Your Astrology Guru Lyrics
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
Ehi Para Giri Tolia Your Astrology Guru Lyrics In Odia Language
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ବ୍ରଜକାମିନୀଙ୍କ ଭାବ ଭୋଳିଆ
ବ୍ରଜକାମିନୀଙ୍କ ଭାବ ଭୋଳିଆ
କାଳିଆ ବଳିଆ ବରଜ ଧୁଳିଆ
କାଳିଆ ବଳିଆ ବରଜ ଧୁଳିଆ
ତୃତୀୟଗ୍ରେ ପରା ମାରନ୍ତି ଡିଆଁ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ପରା ବନମାଳିଆ
ଏଇ ଯେ ଯମୁନା କୁଳିଆ
ଏହି ପରା ବନମାଳିଆ
ଏଇ ଯେ ଯମୁନା କୁଳିଆ
ଏହି ଲିପ ମୂଳେ ଛିଡା ହୋଇଥିଲେ
ଏହି ଲିପ ମୂଳେ ଛିଡା ହୋଇଥିଲେ
ବଙ୍କା ହୋଇଥିଲା ଶ୍ରୀଖି ଚୁଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ତ କଦମ୍ବ ମୂଳିଆ
ଏହି ପରା ତନୁ କାଳିଆ
ଏହି ତ କଦମ୍ବ ମୂଳିଆ
ଏହି ପରା ତନୁ କାଳିଆ
ଏହି ପରା ଷୋଳ ସହସ୍ର ଗୋପୀ ଧରି
ଏହି ପରା ଷୋଳ ସହସ୍ର ଗୋପୀ ଧରି
କୃଷ୍ଣ ଭାନୁ ସୂତା ଗଳା ମାଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
କହି ଅଭିରାମ ଧୁଳିଆ
ବାରମ୍ବାର ମାରୁଛି ଡିଆଁ
କହି ଅଭିରାମ ଧୁଳିଆ
ବାରମ୍ବାର ମାରୁଛି ଡିଆଁ
ବାର ଭେଜି ଯଦି ତେର କୁ ଆସିବ
ବାର ଭେଜି ଯଦି ତେର କୁ ଆସିବ
ଛନ୍ଦା ହେଇଯିବ ଗୁଞ୍ଜ ମାଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ବ୍ରଜକାମିନୀଙ୍କ ଭାବ ଭୋଳିଆ
ବ୍ରଜକାମିନୀଙ୍କ ଭାବ ଭୋଳିଆ
କାଳିଆ ବଳିଆ ବରଜ ଧୁଳିଆ
କାଳିଆ ବଳିଆ ବରଜ ଧୁଳିଆ
ତୃତୀୟଗ୍ରେ ପରା ମାରନ୍ତି ଡିଆଁ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
ଏହି ପରା ଗିରିତୋଳିଆ
Ehi Para Giri Tolia Your Astrology Guru Lyrics In Odia Language
Thank You