ଶୁଭ କାର୍ଯ୍ୟ କରିବାକୁ ଯିବା ସମୟରେ ମିଠାଦହି ଖାଇ କାହିଁକି ଯାଆନ୍ତି ?
ସବୁବେଳେ ଘରର ଗୁରୁଜନମାନେ କହିଥାନ୍ତି ଯେ ବାହାରକୁ ଯିବାବେଳେ ମିଠାଦହି ଖାଇ ବାହାରକୁ ଯାଅ । ଯଦି କୌଣସି ଶୁଭ କାମ କରିବାକୁ ଯାଉଥାଉ କିମ୍ବା ପରୀକ୍ଷା ଦେବାକୁ ଯିବା ସମୟରେ, ଚାକିରୀ ପାଇଁ ଇଣ୍ଟରବ୍ୟୁ ଦେବାକୁ ଯିବା ସମୟରେ କିମ୍ବା କୌଣସି ବିଦେଶ ଜାଗାକୁ ଯିବା ସମୟରେ ମିଠା ଦହି ଖାଇ ଯିବାକୁ କହିଥାନ୍ତି । ଜ୍ଯୋତିଷ ଶାସ୍ତ୍ରରେ ମଧ୍ୟ ନିର୍ଦେଶ ଅଛି କୌଣସି ଶୁଭକାମକୁ ଗଲେ ମିଠାଦହି … ଅଧିକ ପଢନ୍ତୁ
