Table of Contents
Your Astrology Guru Lyrics
A Kemiti Hela Your Astrology Guru Lyrics In Odia Language
ସା ସା ସା ସା ପା ଗା ରେ
ସା ସା ସା ସା ପା ଗା ରେ
ଗା ପା ସା ଗା ପା ସା ଗା ପା ସା
ହେ କେମିତି ହେଲା ଏ କେମିତି ହେଲା
ଶ୍ରାବଣ ନଥାଇ ମେଘ ବରଷି ଗଲା
ପୁଅ
ମନ ଥିଲା ମରୁ ଭୂଇଁ
ପାଦ ଯେବେ ଦେଲୁ ଥୋଇ
ତୋ ପ୍ରେମରେ ସବୁ ଋତୁ ବଦଳି ଗଲା
ଝିଅ
ଗା ପା ସା ଗା ପା ସା
ହେ କେମିତି ହେଲା ଏ କେମିତି ହେଲା
ଝିଅ
ସା ନି ସା ଗା ସା ନି ସା ଗା
ପ୍ରେମର ଖବର ନେଇ ପବନ ବହିଲା
ପୁଅ
ସେ ପବନ ତତେ ଛୁଇଁ ମତେ ଛୁଇଁ ଦେଲା
ଝିଅ
ହୋ ଆଖିର ଝରକା ଖୋଲି ସପନ ଅସିଲା
ପୁଅ
ହଁ ସେ ସପନ ଦୁଇ ମନ ଯୋଡ଼ି ଦେଇ ଗଲା
ଝିଅ
ଗା ପା ସା ଗା ପା ସା
ହେ କେମିତି ହେଲା ଏ କେମିତି ହେଲା
ଟୋପାଏ ମେଘରେ ନଈ ଉଛୁଳି ଗଲା
ପୁଅ
ମୁଁ ଥିଲି ଏକା ହେଇ
ତୁ ଯେବେ ଦେଲୁ ଛୁଇଁ
ତୋ ଛୁଆଁରେ ପଥରଟା ତରଳି ଗଲା
ଝିଅ
ଗା ପା ସା ଗା ପା ସା
ହେ କେମିତି ହେଲା ଏ କେମିତି ହେଲା
ଝିଅ
ସା ନି ସା ଗା ସା ନି ସା ଗା
ପୁଅ
ସମୟଟା ଚାଲେ ଧୀରେ ଚାଲେ ମୁଁ ଆଗରେ
ଝିଅ
ଚାଲୁଚି ହେଲେ ମୋ ପାଦ ଲାଗୁନି ମାଟିରେ
ପୁଅ
ହେ ଆକାଶ ତ ଅଛି ତଳେ ଉଡେ଼ ମୁଁ ଉପରେ
ଝିଅ
ଡେଣା ନାହିଁ ଉଡୁଚି ମୁଁ ତୋରି ପ୍ରେମରେ
ଗା ପା ସା ଗା ପା ସା
ପୁଅ
ଏ କେମିତି ହେଲା ଏ କେମିତି ହେଲା
ନୀରବ ଏ ମନ ମୋର କଥା କହିଲା
ଝିଅ
ମନ ମୋର ଗଲୁ ନେଇ
ମୁଁ ଆଉ ମୁଁ ନାହିଁ
ଧିର ଥିଲା ପାଣି ସିନା ଚହଲି ଗଲା
ଝିଅ
କେମିତି ହେଲା