299 Big Street, Govindpur, India

Open daily 10:00 AM to 10:00 PM

Blog

କୁଣ୍ଡଳୀରେ କୁମ୍ଭ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

କୁମ୍ଭ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା । ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । … ଅଧିକ ପଢନ୍ତୁ

ଏହି ମାସରେ ଧର୍ମ, ଯଜ୍ଞ ଓ ତପସ୍ୟା, ଜଳ ଦାନ ନିଶ୍ଚୟ କରନ୍ତୁ… ତା ପରେ ଦେଖନ୍ତୁ ଚମତ୍କାର

ସବୁ ମାସ ମଧ୍ୟରେ ବୈଶାଖ ମାସକୁ ବିଶେଷ ଉତ୍ତମ ବୋଲି କୁହାଯାଇଛି । ବିଶାଖା ନକ୍ଷତ୍ର ସହିତ ଜଡିତ ଥିବାରୁ ଏହି ମାସକୁ ବୈଶାଖ ନାମ ଦିଆଯାଇଛି । ଏହି ମାସର ଦେବତା ଭଗବାନ ମଧୁସୂଦନ ଅଟନ୍ତି । ଏହି ମାସରେ ଭଗବାନ ବିଷ୍ଣୁ, ପର୍ଶୁରାମ ଓ ଦେବୀ ମାଙ୍କ ଉପାସନା କରାଯାଏ । ଏହି ମାସରେ ଧର୍ମ, ଯଜ୍ଞ ଓ ତପସ୍ୟା କରିବା ମହତ୍ଵ ମନାଯାଇଛି । ସେହିପରି … ଅଧିକ ପଢନ୍ତୁ

Immunity ବଢାଇବା ପାଇଁ ବେଷ୍ଟ ଅଟେ ଏହି ଜୁସ, ନିଶ୍ଚୟ ଥରେ ପିୟନ୍ତୁ

ଖରାଦିନର ଇମ୍ୟୁନିଟି ବୁଷ୍ଟର୍ ପିଅନ୍ତୁ- ଖରାଦିନରେ ଗରମରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଥଣ୍ଡା ପାଣି, ଥଣ୍ଡା ସରବତ୍ ଓ ସବୁବେଳେ କୋଲ୍ଡଡ୍ରିଙ୍କ ପିଇଥାନ୍ତି । କିନ୍ତୁ ଅଧିକ କୋଲ୍ଡଡ୍ରିଙ୍କ ପିଇବା ସ୍ୱାସ୍ଥ୍ୟର କ୍ଷତି ହୋଇଥାଏ । ସେହିପରି ତରଭୁଜ ସରବତ୍ ପିଇଲେ ଶରୀରର ବହୁତ ଲାଭ ହୋଇଥାଏ । ଏଥିରେ ପୌଷ୍ଟିକ ଗୁଣ ରହିବା ସହିତ ରୋଗ ପ୍ରତିରୋଧକ କ୍ଷମତା ଅର୍ଥାତ୍  ଇମ୍ୟୁନିଟି ସିଷ୍ଟମକୁ ମଜବୁତ୍ … ଅଧିକ ପଢନ୍ତୁ

କୁଣ୍ଡଳୀରେ ମୀନ ରାଶିରେ ଥିଲେ ମଙ୍ଗଳ, କଣ ପଡେ ପ୍ରଭାବ- Jyotisha Shastra

ମୀନ ରାଶିରେ ମଙ୍ଗଳ ରହିଲେ କଣବିଶେଷ ଫଳମିଳେ ଓ କଣ କରିବା ଉଚିତ କଣ ନକରିବା ଉଚିତ ଆସନ୍ତୁ ଜାଣିବା:- ଜ୍ୟୋତିଷ ଶାସ୍ତ୍ର ମତରେ ମଙ୍ଗଳ ଖୁସିକାରକ ଗ୍ରହ ଗ୍ରହମଣ୍ଡଳରେ ସେନାପତିତ୍ୱ ପଦ ଅଧିକାର କରିଛନ୍ତି । ରକ୍ତ ସମ୍ବନ୍ଧିୟ ଓ ପେଟ ଉପରେ ମଙ୍ଗଳଙ୍କର ବିଶେଷ ପ୍ରଭାବ ରହିଥାଏ । ମଙ୍ଗଳ ତୃତୀୟ ଭାବର କାରକ । ମେଷ ଓ ବିଛା ରାଶିର ଅଧିପତି ଗ୍ରହ । ଗହମ, … ଅଧିକ ପଢନ୍ତୁ

