299 Big Street, Govindpur, India

Open daily 10:00 AM to 10:00 PM

Blog

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ବିଛା ଓ ଧନୁ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ବିଚ୍ଛା:-ବିଛାରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ସୁଖ ସ୍ଥାନରେ ପ୍ରବେଶ କରିବେ । ଏହି ସମୟ ମଧ୍ୟରେ ଅଷ୍ଟମଭାବ, କର୍ମଭାବ ଓ ହାନୀଭାବକୁ ପ୍ରଭାବିତ କରିବେ । ଆପଣଙ୍କ ରାଶି ପାଇଁ ଗୋଚର ବୃହସ୍ପତି ପ୍ରତିକୂଳ ଫଳ ପ୍ରଦାନ କରିବେ । ତଥାପି ବୃହସ୍ପତିଙ୍କ ଶୁଭଦ୍ରୁଷ୍ଟି ଯୋଗେ ଆଶା କରୁଥିବା ଫଳ ପାଇପାରିବେ । ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ସ୍ୱାସ୍ଥ୍ୟ … ଅଧିକ ପଢନ୍ତୁ

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମକର ଓ କୁମ୍ଭ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ମକର:-ମକର ରାଶିଜାତ ମହିଳା ଓ ପୁରୁଷମାନଙ୍କର ବୃହସ୍ପତି ଦ୍ୱିତୀୟ ସ୍ଥାନରେ ବା ଧନ ଓ କୁଟୁମ୍ବଭାବରେ ସ୍ଥିତ ହେବେ । ଅଷ୍ଟମସ୍ଥାନ, ଷଷ୍ଠସ୍ଥାନ ଓ କର୍ମସ୍ଥାନ ଉପରେ ପୂର୍ଣ୍ଣ ଦୃଷ୍ଟି ରଖିବେ । ଯାହାଫଳରେ ନୂତନ କାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ କରି ପାରିବେ । ସ୍ୱାସ୍ଥ୍ୟସମସ୍ୟା ଦୂର ହୋଇ ଦୈନିକ କାର୍ଯ୍ୟଗତି ଉତ୍ସାହପୂର୍ଣ୍ଣ ହେବ । ସରକାରୀ ସାହାଯ୍ୟ ପାଇବା ଫଳରେ ଉତ୍ସାହ ଉଦ୍ଦିପନା ବୃଦ୍ଧି ପାଇବ । ମିଷ୍ଠାନ୍ନ … ଅଧିକ ପଢନ୍ତୁ

ବୃହସ୍ପତି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ ମୀନ ରାଶି ଉପରେ ଏହାର ପ୍ରଭାବ ଓ କଣ କରିବେ ପ୍ରତିକାର

ପ୍ରତ୍ୟେକ ମଣିଷ ଭବିଷ୍ୟତ ଫଳ ଜାଣିବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଥାଏ । ଜ୍ୟୋତିଷମାନେ ଜନ୍ମ କୁଣ୍ଡଳୀରୁ ଦ୍ୱାଦଶ ଭାବର ଗ୍ରହସ୍ଥିତି ସେମାନଙ୍କ ପରମ୍ପରା ଯୋଗ, ଷଡ଼ବର୍ଗ ବଳ ଆଦି ବିଚାର କରି ଫଳାଫଳ ନିର୍ଦ୍ଦେଶ ଦେଇଥାନ୍ତି ଏବଂ ସେ ଫଳ କେବେ କୋଉ ସମୟରେ ବ୍ୟକ୍ତିକୁ ଭୋଗ କରିବାକୁ ପଡ଼େ ତାହା ମଧ୍ୟ କହିଥାନ୍ତି । ଜ୍ୟୋତିଷଶାସ୍ତ୍ରରେ ସବୁଠାରୁ କଠିନ ଏବଂ ମହତ୍ୱପୂର୍ଣ୍ଣ ବିଷୟ ହେଲା ସମୟ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅପ୍ରେଲ ୫ ରୁ ଅପ୍ରେଲ ୧୧ ତାରିଖ , ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ମେଷ:-ଶୁଭ ସମ୍ବାଦପାଇ ଖୁସିହେବେ । ନୂତନ ଗୃହ ନିର୍ମାଣ କରିବାର ଯୋଜନା କରିପାରନ୍ତି । ବ୍ୟବସାୟୀମାନଙ୍କର କାରବାର ବଢ଼ିବା ସହ ଲୋକ ସମ୍ପର୍କ ବୃଦ୍ଧି ହେବା ଫଳରେ ବ୍ୟବସାୟ ବଢ଼ାଇବାରେ ସମର୍ଥ ହେବେ । ପରିବହନ ବ୍ୟବସାୟିକ ସ୍ଥିତି ସୁଦୃଢ ହେବ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମୀ ଓ ନିମ୍ନବର୍ଗଙ୍କ ସୌଜନ୍ୟରୁ ସାହାଯ୍ୟ ସମର୍ଥନ ହାସଲ କରିବେ । ଉପରିସ୍ଥଙ୍କୁ ଆପଣାର କରି କୃପା ଭାଜନ ହେବେ । ପୈତୃକ … ଅଧିକ ପଢନ୍ତୁ

