Your Astrology Guru Lyrics
ତମେ ଆସିବା ଆଗରୁ ମୁ ଭଲରେ ଥିଲି
Tame Asiba Agaru Mu Bhalare Thili Your Astrology Guru Lyrics In Odia Language
ତମେ ଆସିବା ଆଗରୁ ମୁ ଭଲରେ ଥିଲି
ତମେ ଆସିବା ଆଗରୁ ମୁ ଭଲରେ ଥିଲି
ତମେ ଗଲା ପରେ ପରେ
ତମେ ଗଲା ପରେ ପରେ
ବଦଳି ଗଲି ବଦଳି ଗଲି
ତମେ ଆସିବା ଆଗରୁ ମୁ
ଭଲରେ ଥିଲି ଭଲରେ ଥିଲି
ଋତୁ ବଦଳିଲେ ବଦଳେ ସବୁ
ମୁ ବି ବଦଳି ଗଲି ପାଇ ତୁମକୁ
ଏ..ଋତୁ ବଦଳିଲେ ବଦଳେ ସବୁ
ମୁ ବି ବଦଳି ଗଲି ପାଇ ତୁମକୁ
ତମ ଛୁଆଁ ମତେ ଯାହା
ଦେଲା ସୁଖର ଖଜଣା ଖୋଲି
ତମ ଛୁଆଁ ମତେ ଯାହା
ଦେଲା ସୁଖର ଖଜଣା ଖୋଲି
ତମେ ଗଲା ପରେ ପରେ
ତମେ ଗଲା ପରେ ପରେ
ବଦଳି ଗଲି ବଦଳି ଗଲି
ତମେ ଆସିବା ଆଗରୁ ମୁ
ଭଲରେ ଥିଲି ଭଲରେ ଥିଲି
ଏଇ ଜୀବନରେ ତମକୁ ପାଇ
ସବୁ କିଛି ଗଲା ମୋ ସଜାଡି ହୋଇ
ଏଇ ଜୀବନରେ ତମକୁ ପାଇ
ସବୁ କିଛି ଗଲା ମୋ ସଜାଡି ହୋଇ
ତମ ପାଇଁ କେବେ କାହିଁ
ମୁ ମନର ମଣିଷ ଥିଲି
ତମ ପାଇଁ କେବେ କାହିଁ
ମୁ ମନର ମଣିଷ ଥିଲି
ତମେ ଗଲା ପରେ ପରେ
ତମେ ଗଲା ପରେ ପରେ
ବଦଳି ଗଲି ବଦଳି ଗଲି
ତମେ ଆସିବା ଆଗରୁ ମୁ ଭଲରେ ଥିଲି
ତମେ ଗଲା ପରେ ପରେ
ତମେ ଗଲା ପରେ ପରେ
ବଦଳି ଗଲି ବଦଳି ଗଲି
ତମେ ଆସିବା ଆଗରୁ ମୁ ଭଲରେ ଥିଲି
ଉଁ….ହୁଁ….ଭଲରେ ଥିଲି
Tame Asiba Agaru Mu Bhalare Thili Your Astrology Guru Lyrics In Odia Language
Thank You