ମୋହିନୀ ଏକାଦଶୀ: ସବୁ ପାପରୁ ମିଳିବ ମୁକ୍ତି, ବାସ କରନ୍ତୁ ଏହି ଉପାୟ

ସନାତନ ଧର୍ମରେ ବୈଶାଖ ମାସ ଶୁକ୍ଲପକ୍ଷରେ ମୋହିନୀ ଏକାଦଶୀ ତିଥି ପଡିଥାଏ । ବର୍ତ୍ତମାନ ୨୦୨୧ ମସିହା ମଇମାସ ୨୨ ତାରିଖରେ ମୋହିନୀ ଏକାଦଶୀ ବ୍ରତ ପଡୁଛି । ଏହି ବ୍ରତ କୃଷ୍ଣପକ୍ଷରେ ମଧ୍ୟ ପଡିଥାଏ । ମାନ୍ୟତା ଅନୁସାରେ ଏହି ବ୍ରତ ପାଳନ କଲେ ପାପ କର୍ମ ଓ ନିନ୍ଦା ଅପମାନରୁ ମୁକ୍ତି ମିଳିଥାଏ ଏବଂ ମୋହ ବନ୍ଧନ ବା ପା-ପ ସମୂହ ନଷ୍ଟ ହୋଇଯାଏ । କୁହାଯାଏ … ଅଧିକ ପଢନ୍ତୁ

ସୋମ ପ୍ରଦୋଷ ବ୍ରତ ୨୦୨୧: ବୈଶାଖ ମାସରେ ସୋମବାରର ବିଶେଷ ମହତ୍ଵ

ହିନ୍ଦୁ ଧର୍ମରେ ବୈଶାଖ ମାସ ଭଗବାନ ବିଷ୍ଣୁଙ୍କର ଅତି ପ୍ରିୟ ହେବା ସହିତ ଭଗବାନ ଶିବଙ୍କୁ ପୂଜା ପାଇଁ ମଧ୍ୟ ଏହି ମାସ ବିଶେଷ ବୋଲି କୁହା ଯାଇଛି । ଏହି ବୈଶାଖ ମାସର ସୋମବାର ଶ୍ରାବଣମାସ ଓ କାର୍ତ୍ତିକ ମାସର ସୋମବାର ଭଳି ବିଶେଷ ମହତ୍ଵ ବୋଲି କୁହାଯାଇଛି । ଏହି ଦିନ ଭଗବାନ ଶିବଙ୍କର ପୂଜା ଅତି ବିଶେଷ ମନାଯାଇଛି । ୨୦୨୧ ମସିହା ମଇମାସ ଶୁକ୍ଲପକ୍ଷ … ଅଧିକ ପଢନ୍ତୁ

ଅକ୍ଷୟ ତୃତୀୟା: ଏହି ଦିନ ବନୁଛି ମହା ସଂଯୋଗ! କରନ୍ତୁ ଏହି ସହଜ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

