ମାତା ତୁଳସୀଙ୍କୁ ଏହି ୫ ପ୍ରକାର ବିଧିରେ ପୂଜା କରିଲେ ସବୁ ଦେବୀ ଦେବତା ମାନେ ହୁଅନ୍ତି ପ୍ରସନ୍ନ
ସମସ୍ତଙ୍କ ଘରେ ତୁଳସୀ ଗଛ ରହିଅଛି । ସମସ୍ତେ ଏହାକୁ ପୂଜା ମଧ୍ୟ କରନ୍ତି । କିନ୍ତୁ ଅନେକ ଲୋକମାନେ ଏହି ପୂଜାର ନିୟମ ମଧ୍ୟ ଜାଣି ନାହାଁନ୍ତି । ଏହି ଗଛକୁ ବହୁତ ଯତ୍ନ ନ ନେଲେ ଶୀଘ୍ର ଶୁଖିଯାଇ ମରିଯାଏ । ଏହି ଗଛର ଯତ୍ନ ନେଇ ତାର ପୂଜା କରିବାର ଅନେକ ନିୟମ ରହିଛି, ସେଥିରୁ ଏହି ୫ଟି ନିୟମ ବିଷୟରେ ଆସନ୍ତୁ ଜାଣିବା । … ଅଧିକ ପଢନ୍ତୁ
