Table of Contents
Your Astrology Guru Lyrics
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
Biswasare Uswasa Your Astrology Guru Lyrics In Odia Font
ଆ…..ଆ…..ହା…..ହା…..
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
ପୁଣ୍ୟବନ୍ତ…..
ପୁଣ୍ୟବନ୍ତ ଲୋକ ଯିଏ ସହଜେ ହାରେନା
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
ମମତାରେ ବନ୍ଧା ମାଆ…ସ୍ନେହରେ ସନ୍ତାନ
ଭକତିରେ ବନ୍ଧା ଭକ୍ତ ଆଉ ଭଗବାନ
ମମତାରେ ବନ୍ଧା ମାଆ…ସ୍ନେହରେ ସନ୍ତାନ
ଭକତିରେ ବନ୍ଧା ଭକ୍ତ ଆଉ ଭଗବାନ
ସେ ବନ୍ଧନ…..
ସେ ବନ୍ଧନ ଅମଳିନ
ସେ ବନ୍ଧନ ଅମଳିନ ସହଜେ ଛିଡେନା
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
ବିଶ୍ୱାସରେ ବୁଡ଼େ ସୋଲ ଭାସଇ ପଥର
ବିଷ ହେଇଯାଏ ପାଣି ନ ପଢି ମନ୍ତର
ବିଶ୍ୱାସରେ ବୁଡ଼େ ସୋଲ ଭାସଇ ପଥର
ବିଷ ହେଇଯାଏ ପାଣି ନ ପଢି ମନ୍ତର
ଭାବ ଥିଲେ…..
ଭାବ ଥିଲେ ପ୍ରଭୁଙ୍କର ପହଡ ପଡ଼େନା
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
ପୁଣ୍ୟବନ୍ତ…..
ପୁଣ୍ୟବନ୍ତ ଲୋକ ଯିଏ ସହଜେ ହାରେନା
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
ବିଶ୍ୱାସରେ ଉଶ୍ୱାସ ସକଳ ଯନ୍ତ୍ରଣା
ଭରସାରେ ବରଷା ପ୍ରଭୁଙ୍କ କରୁଣା
Biswasare Uswasa Sakala Jantrana Your Astrology Guru Lyrics In Odia Language
Thank You