Your Astrology Guru Lyrics
ଆଜି ଖୁସିରେ ହେବି ମୁଁ ପାଗଳ
କିଛି କଥା ଶୁଣିବିନି କାହାର
Aji Khusire Hebi Mu Pagala Your Astrology Guru Lyrics In Odia Language
ପୁଅ
ଭାଉଜ ମୋ ସୁନା ଭାଉଜ
ଧରା ପଡ଼ିଛ ଧରା ପଡ଼ିଛ
ଭିତରେ ହସ ମୁହଁରେ ଲାଜ
ଏତେ କଥା ଥିଲା ମନରେ ତୁମ ଜାଣିବ କିଏ
ଲୁଚେଇ ରଖିଛ ଶାମୁକା ଭିତରେ ମୁକୁତା ଟିଏ
ଝିଅ
ଓ ରାଜୁ
ପୁଅ
ବାଟ ଚାହିଁ ବସିଥିଲେ ଯାହାର
ସେ ପରା ଆସୁଛି କାହ୍ନୁ ଆମର
ଆଉ କି ଦୁଃଖ ଆଉ କି ଲାଜ
ହସ ମୋ ଟିକିଏ ହସ ଏଥର
ଆସ ହସ ଆସ ହସ ହସ
ଆଜି ଖୁସିରେ ହେବି ମୁଁ ପାଗଳ
କିଛି କଥା ଶୁଣିବିନି କାହାର
ଆଜି ଖୁସିରେ ହେବି ମୁଁ ପାଗଳ
କିଛି କଥା ଶୁଣିବିନି କାହାର
ହୋ…….ମୁନା ରାଜା ଆସୁଛି ଆମର
ହାଲା କରିଦେବେ ସାରା ସହର
ଆଜି ଖୁସିରେ ହେବି ମୁଁ ପାଗଳ
କିଛି କଥା ଶୁଣିବିନି କାହାର
ଏଇ ମୁନା ରାଜା
ସାଙ୍ଗେ ମୋର ଏ ଯୋଡି ଜମିଜିବ
ଘୋଡା କରି ମୋତେ ସିଏ ନିତି ଖେଳୁଥିବ
ମୁନା ରାଜା
ସାଙ୍ଗେ ମୋର ହେ ଯୋଡି ଜମିଜିବ
ଘୋଡା କରି ମୋତେ ସିଏ ନିତି ଖେଳୁଥିବ
ନାଚିବି ଗାଇବି କୋଳେ ଝୁଲେଇବି
ସରଗର ଚାନ୍ଦ ଆଣିଦେଵି
ଆଖି ଖୋଲିଲେ ସେ ହେବ ସକାଳ
ଘରେ ପଡିବ ଆମର ଚହଳ
ଆଜି ଖୁସିରେ ହେବି ମୁଁ ପାଗଳ
କିଛି କଥା ଶୁଣିବିନି କାହାର
ମୁନା ରାଜା ସାଙ୍ଗ ହବ ତୋର ମୁନା ରାଜା
ରାତି ଦିନ ଆମ ଘରେ ଚାଲିଥିବ ମଜା
ଲବ କୁଶ ପରି ସେ ଯେ ବଢିବେ ଦି ଭାଇ
ବାପା ଦାଦା ଡାକି ଦେବେ ଘରକୁ କମ୍ପାଇ
ଋଷିଲେ ରାଗିଲେ ବୁଝେଇ ମୁଁ ଦେବି
ଜୋକର ବନି ମୁଁ କମେଡି କରିବି
ମୋ ଦୁଇ କାଖରେ ଦୁହେଁ ତ ଝୁରିବେ
ଅଙ୍କଲ ଉପରେ ଶୁଶୁ କରୁଥିବେ
କଥା କଥାକେ କରିବି ବୋପାଲୋ
ନିଶା ନ ଖାଇ ହେବି ମୁଁ ମାତାଲ
ଆଜି ଖୁସିରେ ହେବି ମୁଁ ପାଗଳ
କିଛି କଥା ଶୁଣିବିନି କାହାର
ଝିଅ
ତମ କୋଳେ ଜନମିବ ବଢିବ ମୋ କୋଳେ
ଯଶୋମତି ମା ପରି ବଢାଇବି ତାରେ
ଦୁହିଁଙ୍କୁ ପାଳିବି ମୁହିଁ ଅତି ଯତନରେ
ରଖିବି ଲୁଚାଇ ମୋର ଆଖି ପଣତରେ
ତମ କୋଳେ ଜନମିବ ବଢିବ ମୋ କୋଳେ
ଯଶୋମତି ମା ପରି ବଢାଇବି ତାରେ
ଦୁହିଁଙ୍କୁ ପାଳିବି ମୁହିଁ ଅତି ଯତନରେ
ରଖିବି ଲୁଚାଇ ମୋର ଆଖି ପଣତରେ
ପୁଅ
ମନ ତା ଲାଗି ହେଲାଣି ଚଞ୍ଚଳ
ଦିଅ ପୁଅ କୁ ମୋ ହାତେ ସଅଳ
ଆଜି ଖୁସିରେ ହେବି ମୁଁ ପାଗଳ
କିଛି କଥା ଶୁଣିବିନି କାହାର
Aji Khusire Hebi Mu Pagala Your Astrology Guru Lyrics In Odia Language
Thank you