Loading...

299 Big Street, Govindpur, India

Open daily 10:00 AM to 10:00 PM

ଗୁରୁବାର କର୍ମ ନିର୍ଣ୍ଣୟ- ଗୁରୁବାର କଣ କରିବେ କଣ ନାହିଁ, ଘରୁ ବାହାରିବା ପୂର୍ବରୁ କରନ୍ତୁ ଏହି ଛୋଟ ଉପାୟ ସବୁ କାମ ହେବ ସଫଳ

କେଉଁ ବାରରେ କେଉଁ କର୍ମକଲେ ଶୁଭ ହେବ ଆସନ୍ତୁ ଜାଣିବା- ଶୁକ୍ରବାର, ସୋମବାର, ବୁଧବାର ଓ ଗୁରୁବାର ଏହି ଚାରି ବାର ସମସ୍ତ ଶୁଭକର୍ମରେ ପ୍ରଶସ୍ତ ଏବଂ ରବିବାର, ମଙ୍ଗଳବାର ଓ ଶନିବାର ଏହି ତିନିବାର କେତେକ କାର୍ଯ୍ୟରେ ଶୁଭ ହେବ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ । ପ୍ରତି ଦିନ ଶୁଭ ଓ କଲ୍ୟାଣକାରୀ ହୋଇଥାଏ, କିନ୍ତୁ ଯଦି ଭାଗ୍ୟ ଅନୁକୂଳ ନ ଥାଏ ତେବେ ଏହା ପ୍ରତିକୂଳ ପ୍ରଭାବ ପକାଇଥାଏ ।

୧- ଯଦି ଆପଣ ଘରୁ କୌଣସି ଶୁଭକାର୍ଯ୍ୟ କରିବାକୁ ଯାଉଛନ୍ତି, ତେବେ ଦିନ ଅନୁସାରେ ଏହାର ସମାଧାନ କରିବାକୁ ଭୁଲନ୍ତୁ ନାହିଁ । ଏହି ପଦକ୍ଷେପ ଗୁଡିକ ଦିନର ପ୍ରତିକୂଳତା ଓ ଅନୁକୂଳତାରେ ପରିବର୍ତ୍ତନ ହୋଇଥାଏ । ଗୁରୁବାର କର୍ମ ନିର୍ଣ୍ଣୟ- ବିଦ୍ୟାରମ୍ଭ, ଦେବତାପ୍ରତିଷ୍ଠା ଓ ପୂଜା, ବେଦପଠନ, ହୋମ ଯଜ୍ଞାଦି କର୍ମ, ସମସ୍ତ ସଂସ୍କାରକର୍ମ, ଦୀକ୍ଷାଗ୍ରହଣ, ବ୍ରାହ୍ମଣସେବା, ଭକ୍ତିକାର୍ଯ୍ୟ, ବସ୍ତ୍ରାଭୁଷଣାଦି କାର୍ଯ୍ୟ ଓ ଧାରଣ, କୃଷି କାର୍ଯ୍ୟ ଓ କୃଷିଦ୍ରବ୍ୟ କ୍ରୟ ବିକ୍ରୟ ପାଇଁ ଗୁରୁବାର ପ୍ରଶସ୍ତ ।

ଗୁରୁବାର ଦିନ କଣ କରିବ- ଏହି ବାରରେ ଦର୍ଶନ ଶାସ୍ତ୍ର, ଧର୍ମ ଶାସ୍ତ୍ର, ଜ୍ୟୋତିଷ, ଓକିଲ, ଉଚ୍ଚପଦ ପ୍ରଶାସନିକ, ଶିକ୍ଷା, ନୂତନ ବସ୍ତ୍ର ଧାରଣ, ନୂତନ ଅଳଙ୍କାର ଧାରଣ ଶୁଭ ହୋଇଥାଏ । କର୍ମବ୍ୟବସାୟ ସମ୍ବନ୍ଧିତ- ଧାର୍ମିକ ଅନୁଷ୍ଠାନ, ଉଚ୍ଚ ପ୍ରଶାସନିକ କାର୍ଯ୍ୟ, ଉଚ୍ଚଶିକ୍ଷା କାର୍ଯ୍ୟ, ଆଭୁଷଣ, ଔଷଧ, କାଠ, ଭୂମି, ଯାନ ବାହନ ଆଦି କ୍ରୟ ବିକ୍ରୟ, ବିଦେଶ ଯାତ୍ରା ଆଦି କାର୍ଯ୍ୟ କରିଲେ ଶୁଭ ହୁଏ । ୬- ଗୁରୁବାର ଦିନ ଯିବା ସମୟରେ କିଛି ସୋରିଷ ପାଟିରେ ପକାଇ ଯାଆନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00