Loading...

299 Big Street, Govindpur, India

Open daily 10:00 AM to 10:00 PM

Dasia nadia sina Your Astrology Guru Lyrics in odia language

Bhikari bala

Your Astrology Guru Lyrics

ଦାସିଆ ନଡ଼ିଆ ସିନା
ଦାସିଆ ନଡ଼ିଆ ସିନା ତତେ ବଢିଆ

Dasia Nadia Sina Tate Badhia Your Astrology Guru Lyrics In Odia Language

ଦାସିଆ ନଡ଼ିଆ ସିନା
ଦାସିଆ ନଡ଼ିଆ ସିନା ତତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
କାଳିଆରେ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
ଦାସିଆ ନଡ଼ିଆ ସିନା ତତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
କାଳିଆରେ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ



ଘଣ୍ଟ ଘଣ୍ଟା କୋଳ ତାଳ
ତତେ ସିନା ଲାଗେ ଭଲ
ଘଣ୍ଟ ଘଣ୍ଟା କୋଳ ତାଳ
ତତେ ସିନା ଲାଗେ ଭଲ
ମତେ ଭଲ ଲାଗେ….
ମତେ ଭଲ ଲାଗେ ପଣ୍ଡା ବେତ ବାଡିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ



ହାତେ ତୋର ସୁଦର୍ଶନ
ଦିଶେ କେଡେ ଶୋଭାବନ
ହାତେ ତୋର ସୁଦର୍ଶନ
ଦିଶେ କେଡେ ଶୋଭାବନ
ହାତେ ତୋର ସୁଦର୍ଶନ
ଦିଶେ କେଡେ ଶୋଭାବନ
ମୋ ହାତେ ଖଞ୍ଜଣୀ ଶୋଭା
ମୋ ହାତେ ଖଞ୍ଜଣୀ ଶୋଭା
ମୋ ହାତେ ଖଞ୍ଜଣୀ ଶୋଭା
ମୋତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
କାଳିଆରେ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ



ରାଧିକା ମୋହନ ବେଶ
ତତେ ଲାଗଇ ସରସ
ରାଧିକା ମୋହନ ବେଶ
ତତେ ଲାଗଇ ସରସ
ରାଧିକା ମୋହନ ବେଶ
ତତେ ଲାଗଇ ସରସ
ତୋ ଦୁଆରେ ଯୋଗୀ ବେଶ
କାଳିଆରେ…..
ତୋ ଦୁଆରେ ଯୋଗୀ ବେଶ
ତୋ ଦୁଆରେ ଯୋଗୀ ବେଶ
ମୋତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ

ଦାସିଆ ନଡ଼ିଆ ସିନା
ଦାସିଆ ନଡ଼ିଆ ସିନା ତତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
କାଳିଆରେ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
ଦାସିଆ ନଡ଼ିଆ ସିନା ତତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
କାଳିଆରେ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ
ହେଲେ ତୋ ଅଭଡ଼ା ଅନ୍ନ ମତେ ବଢିଆ


Dasia Nadia Sina Mate Badhia Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00