Your Astrology Guru Lyrics
ଆହେ ଦୁଃଖ ହାରି ତୁମ ଦୁଃଖ କିଏ ହରିବ
Ahe Dukha Hari Tuma Duka Kie Your Astrology Guru Lyrics In Odia Language
ପୁଅ
ଆହେ ଦୁଃଖ ହାରି
ତୁମ ଦୁଃଖ କିଏ ହରିବ ଆହେ ଦୁଃଖ ହାରି
ତୁମ ଦୁଃଖ କିଏ ହରିବ ଆହେ ଦୁଃଖ ହାରି
ଦୁଃଖୀ ତୁମେ ଗଲେ ହାରି ଏ ଧରା କେ ରଖିବ
ଦୁଃଖ କିଏ ହରିବ ଆହେ ଦୁଃଖ ହାରି
ପୁଅ
ସଂପାଥି ସୋ ଦର ମୁହିଁ ଜଟାୟୁ ମୋ ନାମ
ହରିନେଲା ଜାନକୀ ଯେ ଲଙ୍କାର ରାବଣ
ବୁଝାଇ କହିଲି କେତେ ବୁଝିବ ସେ କାହୁଁ
ହାରିଲି ମୁଁ ଯୁଝି ଶେଷେ ଆହେ ମହାବାହୁ
ଆହା କି ବିକଳ ହୋଇ ଡାକୁଛିରେ ବଇ ଦେହି
କାହିଁ ଅଛ ନାଥ ମୋର ରକ୍ଷାକର ରାଘବ
ଦୁଃଖ କିଏ ହରିବ ଆହେ ଦୁଃଖ ହାରି
ଝିଅ
ଦେଖିବି ବୋଲି ତୁମକୁ ଆହେ ଭାବଗ୍ରାହୀ
ଆଖି ଟାଣି ମଣିଲାଣି ତୁମ ପଥ ଚାହିଁ
ସତେ ଗାଇ କି ସୁଖ ଅଛି ମୋ ଭାଗ୍ୟରେ
ମୋ ଦୁଃଖୀକୁ ପ୍ରେମ ଢାଳି ତୁମ ଶ୍ରୀପୟରେ
ଜାତିରେ ଶବରୀ ମୁହିଁ ପୂଜା ମନ୍ତ୍ର ଜାଣେ ନାହିଁ
ନଦେଲେ ହେ ବରସାଲ ଏ ଜନ୍ମ କି ହରିବ
ଦୁଃଖ କିଏ ହରିବ ଆହେ ଦୁଃଖ ହାରି
ଆହେ ଦୁଃଖ ହାରି ଆହେ ଦୁଃଖ ହାରି
Ahe Dukha Hari Tuma Dukha Kie Hariba Your Astrology Guru Lyrics In Odia Language
Thank you