299 Big Street, Govindpur, India

Open daily 10:00 AM to 10:00 PM

Blog

ଏହି ୧୨ ପ୍ରକାର ବିଧିରେ ଆପଣ ଜାଣିପାରିବେ ଆପଣଙ୍କ ଭବିଷ୍ୟତ, କେମିତି ଜାଣନ୍ତୁ

ଜ୍ୟୋତିଷ ଶାସ୍ତ୍ରରେ ବିଭିନ୍ନ ପ୍ରକାରରେ ଭବିଷ୍ୟତ ବିଚାର କରାଯାଏ । କୁହାଯାଏ କି ଭାରତରେ ୧୫୦ ଠାରୁ ଅଧିକ ଜ୍ୟୋତିଷ ବିଦ୍ୟା ପ୍ରଚଳିତ ହେଉଛି । ଏହି ବିଦ୍ୟା ଭବିଷ୍ୟତ ବିଚାର କରିବା ପାଇଁ ସକ୍ଷମ ଥାଏ । କିନ୍ତୁ ମନରେ ପ୍ରଶ୍ନ ଆସେ ଯେ ଆମେ କେଉଁ ବିଦ୍ୟାରେ ଆମର ଭବିଷ୍ୟତ ଜାଣିବା ଉଚିତ୍, ତେବେ ଏଠାରେ ପ୍ରଚଳିତ କିଛି ଲୋକପ୍ରିୟ ଜ୍ୟୋତିଷ ବିଦ୍ୟା ବିଷୟରେ ସୂଚନା ଅଛି … ଅଧିକ ପଢନ୍ତୁ

କେମିତି ହେବା ଆବଶ୍ୟକ ଘରର ମୁଖ୍ୟ ଦ୍ଵାର, ଏହି ୫ଟି କଥା ଜାଣିବା ଅଟେ ବହୁତ ଜରୁରୀ ! Vastu tips

ଯେଉଁ ପରିବାରରେ ସବୁବେଳେ କିଛି ନା କିଛି କଥାକୁ ନେଇ କଳି ଝଗଡା ହୁଏ, ଆର୍ଥିକ ଚିନ୍ତା ଲାଗି ରୁହେ, ସବୁ କାର୍ଯ୍ୟରେ ବାଧା ସୃଷ୍ଟି ହୁଏ ଓ ପରିବାରର ଯେ କୌଣସି ସଦସ୍ୟ ରୋଗରେ ପୀଡିତ ହୋଇଥାନ୍ତି ତେବେ ସେହି ଘର ବାସ୍ତୁଦୋଷ ହୋଇପାରେ । ଘରର ଯେ କୌଣସି ଭାଗରେ ମଧ୍ୟ ବାସ୍ତୁଦୋଷ ଥାଇପାରେ । ଯେପରିକି ମୁଖ୍ୟ ଦ୍ଵାରର କବାଟରେ ମଧ୍ୟ ବାସ୍ତୁଦୋଷ ଥାଇପାରେ । … ଅଧିକ ପଢନ୍ତୁ

ମକର ରାଶିର କେମିତି କଟିବ 2021, କଣ କହୁଛି ଗ୍ରହ ନକ୍ଷତ୍ର ଜାଣନ୍ତୁ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ … ଅଧିକ ପଢନ୍ତୁ

ଶ୍ରାଦ୍ଧ ରେ ବ୍ରାହ୍ମଣଙ୍କୁ କଣ ପାଇଁ  ଖୁଆନ୍ତି? ଜାଣନ୍ତୁ ଏହାର ମାହାତ୍ମ୍ଯ

ଶ୍ରାଦ୍ଧ କଣ ଏହା ତ ଆପଣ ମାନେ ଜାଣି ହିଁ ଥିବେ । ତେବେ ତଥାପି ଆମେ କହି ରଖୁଚୁ କି ଶ୍ରାଦ୍ଧ ହେଉଛି ପିତୃପୁରୁଷଙ୍କ ସ୍ମରଣ କରିବା ବା ତାଙ୍କ ଉଦେଶ୍ୟରେ ପୂଜା ଅର୍ଚନା କରି ତାଙ୍କ ପସନ୍ଦର ଖାଦ୍ଯ ପ୍ରସ୍ତୁତ କରି ଅର୍ପଣ କରିବା । ଆଗ କାଳରେ ସମସ୍ତେ ମରୁତ ପିତା ମାତା ବା ଜେଜେ, ଜେଜେ ମାଙ୍କ ଉଦେଶ୍ୟରେ ଶ୍ରାଦ୍ଧ ବା ପିଣ୍ଡ ଦେଉଥିଲେ … ଅଧିକ ପଢନ୍ତୁ

