Loading...

299 Big Street, Govindpur, India

Open daily 10:00 AM to 10:00 PM

Anithila Prabhu Srikhetre Bulei Your Astrology Guru Lyrics In Odia Language

Bhikari bala

Your Astrology Guru Lyrics

ଆଣିଥିଲ ପ୍ରଭୁ ଶ୍ରୀକ୍ଷେତ୍ର ବୁଲେଇ
ବନ୍ଧୁ କରିଥିଲି ବୋଲି

Anithila Prabhu Srikhetre Bulei Your Astrology Guru Lyrics In Odia Language

ଆଣିଥିଲ ପ୍ରଭୁ ଶ୍ରୀକ୍ଷେତ୍ର ବୁଲେଇ
ବନ୍ଧୁ କରିଥିଲି ବୋଲି
ଦରଶନ ସାରି ଯାଉଛି ବାହୁଡ଼ି
ଏତିକି ମୁଁ କହି ଗଲି
ପ୍ରଭୁ ନଯିବ ଭୁଲି ମୋତେ ନଯିବ ଭୁଲି
ପ୍ରଭୁ ନଯିବ ଭୁଲି ମୋତେ ନଯିବ ଭୁଲି
ଏମିତି ମୁଁ ଅସୁଥିବି ଶ୍ରୀକ୍ଷେତ୍ରେ ବୁଲି
ପ୍ରଭୁ ନଯିବ ଭୁଲି ହେ ମୋତେ ନଯିବ ଭୁଲି
ପ୍ରଭୁ ନଯିବ ଭୁଲି ହେ ମୋତେ ନଯିବ ଭୁଲି



ଆନ କଥାରେ ମୋ ମନ ନାହିଁ ହେ ହରି
ଯେଉଁଠି ଥାଏ ମୋ ଠାରେ ଲାଗିବ ଡୋରି
ଆଷାଢ଼ ମାସେ ଶ୍ରୀକ୍ଷେତ୍ରେ ଆସିବି ଧାଇଁ
ବଡ଼ଦାଣ୍ଡେ ତିନି ରଥ ଟାଣିବା ପାଇଁ
କିଛି ଲୋଡ଼ା ନାହିଁ ଜଗତ ଗୋସାଇଁ
କିଛି ଲୋଡ଼ା ନାହିଁ ଜଗତ ଗୋସାଇଁ
ଦୂର ବନ୍ଧୁ ମୁହିଁ ଦୂରେ ରହିଲି
ପ୍ରଭୁ ନଯିବ ଭୁଲି ମୋତେ ନଯିବ ଭୁଲି
ହେ ମୋତେ ନଯିବ ଭୁଲି ପ୍ରଭୁ ନଯିବ ଭୁଲି



ମରଣ ଆଗରୁ ପ୍ରଭୁ ଆଣିବ ଡାକି
ଦିନ ବିତାଇବି କଳା ଶ୍ରୀମୁଖ ଦେଖି
ପାଖ ଛାଡି ଯିବି ନାହିଁ କେଣିକି ପ୍ରଭୁ
ତୁମେ ପରା ମନ କଥା ଜାଣିଛ ସବୁ
କରିବନି ପର…..ପ୍ରଭୁ ହେ…..
କରିବନି ପର ଜଗତ ଠାକୁର
ଯାହା କହିବାର ଥିଲା ସବୁ କହିଲି
ପ୍ରଭୁ ନଯିବ ଭୁଲି ମୋତେ ନଯିବ ଭୁଲି
ଆଣିଥିଲ ପ୍ରଭୁ ଶ୍ରୀକ୍ଷେତ୍ର ବୁଲେଇ
ବନ୍ଧୁ କରିଥିଲି ବୋଲି
ଦରଶନ ସାରି ଯାଉଛି ବାହୁଡ଼ି
ଏତିକି ମୁଁ କହି ଗଲି
ପ୍ରଭୁ ନଯିବ ଭୁଲି ମୋତେ ନଯିବ ଭୁଲି
ପ୍ରଭୁ ନଯିବ ଭୁଲି ମୋତେ ନଯିବ ଭୁଲି
ଏମିତି ମୁଁ ଅସୁଥିବି ଶ୍ରୀକ୍ଷେତ୍ରେ ବୁଲି
ମୋତେ ନଯିବ ଭୁଲି ପ୍ରଭୁ ନଯିବ ଭୁଲି
ପ୍ରଭୁ ନଯିବ ଭୁଲି ମୋତେ ନଯିବ ଭୁଲି
ମୋତେ ନଯିବ ଭୁଲି ପ୍ରଭୁ ନଯିବ ଭୁଲି


Anithila Prabhu Srikhetre Bulei Your Astrology Guru Lyrics In Odia Language


Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00