Table of Contents
Your Astrology Guru Lyrics
ତୋ କଥା ମୁଁ ମାନିନିଏ ସବୁ
ରାତିକୁ କହିଲେ ଦିନ
Batabana Hela Mo Prema Your Astrology Guru Lyrics In Odia Language
ତୋ କଥା ମୁଁ ମାନିନିଏ ସବୁ
ରାତିକୁ କହିଲେ ଦିନ
ଏ କଥା ବି ମାନିଲି ସହଜେ
ସୂର୍ଯ୍ୟକୁ କହିଲୁ ଜହ୍ନ
କେମିତି ମାନିବି ଏଇ କଥା ତୋର
କେମିତି ମାନିବି ଏଇ କଥା ତୋର
ନାହିଁ ତୋର ମୋ ପାଇଁ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ରାତି ମୋର କଟିଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରଷିଲୁ
ମୋ ପଲକ ଫାଙ୍କ ଦେଇ
ରାତି ମୋର କଟିଯାଏ
ତୋ ସପନ ବାଟ ଦେଇ
ମେଘ ହେଇ ବରଷିଲୁ
ମୋ ପଲକ ଫାଙ୍କ ଦେଇ
ଛାତିରେ ସାଇତା ସବୁ ସ୍ମୃତି ତୋର
ଛାତିରେ ସାଇତା ସବୁ ସ୍ମୃତି ତୋର
ହବ ନାହିଁ କେବେ ବି ଶୂନ୍ୟ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ଚାଲୁଥିଲୁ ସାଥେ ସାଥେ
ଛାଇଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଚି ତୋ ବାଟ ଚାହିଁ
ହେ…ଚାଲୁଥିଲୁ ସାଥେ ସାଥେ
ଛାଇଟିଏ ମୋର ହେଇ
ତୁ ଗଲା ପରେ ପରେ
ରହିଚି ତୋ ବାଟ ଚାହିଁ
ଆଜି ବି ବିଶ୍ୱାସ ଅଛି ଦିନେ ତୋର
ଆଜି ବି ବିଶ୍ୱାସ ଅଛି ଦିନେ ତୋର
ବରଷିବ ମୋ ପାଇଁ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
ବାଟବଣା ହେଲା ମୋ ପ୍ରେମ
Batabana Hela Mo Prema Your Astrology Guru Lyrics In Odia Font
Thank You