ଧନୁ ରାଶିର 2021 ବାର୍ଷିକ ରାଶିଫଳ, କେମିତି କଟିବ ନୂତନ ବର୍ଷ- କଣ କହୁଛି ଆପଣଙ୍କ ଗ୍ରହ ନକ୍ଷତ ଜାଣନ୍ତୁ

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ … ଅଧିକ ପଢନ୍ତୁ

ଭୁଲରେ ବି କାହାକୁ ଦିଅନ୍ତୁ ନାହିଁ କି କାହାଠାରୁ ଆଣନ୍ତୁ ନାହିଁ ଏହି 5ଟି ଜିନିଷ, ନଚେତ ହୋଇଯିବେ ବର୍ବାଦ- Jyotisha Shastra

ଏହି ଦୁନିଆରେ କିଛି  ଜିନିଷ ଆଛି ଯାହାକୁ ଦେବା ନେବା କରିଲେ କ୍ଷତି ହୋଇଥାଏ । ଜ୍ୟୋତିଷଙ୍କ କହିବା ଅନୁସାରେ ସବୁ ଜିନିଷର ଊର୍ଜାଭାବ ଥାଏ । କେଉଁଥିରେ ସକାରାତ୍ମକ ଊର୍ଜାଭାବ ଥାଏ ଓ ଆଉ କେଉଁଥିରେ ନକରାତ୍ମକ ଊର୍ଜାଭାବ ରହିଥାଏ । ସେଥିପାଇଁ କିଛି ଜିନିଷ ଦେବା ନେବାରେ କ୍ଷତି ହୋଇଥାଏ । ଆସନ୍ତୁ ଜାଣିବା କେଉଁ ଜିନିଷ ନ ନେବା ଭଲ ଓ କେଉଁ ଜିନିଷ ଦେବାରେ … ଅଧିକ ପଢନ୍ତୁ

ମାତ୍ର ଏକ ଲୋଟା ଜଳରେ ଦୂର ହେବ ଧନ ସମ୍ବନ୍ଧିତ ସମସ୍ତ ସମସ୍ୟା, ମା ଲକ୍ଷ୍ମୀ କରିବେ କୃପା

ସବୁ ଲୋକମାନେ ଜୀବନରେ ଖୁସିରେ ରହିବା ପାଇଁ ଚେଷ୍ଟା କରିଥାନ୍ତି । ମାତା ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ପାଇବାକୁ ଇଛା କରିଥାନ୍ତି । ବେଳେବେଳେ ପରିସ୍ଥିତି ବ୍ୟକ୍ତିର ବିପରୀତ ହୋଇଯାଏ । ଘରେ କଳହ ସୃଷ୍ଟି ହୁଏ । ଏହିପରି ଅନେକ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଜ୍ୟୋତିଷ ଶାସ୍ତ୍ରରେ ଅନେକ ଉପାୟ କୁହାଯାଇଛି । ଏହି ଉପାୟ କରିଲେ ପରିବାରରେ ସୁଖ ଶାନ୍ତି ମିଳିଥାଏ । ମାତା … ଅଧିକ ପଢନ୍ତୁ

ସୂର୍ଯ୍ୟ ଦେବଙ୍କ ଏହି ମନ୍ତ୍ର ଦ୍ଵାରା ଜୀବନର ହେବ ଧନର ଅପାର ବୃଦ୍ଧି

ରବିବାର ଦିନଟି ସୂର୍ଯ୍ୟ ଦେବତାଙ୍କର ଅଟେ । ସୂର୍ଯ୍ୟ ଦେବଙ୍କୁ ପ୍ରସନ୍ନ କରିବା ପାଇଁ ରବିବାର ଦିନଟି ବ୍ରତ ପାଳନ କରିବା ଆବଶ୍ୟକ । ରବିବାର ଦିନ ଏକ ଖୋଲା ସ୍ଥାନରେ ପୂର୍ବ ପଟକୁ ମୁହଁ କରି ଆସନ ପକାଇ ବସିବେ । ଏହାପରେ କଳା ରାଶି, ଯଅ, ଗୁଗୁଳ, କର୍ପୁର ଓ ଘିଅ ମିଶାଇ ଏକ ସାକଲ୍ୟ ପ୍ରସ୍ତୁତ କରିବେ । ଆମ୍ବ ଗଛର କାଠରେ ଅଗ୍ନିଙ୍କୁ ସମର୍ପଣ … ଅଧିକ ପଢନ୍ତୁ