ରବି ଚଳିବେ ମେଷ ରାଶିକୁ, କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ

ତା ୧୪ / ୪ / ୨୦୨୧ ମସିହା ବୁଧବାର ଦିନ ମୀନରାଶିରୁ ମେଷରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ଗ୍ରହଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ମେଷ:-ମେଷରାଶିଜାତ ଆବାଳ ବୃଦ୍ଧବନିତାଙ୍କର ରବି ମହାଗ୍ରହ ଗୋଚରରେ ପ୍ରଥମ ଭାବରେ ଅବସ୍ଥାନ କରିବେ । ଯାହାଫଳରେ ସରକାରୀ କ୍ଷେତ୍ରରେ ସମ୍ପର୍କ ବୃଦ୍ଧି ହେବା … ଅଧିକ ପଢନ୍ତୁ

ମହାବିଷୁବ ପଣାସଙ୍କ୍ରାନ୍ତିରେ କଣ କରିବେ ପ୍ରତିକାର, ଏହିସବୁ ରାଶିଙ୍କର ହେବ ଭାଗ୍ୟୋଦୟ

ରବି ମହାଗ୍ରହ ୨୦୨୧ ମସିହା ଅପ୍ରେଲମାସ ୧୪ ତାରିଖ ବୁଧବାରରେ ମୀନରାଶିରୁ ମେଷରାଶିକୁ ଗମନ କରିବେ । ମେଷ ରାଶିରେ ରବି ସଂକ୍ରମଣ କରିବା ଫଳରେ ପରମ୍ପରା ଦୃଷ୍ଟିରୁ ଏହି ଦିନଟିକୁ ମହାବିଷୁବ ପଣାସଙ୍କ୍ରାନ୍ତି ଭାବେ ଓଡିଶାରେ ପାଳନ କରିଥାନ୍ତି । ଏହିଦିନ ୧୯୪୩ ଶକାବ୍ଦ ଆରମ୍ଭ ହୋଇ ଓଡିଆ ନବବର୍ଷ ଭାବେ ପାଳନ କରାଯିବ । କାରଣ ଏହିଦିନ ଠାରୁ ଓଡିଆ ନୂତନ ପଞ୍ଜିକା ପ୍ରଚଳନ ହୋଇଥାଏ । … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅପ୍ରେଲ ୧୨ ରୁ ଅପ୍ରେଲ ୧୮ ତାରିଖ , ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ କିଛି ଖୁସି ଖବର

ମେଷ:- ସ୍ଵାସ୍ଥ୍ୟରେ ଉନ୍ନତି ପରିଲିଖିତ ହେବ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାର ପ୍ରଯତ୍ନ କରିବେ । ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ । କଳା, ସାହିତ୍ୟ, କ୍ରିଡା, ଚଳଚ୍ଚିତ୍ର ତଥା ଆନୁଷ୍ଠାନିକ କାମରେ ପ୍ରଶଂସା ମିଳିବ । ବାଦବିବାଦ, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା … ଅଧିକ ପଢନ୍ତୁ

ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ!

ଚୈତ୍ର ନବରାତ୍ରି ବା ବାସନ୍ତିକ ଦୁର୍ଗାପୁଜା ୨୦୨୧ ମସିହା ଅପ୍ରେଲ ମାସ ୧୨ ତାରିଖ ସୋମବାର ଠାରୁ ଆରମ୍ଭ ହୋଇଛି- ତେଣୁ କି ପ୍ରକାର ପୂଜାକଲେ କଣଫଳ ମିଳିବ କେମିତି କରିବେ ଦେବୀଙ୍କ ଉପାସନା କେଉଁ କନ୍ୟା ମାନଙ୍କୁ ପୂଜା କଲେ ଏହି ପୂଜାରେ କେତେ ପୂଣ୍ୟ ମିଳିବ ଆସନ୍ତୁ ଜାଣିବା । ନବରାତ୍ରିର ଶୁଭ ଦିନରେ କନ୍ୟାଙ୍କୁ ପୂଜା କରିବାର ମହତ୍ଵ ସମସ୍ତେ ଜାଣିଛନ୍ତି, ଯେତେ ଅଧିକ କନ୍ୟାଙ୍କୁ … ଅଧିକ ପଢନ୍ତୁ

