299 Big Street, Govindpur, India

Open daily 10:00 AM to 10:00 PM

Blog

ସାପ୍ତାହିକ ରାଶିଫଳ: ଫେବୃୟାରି 01 ତାରିଖ ରୁ ଫେବୃୟାରି 07 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ସବୁ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଗୃହାରମ୍ଭ, ଦୁରଯାତ୍ରା, ନୂତନ ବ୍ୟବସାୟ ଆରମ୍ଭ କରି ପାରିବେ । ଛାତ୍ର ଛାତ୍ରୀମାନେ ଅଧ୍ୟୟନ ପାଇଁ ମନଯୋଗ ଦେଇ ବିଦ୍ୟାକ୍ଷେତ୍ରରେ ସଫଳ ହେବେ । ବ୍ୟବସାୟରେ ଉତ୍ତମ ରୋଜଗାର ହେବା ସହ ଭଲ ଲାଭ ହେବ । କର୍ମକ୍ଷେତ୍ରରେ ପଦୋନ୍ନତି ପାଇ ପାରନ୍ତି । ନୂତନ ଆୟର ପନ୍ଥା ପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ … ଅଧିକ ପଢନ୍ତୁ

ସନ୍ତାନ ପ୍ରାପ୍ତି ଚାହୁଁଥିଲେ ବାସ୍ତୁର ଏହି ୧୧ଟି କଥା ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ- Vastu Tips

ବିବାହ ପରେ ଦମ୍ପତ୍ତିଙ୍କ ପାଇଁ ସନ୍ତାନ ସୁଖ ସବୁଠାରୁ ବଡ ସୁଖ ଅଟେ । ଯଦି ସନ୍ତାନ ହେଉ ନାହିଁ ତେବେ ଶାରୀରିକ ଚିକିତ୍ସା କରିବା ସହିତ ଯଦି ବାସ୍ତୁର ଏହି ୧୧ଟି ଉପାୟକୁ ବ୍ୟବହାର କରନ୍ତି ତେବେ ସନ୍ତାନ ପ୍ରାପ୍ତି ହେବ । ତେବେ କଣ ସେହି ସବୁ ଉପାୟ ଆସନ୍ତୁ ଜାଣିବା । ୧- ଯେଉଁ ଦମ୍ପତ୍ତିମାନେ ସନ୍ତାନ ପ୍ରାପ୍ତି ପାଇଁ ଇଛା କରୁଛନ୍ତି ସେମାନେ ନିଜର … ଅଧିକ ପଢନ୍ତୁ

ଯଦି ଆପଣ ମଧ୍ୟ ରଖୁଛନ୍ତି ଏହି ସ୍ଥାନରେ ତିଜୋରି, ହୋଇଯାନ୍ତୁ ସାବଧାନ! ନଚେତ ବଢିବ କରଜ

ବାସ୍ତୁ ଓ ଜ୍ୟୋତିଷ ଅନୁସାରେ ଧନ ବା ଅଳଙ୍କାର ରଖିବା ପାଇଁ ଏକ ଉଚିତ୍ ଦିଗ ବା ସ୍ଥାନ ରହିଛି । ଯଦି ସଠିକ୍ ସ୍ଥାନରେ ଧନ ରଖାଯାଏ ତେବେ ଧନ ବୃଦ୍ଧି ହେବ । ତେବେ ଆସନ୍ତୁ ଜାଣିବା କେଉଁ ସ୍ଥାନରେ ଧନ ରଖିବା ଉଚିତ୍ । ଏହି ସ୍ଥାନରେ ଧନ ରଖନ୍ତୁ ନାହିଁ – ଦକ୍ଷିଣ ପୂର୍ବ ଦିଗର ମଝି ଭାଗକୁ ଆଗ୍ନେୟ କୋଣ କୁହାଯାଏ । … ଅଧିକ ପଢନ୍ତୁ

ଘର ପାଖରେ ଯଦି ଅଛି ଶନିଗ୍ରହଙ୍କ ଏହି ଗଛ, ତେବେ ତାର ୭ଟି ମହତ୍ଵ ଜାଣନ୍ତୁ

ପ୍ରତ୍ୟେକ ଗଛରେ ଦେବା ଦେବୀ ଓ ଗ୍ରହମାନଙ୍କର ଅଧିକାର ଥାଏ । ଯେପରିକି ରବିଙ୍କର ତେଜପତ୍ର, ଚନ୍ଦ୍ରଙ୍କର ଦୁଗ୍ଧ ଜାତୀୟ ଗଛ, ମଙ୍ଗଳଙ୍କର ଉନ୍ନତି ପାଇଁ ନିମ୍ବ ଗଛ, ବୁଧଙ୍କର କଦଳୀ ଗଛ ବା ଚୌଡା ପତ୍ରଥିବା ଗଛ, ଗୁରୁ ଗ୍ରହଙ୍କ ଅଶୋସ୍ଥ ଗଛ, ଶୁକ୍ରଙ୍କର କପା ବା ତୁଳା, ଶନିଙ୍କର ଶମୀ ଗଛ, ରାହୁଙ୍କର ଚନ୍ଦନ ନଡିଆ ଓ କେତୁ ଗ୍ରହଙ୍କର ତେନ୍ତୁଳି ଗଛ ଅଟେ । ଯଦି … ଅଧିକ ପଢନ୍ତୁ