୨୦୨୧ ମସିହା ମଇମାସ ୧୫ ତାରିଖରେ ଅକ୍ଷୟ ତୃତୀୟା ପାଳନ କରାଯିବ । ଏହି ଦିନ ପର୍ଶୁରାମ ଜୟନ୍ତୀ ମଧ୍ୟ ପାଳନ କରାଯିବ । ତୃତୀୟା ତିଥି ଶନିବାର ଦିନ ସୂର୍ଯ୍ୟ ଉଦୟ ବେଳକୁ ରହୁ ଥିବାରୁ ଏହି ଦିନ ଅକ୍ଷୟ ତୃତୀୟା ବ୍ରତ ପାଳନ କଲେ ବିଶେଷ ଶୁଭଦାୟକ ହେବ । ଏହିଦିନ ବୃଷ ସଙ୍କ୍ରାନ୍ତି ମଧ୍ୟ ପଡୁଛି ଯାହା ଫଳରେ ରବି, ବୁଧ, ଶୁକ୍ର, ରାହୁ ମଧ୍ୟ … ଅଧିକ ପଢନ୍ତୁ

ଆପଣଙ୍କ ପସନ୍ଦିତା ଫଳ କହିଥାଏ ଆପଣଙ୍କ ବିଷୟରେ ବହୁତ କିଛି

ଆପଣଙ୍କର  ପ୍ରିୟ ଫଳ ନିଜର ପର୍ସନାଲିଟି ବିଷୟରେ ବହୁତ କିଛି କହିଥାଏ । ଫ୍ରୂଟ ଷ୍ଟ୍ରୋଲାଜି ଦ୍ଵାରା ଆପଣ ନିଜର ଓ ଅନ୍ୟମାନଙ୍କର ପର୍ସନାଲିଟି ବିଷୟରେ ବହୁତ କିଛି ଜାଣିପାରିବେ । କେବଳ ସେହି ବ୍ୟକ୍ତିର ଅତି ପ୍ରିୟ ଫଳ ବିଷୟରେ ଜାଣିବାକୁ ହେବ । ଆସନ୍ତୁ ଏହି ଫଳ ଦ୍ଵାରା ନିଜର ପର୍ସନାଲିଟି ବିଷୟରେ କିଛି ଜାଣିବା । ଯଦି ଆପଣ ନଡିଆ ଖାଇବାକୁ ପସନ୍ଦ କରନ୍ତି – … ଅଧିକ ପଢନ୍ତୁ

ଯଦି ଆପଣଙ୍କର ବିବାହ ହୋଇପାରୁ ନାହିଁ ତେବେ କରନ୍ତୁ ଏହି ଉପାୟ, ଖୁବ ଶୀଘ୍ର ହେବ ବିବାହ

ଯଦି ଆପଣଙ୍କ ବିବାହ  ହୋଇପାରୁ ନାହିଁ ତେବେ ଏହି ଉପାୟ କରନ୍ତୁ ଓ ବୈବାହିକ ଦୋଷ ଦୂର କରନ୍ତୁ । ଅନ୍ୟ କାରଣ ବ୍ଯତୀତ ବୈବାହିକ ଦୋସ ହେତୁ ବିବାହରେ ବିଳମ୍ବ ହୋଇଥାଏ । ତେଣୁ ଏହି ଉପାୟ କରିବା ନିତ୍ୟାନ୍ତ ଜରୁରୀ ଅଟେ । ଯଦି ଆପଣଙ୍କ ବିବାହ  ହୋଇପାରୁ ନାହିଁ ତେବେ  ଏହି ଚମତ୍କାର ଉପାୟ କରନ୍ତୁ । ଜନ୍ମ କୁଣ୍ଡଳୀରେ ବିବାହର ବିଚାର ସପ୍ତମ ଭାବରୁ … ଅଧିକ ପଢନ୍ତୁ

ସିନ୍ଦୂର ତଳେ ପଡିଯିବାକୁ ଅଶୁଭ କୁହାଯାଏ କାହିଁକି ? ଜାଣନ୍ତୁ ସିନ୍ଦୂର ତଳେ ପଡିବାର ଶୁଭ ଅଶୁଭ ସଂକେତ