ନବରାତ୍ରି ୨୦୨୧- ନବରାତ୍ରିରେ ଏହି ଜିନିଷ ଦେଇ କରିବେ କନ୍ୟା ମାନଙ୍କୁ ପୂଜା, ବଦଳିଯିବ ଭାଗ୍ୟ

ବିଧାନ ଅନୁସାରେ ଚୈତ୍ର ନବରାତ୍ରି ବା ବାସନ୍ତିକ ଦୁର୍ଗାପୁଜା ୨୦୨୧ମସିହା ଅପ୍ରେଲମାସ୧୨ତାରିଖ ସୋମବାରଠାରୁ ଆରମ୍ଭ ହୋଇଛି । ଏହି ନବରାତ୍ରି ଏକ ଖୁସିର ପର୍ବ ଅଟେ । ଏହି ପର୍ବରେ ମନ ପ୍ରଫୁଲ୍ଲିତ ରହେ । ଏହି ପୂଜା ଉପାସନାରେ ମାତା ଦେବୀ ବହୁତ ପ୍ରସନ୍ନ ହୁଅନ୍ତି । କିନ୍ତୁ ପୁରାଣରେ ବର୍ଣ୍ଣିତ ହୋଇଛି ଯେ କେବଳ ଶ୍ଳୋକ, ମନ୍ତ୍ର, ଉପବାସ ଓ ଯଜ୍ଞ ଦ୍ଵାରା ଦେବୀଙ୍କୁ ପ୍ରସନ୍ନ କରାଯାଇ … ଅଧିକ ପଢନ୍ତୁ

ମନ୍ତ୍ର ସିଦ୍ଧ ହେଲେ ମିଳିଥାଏ ଏହି ୪ଟି ଫାଇଦା

ମନ୍ତ୍ରସିଦ୍ଧି କରିବାର ସୂତ୍ର ଏହାର ସଂକ୍ଷିପ୍ତ ବିଷୟରେ । ମନ୍ତ୍ର ସାଧନାରେ ବିଶେଷ ଧ୍ୟାନ ଦେବା ଉଚିତ୍ ଯେ ମନ୍ତ୍ରର ସଠିକ୍ ଉଚ୍ଚାରଣ । ଏହା ବ୍ୟତୀତ ଯେଉଁ ମନ୍ତ୍ରର ଜପ ବା ଅନୁଷ୍ଠାନ କରିବାକୁ ହେବ, ପ୍ରଥମେ ମନ୍ତ୍ରସିଦ୍ଧି କରିଥିବା ଗୁରୁଙ୍କ ଠାରୁ ଦିକ୍ଷା ଗ୍ରହଣ କରିବା ଉଚିତ୍ । ମନ୍ତ୍ର ସିଦ୍ଧ ପାଇଁ ସର୍ବ ପ୍ରଥମେ ମନ୍ତ୍ରକୁ ଗୁପ୍ତ ରଖିବା ଜରୁରୀ ଅଟେ । ପ୍ରତିଦିନ ୧୦୮ଥର … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ଅପ୍ରେଲ ୧୯ ରୁ ଅପ୍ରେଲ ୨୫ ତାରିଖ , ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ସାମାଜିକ କ୍ଷେତ୍ରରେ ନିଜର ପ୍ରଭାବ ଓ ପରାକ୍ରମ ବଢିବ। ସନ୍ତାନଙ୍କ ପାଇଁ କୌଣସି ମହତ୍ଵପୂର୍ଣ୍ଣ କାମ ହୋଇପାରେ। କୋର୍ଟ-କଚେରୀ ମାମଲା ଓ ବିବାଦ ଆପଣଙ୍କ ସପକ୍ଷରେ ରହିବ। ବାଦବିବାଦ, ପ୍ରତିଯୋଗିତା ପରୀକ୍ଷା, ମାଲିମକଦ୍ଦମା ଓ ସାକ୍ଷାତ୍କାରରେ ସଫଳତା ମିଳିବ। ଉଚ୍ଚପଦସ୍ଥ ଅଫିସରମାନେ ସନ୍ତୋଷ ହେବେ। ଅପଣା ଲୋକଙ୍କ ସହଯୋଗ ବୃଦ୍ଧି ପାଇବ ଓ ନିଃସଙ୍ଗତା ବୋଧର ପୀଡା ମଧ୍ୟ ଦୂରେଇ ଯିବ। ଗୃହରେ ଭାତୃବିବାଦ, ପଡ଼ୋଶୀକଳହ, ଜମିପାଇଁ ମାଲିମକଦ୍ଦମାର ଅବସାନ … ଅଧିକ ପଢନ୍ତୁ

