Your Astrology Guru Lyrics
ଆଲୋ ମୋର କଣ୍ଢେଇ
ଆଲୋ ମୋର କଣ୍ଢେଇ
Alo Mora Kandhei Mote Delu Bhandei Your Astrology Guru Lyrics In Odia Language
ଆଲୋ ମୋର କଣ୍ଢେଇ
ଆଲୋ ମୋର କଣ୍ଢେଇ
ମୋତେ ଦେଲୁ ଭଣ୍ଡେଇ
ଆଲୋ ମୋର କଣ୍ଢେଇ
ତୁ ତୋର ବାଛି ନେଲୁ ରଜାଘର ଉଆସ
ମୋତେ ଦେଲୁ ଦୁଃଖ ଭାର ମୁଣ୍ଡେଇ
ଆଲୋ ମୋର କଣ୍ଢେଇ
ମୋତେ ଦେଲୁ ଭଣ୍ଡେଇ
ତତେ ସିନା ମିଳିଗଲା
ପାଟ ଲୁଗା କମକୁଟ ଆଇନା
ମୋ ପାଖରୁ ହଜିଗଲା
ଜିଇବାର ଥିଲା ଯେତେ ବାହାନା
ଆଲୋ ମୋର କଣ୍ଢେଇ
ଗଭା ତୋର ମଣ୍ଡେଇ
ହୋ..ଆଲୋ ମୋର କଣ୍ଢେଇ
ଗଭା ତୋର ମଣ୍ଡେଇ
ତୁ ଏଠି ଝୁଲୁଚୁ ସିନା
ଚେଇଁଥିବ ବନପରୀ
ସପନ ଝୁଲଣା ମୋର ଛିଣ୍ଡି
ଆଲୋ ମୋର କଣ୍ଢେଇ
ମୋତେ ଦେଲୁ ଭଣ୍ଡେଇ
ଆଲୋ ମୋର କଣ୍ଢେଇ
ହୋ..ଦୁନିଆ ଶିଖେଇ ଥିଲା
ପର କେବେ ହେବ ନାହିଁ ଆପଣା
ତଥାପି ଦେଲି କିଆଁ
ମିଛୁଟାରେ ରକତର ପାଉଣା
ଆଲୋ ମୋର କଣ୍ଢେଇ
ସବୁ ସୁଖ ନୁଁଡେଇ
ହୋ…ଆଲୋ ମୋର କଣ୍ଢେଇ
ସବୁ ସୁଖ ନୁଁଡେଇ
ତୁ ଏଠି ଝଟକୁ ସିନା
ବିଜୁଳି ପରିକା ହେଲେ
ମତେ ଦେଲୁ ମେଘ ପରି କନ୍ଦେଇ
ଆଲୋ ମୋର କଣ୍ଢେଇ
ମୋତେ ଦେଲୁ ଭଣ୍ଡେଇ
ଆଲୋ ମୋର କଣ୍ଢେଇ
Alo Mora Kandhei Mote Delu Bhandei Your Astrology Guru Lyrics In Odia Language
Thank You