ଘରର ଗୁରୁଜନମାନେ କୁହନ୍ତି ଯେ ସିନ୍ଦୂର ତଳେ ପଡିବା ବହୁତ ଅଶୁଭ ସଂକେତ ହୋଇଥାଏ । ସେଥିପାଇଁ ସିନ୍ଦୂରକୁ ସମସ୍ତେ ବହୁତ ସାବଧାନରେ ରଖନ୍ତି । ବିବାହ ବେଳେ ବର କନ୍ୟାକୁ ସିନ୍ଦୂର ପିନ୍ଧାଇବାର ନିୟମ ରହିଛି । ସିନ୍ଦୂର ସ୍ତ୍ରୀମାନଙ୍କ ପାଇଁ ଶୃଙ୍ଗାରରେ ବିଶେଷ ମହତ୍ଵପୂର୍ଣ୍ଣ ସ୍ଥାନ ରହିଛି । କଣ ସିନ୍ଦୂର ପଡିବାଟା ଅଶୁଭ ହୋଇଥାଏ ? ତେବେ ଆସନ୍ତୁ ଜାଣିବା ସିନ୍ଦୂର ତଳେ ପଡିବା ଶୁଭ … ଅଧିକ ପଢନ୍ତୁ

ସାପ୍ତାହିକ ରାଶିଫଳ: ମଇ ୧୦ ତାରିଖ ରୁ ମଇ ୧୬ ତାରିଖ, ଏହି ସପ୍ତାହଟି ଏହି ସବୁ ରାଶି ବ୍ୟକ୍ତିଙ୍କୁ ମିଳିବ ଆକସ୍ମିକ ଧନଲାଭ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ବ୍ୟବସାୟରେ ଉନ୍ନତି ଓ ଲାଭ ପ୍ରାପ୍ତି ହେବ । ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ଆସିବ । କର୍ମଚାରୀ ମାନେ କର୍ମକ୍ଷେତ୍ରରେ ସହକର୍ମୀ ମାନଙ୍କର ସହଯୋଗ ପାଇବେ ଏବଂ ଉତ୍ତମ କାର୍ଯ୍ୟ କରି ପ୍ରଶଂସିତ ହେବେ । ପ୍ରେମିକ ପ୍ରେମିକାମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ । ପାରିବାରିକ ଜୀବନରେ ଦାମ୍ପତ୍ୟ ସୁଖ ବୃଦ୍ଧି ହେବ । କେତେକ ବାଧା ପ୍ରତିବନ୍ଧକର ସାଧାରଣ … ଅଧିକ ପଢନ୍ତୁ

ବୁଦ୍ଧ ପୂର୍ଣ୍ଣିମା ୨୦୨୧ ମସିହା : ବୈଶାଖ ପୂର୍ଣ୍ଣିମାର ବ୍ରତ ଆପଣଙ୍କୁ କରିଥାଏ ସର୍ବସୁଖ ସମ୍ପନ୍ନ ଓ ଐଶ୍ଵର୍ଯ୍ୟଶାଳି

ସନାତନ ଧର୍ମରେ ବୈଶାଖ ପୂର୍ଣ୍ଣିମାକୁ ଅତ୍ୟନ୍ତ ପବିତ୍ର ତିଥି ମନାଯାଏ । ଏହି ଦିନ ଦାନ ପୂଣ୍ୟ ଓ ଧର୍ମ କର୍ମର ଅନେକ କାର୍ଯ୍ୟ କରାଯାଏ । ଏହି ପୂର୍ଣ୍ଣିମା ୨୦୨୧ ମସିହା ମଇମାସ ୨୬ ତାରିଖ ବୁଧବାର ଦିନ ପାଳନ ହେବ ।  ବୈଶାଖୀ ବା ବୈଶାଖ ପୂର୍ଣ୍ଣିମା- ସ୍ନାନ ଲାଭ ଦୃଷ୍ଟିରେ ଏହା ଏକ ମୁଖ୍ୟ ପର୍ବ ଅଟେ । ମାନ୍ୟତା ଅଛି କି ଏହି ଦିନ … ଅଧିକ ପଢନ୍ତୁ

