Your Astrology Guru Lyrics
ଆସୁରେ ଅନ୍ଧାର ଆସୁ ଯେତେ ରାତି
Asure Andhara Asu Jete Rati Your Astrology Guru Lyrics In Odia Language
ମାନବ ଜୀବନ ନୁହଇଁ କେବଳ
ବର୍ଷ ମାସ ଦିନ ଦଣ୍ଡ
କଲେ ଯିଏ ନର କର୍ମ ଏକା ତାର
ଜୀବନର ମାନ ଦଣ୍ଡ
ଆ…….ଆ……..ଆ……..ଆ…..
ଆସୁରେ ଅନ୍ଧାର ଆସୁ ଯେତେ ରାତି
ଆସୁରେ ଅନ୍ଧାର ଆସୁ ଯେତେ ରାତି
ଜଳୁଥିବ ଟିକି ଅଲିଭା ଦିପଟି
ଜଳୁଥିବ ଟିକି ଅଲିଭା ଦିପଟି
ଆସୁରେ ଅନ୍ଧାର ଆସୁ ଯେତେ ରାତି
ଆସୁରେ ଅନ୍ଧାର…..
ଆ…….ଆ……..ଆ……..ଆ…..
ଏଇ ଦୀପଶୀଖା ବିଜୟର ଟିକା
ଆଜି ପରାଣେ ପରାଣେ ହୁଏ ଲେଖା
ଏଇ ଦୀପଶୀଖା ବିଜୟର ଟିକା
ଆଜି ପରାଣେ ପରାଣେ ହୁଏ ଲେଖା
ମରିବାକୁ ଯିଏ କେବେ ଡରି ନାହିଁ
ମରିବାକୁ ଯିଏ କେବେ ଡରି ନାହିଁ
ସିଏ ମରି ନାହିଁ ମରି ପାରେ ନାହିଁ
ଆଲୋକିତ କରି ଏଇ ଗାଁ ମାଟି
ଆଲୋକିତ କରି ଏଇ ଗାଁ ମାଟି
ଜଳୁଥିବ ଟିକି ଅଲିଭା ଦିପଟି
ଜଳୁଥିବ ଟିକି ଅଲିଭା ଦିପଟି
ଆସୁରେ ଅନ୍ଧାର…..
ଆ…….ଆ……..ଆ……..ଆ…..
ସ୍ନେହ ମମତାର ପୁଣ୍ୟ ସେ ନଈ
ଆଜି ସବୁ ପାପ ନେଇଚି ରେ ଧୋଇ
ସ୍ନେହ ମମତାର ପୁଣ୍ୟ ସେ ନଈ
ଆଜି ସବୁ ପାପ ନେଇଚି ରେ ଧୋଇ
ବିଷକୁ ପିୟୁଷ କରିପାରେ ଯିଏ
ବିଷକୁ ପିୟୁଷ କରିପାରେ ଯିଏ
କୋଟିଏ ଭିତରେ ମଣିଷ ଗୋଟିଏ
ଏ ଗାଁ ମାଟିର ଅନ୍ଧାର ଲୁଟି
ଏ ଗାଁ ମାଟିର ଅନ୍ଧାର ଲୁଟି
ଜଳୁଥିବ ଟିକି ଅଲିଭା ଦିପଟି
ଜଳୁଥିବ ଟିକି ଅଲିଭା ଦିପଟି
ଆସୁରେ ଅନ୍ଧାର ଆସୁ ଯେତେ ରାତି
ଆସୁରେ ଅନ୍ଧାର….
ଜଳୁଥିବ ଟିକି…….ଅଲିଭା ଦିପଟି….
ଜଳୁଥିବ ଟିକି…….ଅଲିଭା ଦିପଟି
ଅଲିଭା ଦିପଟି ଅଲିଭା ଦିପଟି
Asure Andhara Asu Jete Rati Your Astrology Guru Lyrics In Odia Language
Thank You