Your Astrology Guru Lyrics
ଭଜୁ କି ନାଁ ରାମ ନାମରେ କୁମର
ଜପୁ କି ନାଁ ରାମ ନାମ
Bhaju Ki Naan Rama Namare Your Astrology Guru Lyrics In Odia Language
ଭଜୁ କି ନାଁ ରାମ ନାମରେ କୁମର
ଜପୁ କି ନାଁ ରାମ ନାମ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳ ଯମରେ କୁମର
ବାନ୍ଧି ନେବ କାଳ ଯମ
ସେହି କାଳ ଯମ ବଡ ଦାରୁଣରେ
ନ ଜାଣଇ ସୁଖ ଦୁଃଖ
ବାଛି ନେବ କଞ୍ଚା ରଖିବ ପାଚିଲାରେ
ବାଛି ନେବ କଞ୍ଚା ରଖିବ ପାଚିଲା
ଦେବ ଟି ଦାରୁଣ ଦୁଃଖରେ କୁମର
ଦେବ ଟି ଦାରୁଣ ଦୁଃଖ
ଆସିବା ବେଳରେ ଏକା ରେ କୁମର
ଗଲା ବେଳେ ଯିବୁ ଏକା
ମଲେ ତୋ ସଙ୍ଗତେ କେହି ସେ ନଯିବେରେ
ମଲେ ତୋ ସଙ୍ଗତେ କେହି ସେ ନଯିବେ
ଧର୍ମ ହେଲେ ହେବ ସଖାରେ କୁମର
ଧର୍ମ ହେଲେ ହେବ ସଖା
ଯାହା ଦେବୁ ହସ୍ତ ଟେକିରେ କୁମର
ଯାହା ଦେବୁ ହସ୍ତ ତୋଳି
ଦକ୍ଷିଣ ହସ୍ତରେ ଯେ ଧର୍ମ କରିବୁ
ସେ ହେବ ପଥ ଶଙ୍ଖାଳିରେ କୁମର
ସେ ହେବ ପଥ ଶଙ୍ଖାଳି
ପକାଇ ଆସିବେ ମଶାଣି ଭୁଇଁରେ
ଦୁଆରେ ଦେବେ ଗୋବର
ମଲା ମଲା ବୋଲି ଦି ଘଡି କାନ୍ଦିବେରେ
ମଲା ମଲା ବୋଲି ଦି ଘଡି କାନ୍ଦିବେ
କେହି ନ ଯିବେ ସଙ୍ଗରରେ କୁମର
କେହି ନ ଯିବେ ସଙ୍ଗର
ଭଜୁ କି ନାଁ ରାମ ନାମରେ କୁମର
ଜପୁ କି ନାଁ ରାମ ନାମ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ଭଜି ନ ପାରିଲେ କୂଳ ଚନ୍ଦ୍ରମାରେ
ବାନ୍ଧି ନେବ କାଳ ଯମରେ କୁମର
ବାନ୍ଧି ନେବ କାଳ ଯମ
ବାନ୍ଧି ନେବ କାଳ ଯମ
ବାନ୍ଧି ନେବ କାଳ ଯମ
Bhaju Ki Naan Rama Namare Your Astrology Guru Lyrics In Odia Language
Thank You