ଜାଣନ୍ତୁ ଘରର ମୁଖ୍ୟ ଦ୍ଵାର କେଉଁ ଦିଗରେ ରହିଲେ କଣ ଲାଭ ଓ କଣ କ୍ଷତି- Vastu Tips

ଘରର କବାଟ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦିଗ ବା ଅନ୍ୟ କୌଣସି ଦିଗରେ ବା କୋଣରେ ରହିଥାଏ ତେବେ ସବୁ ବାସ୍ତୁ ଅନୁସାରେ ଅଲଗା ଅଲଗା ପ୍ରଭାବ ପଡିଥାଏ । ଘରର କବାଟ ଲାଗିବା ଦିଗରେ ହିଁ ଘରର ଦଶା ମଧ୍ୟ ସୃଷ୍ଟି ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଦିଗରେ କବାଟ ରହିଲେ କଣ ଲାଭ ହୁଏ ଓ କଣ କ୍ଷତି ହୁଏ । … ଅଧିକ ପଢନ୍ତୁ

କୁଣ୍ଡଳୀରେ ସିଂହ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ସିଂହ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଫେବୃୟାରୀ ୮ ତାରିଖ ରୁ ଫେବୃୟାରୀ ୧୪ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ମାନସିକ ଦୁଶ୍ଚିନ୍ତା, ଶତୃବଧା ଦୂରେଇ ଯିବ। ପତି ପତ୍ନୀଙ୍କ ମଧ୍ୟରେ ବୁଝାମଣା ଭଲ ରହିବ ଓ ଦାମ୍ପତ୍ୟ ସୁଖରେ ଶାନ୍ତି ଅନୁଭବ କରିବେ। ସନ୍ତାନ ସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତି ପାଇବେ। ନିର୍ମାଣ, ଯୋଗାଯୋଗ, ସଭାସମିତି ପାଇଁ ଅଧିକ ସମୟ ଦେବାକୁ ପଡିବ। ବ୍ୟବସାୟରେ ଇଚ୍ଛା ମୁତାବକ ଲାଭପାଇବେ ଓ ଧନନିବେଶ ପାଇଁ ଉପଯୁକ୍ତ ସମୟ। ଅନେକ ଶୁଭ କର୍ମର ସୁଯୋଗ ପାଇବେ। … ଅଧିକ ପଢନ୍ତୁ

କୁଣ୍ଡଳୀରେ କନ୍ୟା ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

କନ୍ୟା ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, … ଅଧିକ ପଢନ୍ତୁ

ରବି ଚଳିଲେ କୁମ୍ଭ ରାଶିକୁ, କଣ ପଡିବ 12ଟି ରାଶି ଉପରେ ଏହାର ପ୍ରଭାବ?

ତା ୧୨ / ୨ / ୨୦୨୧ ମସିହା ଶୁକ୍ରବାର ଦିନ ମକରରାଶିରୁ କୁମ୍ଭରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ମେଷ:-ଏହିସମୟ ଅପଣଙ୍କ ପାଇଁ ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିବ । ଜାଗା, ଜମି, ଉଚ୍ଚସ୍ତରୀୟ ବାହନ ଆଦି କ୍ରୟ କରିବା ପାଇଁ ଯୋଗାଯୋଗ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଫେବୃୟାରୀ 15 ତାରିଖ ରୁ ଫେବୃୟାରୀ 21 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନ ଲାଭ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ସନ୍ତାନ ମାନେ ଯାନ ବାହନ ଇତ୍ୟାଦି କ୍ରୟ କରିବା ପାଇଁ ଜିଦ୍ ଧରି ପାରନ୍ତି । କର୍ମସଂଧାନୀ ମାନେ କର୍ମ ନିଯୁକ୍ତିରେ ସଫଳତା ଲାଭ କରିବେ । ସହକର୍ମୀ କେହି ଇର୍ଷାତୁର ହେଲେବି କ୍ଷତିକାରୀ ହେବେନାହିଁ । କର୍ମ କ୍ଷେତ୍ରରେ ଉତ୍ତମ ରୋଜଗାର କରି ସାମାଜିକ ପ୍ରତିଷ୍ଠା ମାନସମ୍ମାନରେ ବୃଦ୍ଧି ହେବ । ବ୍ୟବସାୟୀମାନେ ସାଧୁ ଓ … ଅଧିକ ପଢନ୍ତୁ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ କେଉଁ ଗ୍ରହଙ୍କର ଶରୀରର କେଉଁ ଅଙ୍ଗରେ ପଡେ ପ୍ରଭାବ- Jyotisha Shastra