ଏହି 12ଟି ଅଭ୍ଯାସ କରିବ ଆପଣଙ୍କୁ ବହୁତ ଧନୀ

ଆପଣ ଅଧିକ ଧନ ଚାହୁଁଛନ୍ତି କି ? ଯଦି ଆପଣ ଅଧିକ ଧନ ଚାହୁଁଛନ୍ତି ତେବେ ଏହି ୧୨ଟି ଭଲ ଉପାୟକୁ ଉପଯୋଗ କରନ୍ତୁ । ଅଧିକ ଟଙ୍କା ରୋଜଗାର କରିବା ପାଇଁ ସମସ୍ତେ ଚହାଁନ୍ତି । ଟଙ୍କା ରୋଜଗାର କରିବାର ଅନେକ ଉପାୟ ମଧ୍ୟ ରହିଛି । ଏହି ଉପାୟକୁ ବ୍ୟବହାର କରି ଅନେକ ଲୋକମାନେ ଉପକୃତ ମଧ୍ୟ ହୋଇଛନ୍ତି । ସମସ୍ତେ ଏକ ସଠିକ୍ ଉପାୟ ଚହାଁନ୍ତି … ଅଧିକ ପଢନ୍ତୁ

2021 ମସିହା ବିଛା ରାଶି ବ୍ୟକ୍ତିଙ୍କ ପାଇଁ ଆଣିବ ସଫଳତା, ହେବ ଧନ ଲାଭ- ଜାଣନ୍ତୁ କେଏନ କହୁଛି ଗ୍ରହ ନକ୍ଷତ୍ର

୨୦୨୧ ମସିହା ଇଂରାଜୀ ନବବର୍ଷ କେମିତି କଟିବ ବାରୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ, କଣରହିଛି ଗ୍ରହମାନଙ୍କର ଫଳାଫଳ, କେମିତି କରିବେ ଅଶୁଭ ଗ୍ରହ ମାନଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ଧନୁରେ ରବି, ବୁଧ, କର୍କଟରେ ଚନ୍ଦ୍ର, ମେଷରେ ମଙ୍ଗଳ, ମକରରେ ଗୁରୁ, ଶନି, ବିଛାରେ ଶୁକ୍ର, କେତୁ, ବୃଷରେ ରାହୁ ଥିବା ସମୟରେ ବର୍ଷଚକ୍ର ଆରମ୍ଭ ହେଉଛି। ଗୁରୁ ୨୦୨୧ମସିହା ଏପ୍ରିଲମାସ ୬ ତାରିଖରେ କୁମ୍ଭ ରାଶିକୁ ଗମନ … ଅଧିକ ପଢନ୍ତୁ

ନିଜର ନୂତନ ଘର ଓ ବାହନ ସୁଖ କେବେ ଓ କିପରି ମିଳିବ ଜାଣନ୍ତୁ- Jyotisha shastra

ଦୁନିଆରେ ସବୁ ଲୋକମାନେ ଚହାଁନ୍ତିଯେ ନିଜର ଏକ ଘର ଓ ବାହନ ଆବଶ୍ୟକ । ତେବେ ଆସନ୍ତୁ ଜାଣିବା ଜାତକରେ କେଉଁ ଯୋଗରେ ଏହି ଘର ଓ ବାହନ ସୁଖ ମିଳିଥାଏ । ଏହାକୁ ପାଇବା ପାଇଁ କଣ କରାଯାଇ ପାରିବ । ଜାତକ କୁଣ୍ଡଳୀରେ ଚନ୍ଦ୍ର ଓ ମଙ୍ଗଳ ମଜବୁତ୍ ରହିଲେ ବ୍ୟକ୍ତି ନିଜର ଏକ ଘର କିଣିବା ବା ନୂଆ ଘର ତିଆରି କରିପାରିବେ । ଜାତକ … ଅଧିକ ପଢନ୍ତୁ

ରାତିରେ କରନ୍ତୁ ଏହି ଉପାୟ ଭୟରୁ ମିଳିବ ମୁକ୍ତି – Jyotisha Shastra

ଜ୍ୟୋତିଷ ଶାସ୍ତ୍ରରେ ଅନେକ ଗୁଡିଏ ଉପାୟ କୁହାଯାଇଛି । ସେହି ଉପାୟକୁ ଉପଯୋଗ କଲେ ଜୀବନର ସବୁ ସମସ୍ୟା ଦୂର ହୋଇଯାଏ । ତେବେ ଆସନ୍ତୁ ଜାଣିବା କିଛି ଏମିତି ଉପାୟ ଯାହାକୁ କେବଳ ରାତିରେ ବ୍ୟବହାର କରିପାରିବେ । କୁହାଯାଏ କି ଏହି ଉପାୟକୁ ଯଦି ନିଷ୍ଠାର ସହିତ ଉପଯୋଗ କରାଯାଏ ତେବେ ସହଜ ସରଳରେ ସବୁ କାର୍ଯ୍ୟ ପୂରଣ ହୋଇ କଷ୍ଟରୁ ରକ୍ଷା ମିଳିଥାଏ । ରୋଜଗାର … ଅଧିକ ପଢନ୍ତୁ

