Your Astrology Guru Lyrics
ଶ୍ୟାମ ହେ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
Shyama He Shyam He Your Astrology Guru Lyrics In Odia Language
ଶ୍ୟାମ ହେ ଶ୍ୟାମ ହେ
ଶ୍ୟାମ ହେ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
ଭାବ ବିନୋଦିଆ ଘନ ଶ୍ୟାମ ହେ
ଶ୍ୟାମ ହେ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
ଭାବ ବିନୋଦିଆ ଘନ ଶ୍ୟାମ ହେ
ନିଶି ଦିନ ଚାହେଁ ତବ ଶରଣେ
ଝୁରି ଝୁରି ତନୁ କ୍ଷୀଣ ହେଲାଣି
ନିଶି ଦିନ ଚାହେଁ ତବ ଶରଣେ
ଝୁରି ଝୁରି ତନୁ କ୍ଷୀଣ ହେଲାଣି
କି ଅବା କରିଛି ଦୋଷ ଏ ଛାରଧମ
ଶ୍ୟାମ ହେ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
ଭାବ ବିନୋଦିଆ ଘନ ଶ୍ୟାମ ହେ
ମିଛେ ମୁ ପଶିଲି ତବ ଶରଣ
କପଟିଆ ତୁମେ ମନ ମୋହନ
ମିଛେ ମୁ ପଶିଲି ତବ ଶରଣ
କପଟିଆ ତୁମେ ମନ ମୋହନ
କପଟ ମନରୁ ତେଜି ଅପରାଧ କ୍ଷମ
ଶ୍ୟାମ ହେ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
ଭାବ ବିନୋଦିଆ ଘନ ଶ୍ୟାମ ହେ
କଞ୍ଜ ଚରଣେ କଲି ଭରଷା
ଆଉ କିଏ ପୁରାଇବ ମୋ ଆଶା
କଞ୍ଜ ଚରଣେ କଲି ଭରଷା
ଆଉ କିଏ ପୁରାଇବ ମୋ ଆଶା
ମୋ ପାଇଁ କରୁଣା ଉଣା ନ କରିବ ଶ୍ୟାମ
ଶ୍ୟାମ ହେ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
ଭାବ ବିନୋଦିଆ ଘନ ଶ୍ୟାମ ହେ
ଶ୍ୟାମ ହେ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
ଭାବ ବିନୋଦିଆ ଘନ ଶ୍ୟାମ ହେ
ନବିନ ନିରଦ ଘନ ଶ୍ୟାମ ହେ
ଭାବ ବିନୋଦିଆ ଘନ ଶ୍ୟାମ ହେ
Shyama He Shyam He Your Astrology Guru Lyrics In Odia Language
Thank You