କାଳ ପୁରୁଷର ବା ଶରୀରର ବିଭିନ୍ନ ସ୍ଥାନକୁ ନେଇ ଗ୍ରହମାନଙ୍କର ଭିନ୍ନ ପ୍ରକାର ପ୍ରଭାବ ପଡିଥାଏ ।   ଗ୍ରହମାନଙ୍କର ନକରାତ୍ମକ ଓ ସକାରାତ୍ମକ ପ୍ରଭାବ ଦ୍ଵାରା ଶରୀରର ପ୍ରତ୍ଯେକ ଅଙ୍ଗ ପ୍ରଭାବିତ ହୋଇଥାଏ । ଯଦି ଶରୀରର କୌଣସି ଅଙ୍ଗ ଖରାପ ବା କଷ୍ଟ ହେଉଛି ତେବେ ଜାଣିବାକୁ ହେବ ଯେ କୌଣସି ଗ୍ରହଙ୍କ ହେତୁ ଏହି କଷ୍ଟ ଭୋଗ ହେଉଛି । ତେଣୁ ସେହି ଗ୍ରହଙ୍କ ଉପାୟ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଫେବୃୟାରୀ 22 ତାରିଖ ରୁ ଫେବୃୟାରୀ 28 ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ ଆଶା ପୂରଣ ହେବା ସହ ଆର୍ଥିକସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ସୁସ୍ଥ ବାତାବରଣ ସୃଷ୍ଟିହେବ । ଆୟ ଉତ୍ତମ, ଶରୀର ସୁସ୍ଥରହିବ ନିର୍ମାଣାଧିନ କାମ ପୂର୍ଣ୍ଣାଙ୍ଗହେବ । ଘର ସାଜସଜ୍ଜାରେ ବ୍ୟସ୍ତ ରହିବେ । କ୍ରୀଡ଼ା, କଳା, ସଂସ୍କୃତି, ବାଦବିବାଦ, ମାଲିମୋକଦ୍ଦମା କ୍ଷେତ୍ରରେ ବିଜୟୀହେବେ । ମିତ୍ରମାନେ ପରାମର୍ଶ ଦେଇ ଲାଭଦାୟକ କାମପ୍ରତି ପ୍ରଲୋଭିତ କରିବେ । ପରିବାରରେ ସାଧାରଣ … ଅଧିକ ପଢନ୍ତୁ

କୁଣ୍ଡଳୀରେ ତୁଳା ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ତୁଳା ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, … ଅଧିକ ପଢନ୍ତୁ

କଣ ଯଜ୍ଞରେ ସ୍ଵାହା ନ କହିଲେ ଯଜ୍ଞର ଫଳ ମିଳେ ନାହିଁ?

ଉଲ୍ଲେଖ ଅଛି ଯେ ରାଜା ଦକ୍ଷଙ୍କ ଝିଅର ନାମ ସ୍ଵାହା ଥିଲା । ତାଙ୍କୁ ଅଗ୍ନିଦେବଙ୍କ ସହିତ ବିବାହ କରାଯାଇଥିଲା । ସେଥିପାଇଁ ଯେତେବେଳେ ଅଗ୍ନିଙ୍କୁ ଯାହା କିଛି ସମର୍ପଣ କରାଯାଏ ତାହାକୁ ସ୍ଵାହା ନ କହି ସମର୍ପିତ କଲେ ଅଗ୍ନିଦେବ ତାକୁ ସ୍ଵୀକାର କରନ୍ତି ନାହିଁ । ପୃଥିବୀର ସୃଷ୍ଟିରୁ ମୁନି ଋଷିଙ୍କର ଦେଶ ଥିଲା । ଏଠାରେ ଯେଉଁ ଧର୍ମ କାର୍ଯ୍ୟର ଆୟୋଜନ ହେଉଛି ତାହା ମୁନି ଋଷିଙ୍କ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ମାର୍ଚ୍ଚ ୧ ତାରିଖ ରୁ ମାର୍ଚ୍ଚ ୭ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ବଡ ଖବର

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବାଦ୍ଵାରା ଆୟର ସ୍ରୋତ ଖୋଲିଯିବା ସହ ସହକର୍ମୀ ମାନଙ୍କ ଦ୍ୱରା ବହୁ ସୁବିଧା ପାଇବେ । ପୁଞ୍ଜି ଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ । ବ୍ୟବସାୟିକ ସଫଳତା ମିଳିବ । ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷା ଓ ସାକ୍ଷାତ୍କାରରେ ବିଜୟୀ ହେବେ । ପାରିବାରିକ ଜୀବନରେ ଅଶାନ୍ତି ଦୂରେଇ ଯାଇ ଦାମ୍ପତ୍ୟ … ଅଧିକ ପଢନ୍ତୁ