ବୈଠକ ଘରେ କେଉଁ ଦିଗରେ ସୋଫା ସେଟ୍ ରଖିବେ ଜାଣନ୍ତୁ- Vastu Tips

ଅନେକ ଲୋକମାନେ ଘର କିଣିବା ବା ନୂଆ ଘର ତିଆରି କରିବା ସମୟରେ ଘର କେଉଁ ମୁଖୀ ହେବା ଉଚିତ୍ ତାହା ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଯାହାକି ସବୁବେଳେ କିଛି କଥାକୁ ନେଇ ଅସନ୍ତୋଷ ଦେଖାଦିଏ । ଯଦି ବାସ୍ତୁ ଅନୁସାରେ ଘରର ମୁଖ ଦେଖି ସୋଫା ସେଟ୍ ରଖାଯାଏ ତେବେ ଘରକୁ ଆସୁଥିବା ଲୋକଙ୍କ ସହିତ ସମସ୍ୟା ସୃଷ୍ଟି ହେବ ନାହିଁ । ତେଣୁ ଜାଣିବାକୁ … ଅଧିକ ପଢନ୍ତୁ

2021 ମସିହା ମଇ ମାସଟି କେମିତି କଟିବ 12ଟି ରାଶିର

ମେଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ସୁଖ ସମୃଦ୍ଧି ବୃଦ୍ଧିହେବା ସହ ଦାମ୍ପତ୍ୟ ସୁଖରେ ଆଶାଜନକ ଫଳପ୍ରାପ୍ତି ହେବ । କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ ଓ କର୍ମକ୍ଷେତ୍ରରେ ଅନେକ ଦିନର ଅଭିଳାଷ ପୂର୍ଣ୍ଣ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ମଇ ୩ ତାରିଖ ରୁ ମଇ ୯ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ସହକର୍ମୀ ମାନଙ୍କ ସହ ଶତ୍ରୁତାର ଅବସାନ ଘଟିବ। ପ୍ରତିଯୋଗୀତା ପରୀକ୍ଷାରେ ଯଶରସହ ଉତ୍ତୀର୍ଣ୍ଣ ହୋଇ ପ୍ରଶଂସିତ ହେବେ। ବ୍ୟବସା ୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ବିବାହ ଓ ମାଙ୍ଗଳିକ କାର୍ଯ୍ୟରେ ଗୁରୁ ଦାୟିତ୍ୱ ବହନ କରିବେ। ରାଜନୀତି କ୍ଷେତ୍ରରେ ଉଚ୍ଚସମ୍ପର୍କରୁ ଲାଭବାନ ହେବେ। ଅବିବାହିତ ଯୁବକ ଯୁବତୀମାନେ ବିବାହ କରିବାର ସୁଯୋଗ ପାଇବେ। ଭଲ କାମ କରି କର୍ମରେ ଉନ୍ନତି … ଅଧିକ ପଢନ୍ତୁ

ଭଗବାନଙ୍କୁ ଭୋଗ କାହିଁକି ଲଗାଯାଏ ? Jyotisha Shastra

ଶାସ୍ତ୍ରରେ କୁହାଯାଇଛି ଯେ ନିଜେ ଭୋଜନ କରିବା ପୂର୍ବରୁ ଭଗବାନଙ୍କୁ ପ୍ରଥମେ ଭୋଗ ଲଗାଇବା ଉଚିତ୍ । ଏହା କେବଳ ଧାର୍ମିକ ମାନ୍ୟତା ନୁହେଁ ଏହା ବୈଜ୍ଞାନିକ ଆଧାରରେ ମଧ୍ୟ ଅଛି । ଯଦି ଆପଣ କ୍ରୋଧ ବା ଚଞ୍ଚଳତା ଭାବରେ ଖାଦ୍ୟ ଖାଉଛନ୍ତି ତେବେ ତାର ପ୍ରଭାବ ନକରାତ୍ମକ ହୋଇଥାଏ । ଅନେକ ଲୋକମାନଙ୍କ ଘରେ ଖାଇବା ପୂର୍ବରୁ ପ୍ରଥମେ ଭଗବାନଙ୍କୁ ଭୋଗ ପରମ୍ପରା ଅଛି । ଶାସ୍ତ୍ରରେ … ଅଧିକ ପଢନ୍ତୁ