନିଆଁର ଝୁଲ
Tu Eka Niriha Fula Your Astrology Guru Lyrics In Odia Language
ଉଁ..ଉଁ… ଲା.. ଉଁ…
ତୁ ଏକ ନିରୀହ ଫୁଲ ମୁ ଏକ ନିଆଁର ଝୁଲ
ତୁ ଏକ ନିରୀହ ଫୁଲ ମୁ ଏକ ନିଆଁର ଝୁଲ
ତୋର ଏଇ ହସ ଅମୁଲ ରତନ
ତୋର ଏଇ ହସ ଅମୁଲ ରତନ
ମୋର ନାହିଁ କିଛି ମୁଲ
ତୁ ଏକ ନିରୀହ ଫୁଲ ମୁ ଏକ ନିଆଁର ଝୁଲ
ତୁ ଏକ ନିରୀହ ଫୁଲ
ତୋ ପିଲାଦିନ ଦେଖି ମନେପଡେ
ହଜିଲା ମୋ ପିଲାଦିନ
ସେନେହ ଖୋଜି ମୁ ପାଇଥିଲି ଯେବେ
ଗାଇ ନିନ୍ଦା ଅପମାନ
ତୁ ଏକ ସରଗ ତାରା ମୁ ଏକ ଉଲକା ପରା
ତୁ ଏକ ସରଗ ତାରା ମୁ ଏକ ଉଲକା ପରା
ଅଜାଣତେ ମୋର ଝରି ପଡିଲେ ମୁ
ଅଜାଣତେ ମୋର ଝରି ପଡିଲେ ମୁ
କେହି କହେ ନାହିଁ ଭଲ
ତୁ ଏକ ନିରୀହ ଫୁଲ ମୁ ଏକ ନିଆଁର ଝୁଲ
ତୁ ଏକ ନିରୀହ ଫୁଲ
ତୋ ଆଖିରେ ଆଜି ଦେଖୁଛି ଦିଅଁଙ୍କୁ
ତୋ ଆଖିରେ ଆଜି ଦେଖୁଛି ଦିଅଁଙ୍କୁ
ପଚାରିବା ପାଇଁ ମନ
ଅବାଟରେ ନେଇ ଜୀବନକୁ ମୋର
କଲେ କାହିଁ ହୀନିମାନ
ଆହା ମୋ ସରଗ ଶଶୀ ଦେଖିଲେ ତୋର ଖୁସି
ଆହା ମୋ ସରଗ ଶଶୀ ଦେଖିଲେ ତୋର ଖୁସି
ଯେତେ ଦୁଃଖ ଆସୁ ସୁଖ ଭାବି ମୁହିଁ
ଯେତେ ଦୁଃଖ ଆସୁ ସୁଖ ଭାବି ମୁହିଁ
ଦୁଃଖ କୁ କରିବି ଗେଲ
ତୁ ଏକ ନିରୀହ ଫୁଲ ମୁ ଏକ ନିଆଁର ଝୁଲ
ତୁ ଏକ ନିରୀହ ଫୁଲ
ତୁ ହସିଲେ ଲାଗେ ଓଠରେ ତୋର
କାଳିଆ ଦେଉଚି ହସି
ତୁ କାନ୍ଦିଲେ ଲାଗେ ଲୁହ ଦେଖି ତୋର
କାଳିଆ ଯାଉଚି ରୁଷି
ତୁ ଏକ ହସ ପସରା ମୁ ଏକ ଲୁହର ଧାରା
ତୁ ଏକ ହସ ପସରା ମୁ ଏକ ଲୁହର ଧାରା
ସବୁ ଦିନ ପାଇଁ ଓଠରୁ ତୋର
ସବୁ ଦିନ ପାଇଁ ଓଠରୁ ତୋର
ହସ ଝରୁ ଝଲ ମଲ
ତୁ ଏକ ନିରୀହ ଫୁଲ ମୁ ଏକ ନିଆଁର ଝୁଲ
ଉଁ ଉଁ ଉଁ ଉଁ ଉଁ ଉଁ
Tu Eka Niriha Fula Your Astrology Guru Lyrics In Odia Language
Thank You