ଏହି ବର୍ଷ ଲାଗିବ 4ଟି ଗ୍ରହଣ, ଜାଣନ୍ତୁ କେବେ ପଡିବ, ଭାରତରେ ଏହାର ପ୍ରଭାବ ରହିବ କି ନାହିଁ

୨୦୨୧ ମସିହାରେ ୪ଟି ଗ୍ରହଣ ଲାଗୁଛି । ଏଥିରୁ ୨ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ଅଟେ । ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଚନ୍ଦ୍ର ଗ୍ରହଣ ୨୦୨୧ ମସିହା ଭାରତ- ଏହିବର୍ଷ ସମ୍ବତ ୨୦୭୮ରେ ୪ଟି ଗ୍ରହଣ ଲାଗୁଛି, ଯାହାକି ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ । ଜ୍ୟୋତିଷଙ୍କ ଅନୁସାରେ ୨ଟି ଚନ୍ଦ୍ର ଗ୍ରହଣ ଓ ୨ଟି ସୂର୍ଯ୍ୟ ପରାଗ ଲାଗିବ । … ଅଧିକ ପଢନ୍ତୁ

ବୁଧବାର ମହା ଉପାୟ: ଗଣେଶ ହେବେ ପ୍ରସନ୍ନ, ବସ କରନ୍ତୁ ଏହି ଛୋଟ ଉପାୟ

ଦାରିଦ୍ର୍ୟତା ଜୀବନର ସବୁଠାରୁ ଅଭିଶାପ ଅଟେ । ଧନବିନା ଜୀବନରେ କୌଣସି ମୂଲ୍ୟ ରହେ ନାହିଁ । ଗଣେଶ ସୌମ୍ୟତାର ପ୍ରତୀକ ଅଟନ୍ତି । ଶିବ ଓ ଶକ୍ତିର ପ୍ରତୀକ ଗଣେଶ ଅଟନ୍ତି । ଏହାଙ୍କର ଉପାସନାରେ ସାଧକ ବିଷ ପାନରୁ ବଞ୍ଚି ପାରିବ । ଋଣ ମଧ୍ୟ ବିଷପାନ ସଦୃଶ୍ୟ ଅଟେ । ଯେଉଁ ବ୍ୟକ୍ତି ଗଣେଶଙ୍କୁ ଉପାସନା କରନ୍ତି ତାଙ୍କର ଭାଗ୍ୟ ସୁନା କଲମରେ ଲେଖାଯାଇଥାଏ । … ଅଧିକ ପଢନ୍ତୁ

ବିବାହିତ ମହିଳାମାନେ କାହିଁକି ପିନ୍ଧନ୍ତି ମଙ୍ଗଳସୂତ୍ର?

ବିବାହିତ ମହିଳାମାନେ କାହିଁକି ମଙ୍ଗଳସୂତ୍ର ପିନ୍ଧନ୍ତି ? ଏହି ପ୍ରଶ୍ନ ଆପଣଙ୍କ ମନରେ ମଧ୍ୟ ଆସିଥିବ । ଭାରତରେ ସଧବା ସ୍ତ୍ରୀମାନେ ମଙ୍ଗଳସୂତ୍ର ନିଶ୍ଚୟ ପିନ୍ଧନ୍ତି, କାହିଁକି ? କାହିଁକି ବିବାହ ପରେ ହିଁ ପିନ୍ଧାନ୍ତି ? ମଙ୍ଗଳସୂତ୍ର ପିନ୍ଧିବା ପଛରେ ଧାର୍ମିକ ମାନ୍ୟତା କଣ ଅଛି? କଣ ଏହାକୁ ପିନ୍ଧିଲେ କୌଣସି ବୈଜ୍ଞାନିକ ମହତ୍ଵ ରହିଛି ? କଣ ପାଇଁ ଭାରତୀୟ ମହିଳାମାନେ ମଙ୍ଗଳସୂତ୍ର ପିନ୍ଧାନ୍ତି ? ଏହି … ଅଧିକ ପଢନ୍ତୁ