ଆପଣଙ୍କର ଜନ୍ମ କେଉଁ ବାରରେ ହୋଇଛି ? ବାର ଅନୁସାରେ ଜାଣନ୍ତୁ ନିଜର ବ୍ୟକ୍ତିତ୍ଵ ବିଷୟରେ କିଛି ଖାସ କଥା

ଗ୍ରନ୍ଥରେ ଅନେକ ପ୍ରକାର ଜ୍ୟୋତିଷ ବିଦ୍ୟା ବିଷୟରେ କୁହାଯାଇଛି । ଜ୍ୟୋତିଷମାନେ କେତେବେଳେ ରାଶି ଅନୁସାରେ ସ୍ଵଭାବ କୁହନ୍ତି, କୁଣ୍ଡଳୀ ଲଗ୍ନ ଓ ନକ୍ଷତ୍ର ଅନୁସାରେ ସ୍ଵଭାବ ବିଷୟରେ କହିଥାନ୍ତି । କିନ୍ତୁ ଏଠାରେ ଆସନ୍ତୁ ଜାଣିବା ବାର ଅନୁସାରେ ନିଜର ସ୍ଵଭାବ ବିଷୟରେ କିଛି ତଥ୍ୟ । ଅନେକ ଜ୍ୟୋତିଷମାନେ କହିଥାନ୍ତି ଯେ ବ୍ୟକ୍ତି ଯେଉଁ ବାରରେ ଜନ୍ମ ହୁଏ ସେହି ବାର ଅନୁସାରେ ବ୍ୟକ୍ତିର ସ୍ଵଭାବ, ତଥ୍ୟ ମଧ୍ୟ … ଅଧିକ ପଢନ୍ତୁ

କଣ ଆପଣଙ୍କ ଭାଗ୍ୟରେ ଉନ୍ନତି ହେଉ ନାହିଁ ? ତେବେ ଲଗାନ୍ତୁ ଏହି ବିଶେଷ ତିଳକ ଓ ଶୁଭ ଫଳ ପାଆନ୍ତୁ

ଜ୍ୟୋତିଷଙ୍କ ଅନୁସାରେ ଯଦି ବାର ଅନୁଯାଇ ତିଳକ ଧାରଣ କରାଯାଏ ତେବେ ସେହି ବାର ସହିତ ଜଡିତ ଗ୍ରହ ଶୁଭଫଳ ଦେଇଥାନ୍ତି । ଅନେକ ପ୍ରକାରର ତିଳକ ଅଛି- ମୃତିକା, ଭସ୍ମ, ଚନ୍ଦନ, ସିନ୍ଦୁର, ଗୋପୀ ଆଦି ଅଛି । ସନାତନ ଧର୍ମରେ ଶୈବ, ଶାକ୍ତ, ବୈଷ୍ଣବ ଓ ଅନ୍ୟ ମତରେ ଭିନ୍ନ ଭିନ୍ନ ପ୍ରକାର ତିଳକ ରହିଛି । ଚନ୍ଦନ ତିଳକ ଲଗାଇଲେ ପାପ ନାଶ ହୁଏ, ସବୁ … ଅଧିକ ପଢନ୍ତୁ

ପବିତ୍ର ତୁଳସୀ ପତ୍ରର ଏହି ପ୍ରଭାବଶାଳୀ ମହାଉପାୟ, କରିବ ସବୁ ସଙ୍କଟରୁ ରକ୍ଷା

ହିନ୍ଦୁ ମାନ୍ୟତା ଅନୁସାରେ ତୁଳସୀ ବିଷୟରେ କୁହାଯାଇଛି ଯେ ପ୍ରତ୍ୟେକ ଘରର ବାହାରକୁ ତୁଳସୀ ଗଛ ଲଗାଇବା ବାଧ୍ୟତା ଅଟେ । କେବଳ ଏତିକି ନୁହେଁ ଯେଉଁ ବ୍ୟକ୍ତି ପ୍ରତିଦିନ ତୁଳସୀ ପତ୍ର ଖାଏ, ସେହି ବ୍ୟକ୍ତିର ଶରୀରରେ ଅନେକ ପ୍ରକାର ଚାନ୍ଦ୍ରାୟଣ ବ୍ରତର ଫଳ ପରି ସୁଦ୍ଧତା ହାସଲ କରିଥାଏ । ପ୍ରତିଦିନ ପାଣିରେ ତୁଳସୀ ପତ୍ର ପକାଇ ସ୍ନାନ କରିଲେ ତାହା ତୀର୍ଥଯାତ୍ରାରେ ସ୍ନାନ କରି ପବିତ୍ର … ଅଧିକ ପଢନ୍ତୁ