ରବିବାର ଦିନ ଏହି କାର୍ଯ୍ୟ କଦାପି କରନ୍ତୁ ନାହିଁ, ନଚେତ୍ ହେଉଥିବା କାର୍ଯ୍ୟରେ ମଧ୍ୟ ସୃଷ୍ଟି ହେବ ବାଧା
ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ସପ୍ତାହକ ୭ଦିନ ମଧ୍ୟରେ ରବିବାର ଦିନଟି ସର୍ବଶ୍ରେଷ୍ଠ କୁହାଯାଏ । ଯେଉଁ ବ୍ୟକ୍ତି ଜୀବନରେ ଭଲ ସ୍ୱାସ୍ଥ୍ୟ ଓ ସାହସ ପାଇବାକୁ ଇଛା କରେ ସେ ଏହି ରବିବାର ଦିନ ବ୍ରତ ପାଳନ କରିବା ସହ ଦିଆଯାଇଥିବା ନିୟମକୁ ମଧ୍ୟ ମାନିବା ଉଚିତ୍ । କଣ କରିବା ଉଚିତ୍ – ୧- ଜ୍ୟୋତିଷଙ୍କ ମତରେ ରବିବାର ଦିନ ମଥାରେ ନାଲି ଚନ୍ଦନ ବା … ଅଧିକ ପଢନ୍ତୁ
