299 Big Street, Govindpur, India

Open daily 10:00 AM to 10:00 PM

Blog

ଫେବୃୟାରୀ 28 ତାରିଖ ରୁ ମାର୍ଚ୍ଚ 06 ତାରିଖ ସାପ୍ତାହିକ ରାଶିଫଳ, ଏହି 4ଟି ରାଶିଙ୍କୁ ମିଳିବ ଆର୍ଥିକ ସମସ୍ୟାରୁ ମୁକ୍ତି

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଋଣ ମୁକ୍ତି ହେବାପାଇଁ ଯୋଜନା ପ୍ରସ୍ତୁତ କଲେ ସଫଳ ହେବେ।ରାଜନୀତିରେ କୃତକାର୍ଯ୍ୟ ହୋଇ ଉଚ୍ଚଆଶା ସଫଳ ହେବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ। ବ୍ୟବସାୟୀ ମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ ଓ ଖାଦ୍ୟ ବ୍ୟବସାୟୀମାନେ ପ୍ରଚୁର ଲାଭ କରିବେ। ଭୋଗ ବିଳାସରେ ସାମିଲ ହୋଇ ଅର୍ଥ ଉପାର୍ଜନରେ ଏକନିଷ୍ଠ ହେଲେ ସମ୍ମାନ ପାଇବେ। ଭାତୃ ବିବାଦ, … ଅଧିକ ପଢନ୍ତୁ

ମାର୍ଚ୍ଚ 07 ତାରିଖ ରୁ ମାର୍ଚ୍ଚ 13 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିଙ୍କୁ ମିଳିବ ଆକସ୍ମିକ ଧନ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ଧାର୍ମିକ କାର୍ଯ୍ୟରେ ରୁଚି ବଢିବା ସହିତ ସମୟ ମଧ୍ୟ ଆନନ୍ଦମୟ ହେବ । ବନ୍ଧୁମାନଙ୍କ ସହ ସୁସମ୍ପର୍କ ସ୍ଥାପନ ହେବ । ନୂଆ ବେପାରୀଙ୍କ ସହ ସମ୍ପର୍କ ଯୋଗୁ ନୂତନ ବ୍ୟବସାୟର ଯୋଜନା କରିବେ । କର୍ମକ୍ଷେତ୍ରରେ ଶତୃମାନେ ଦୂରେଇ ଯିବା ଫଳରେ ସମସ୍ତ ଚିନ୍ତାରୁ ମୁକ୍ତି ମିଳିବ ଓ ମାନସିକ ଶାନ୍ତି ପାଇବେ । ପ୍ରଶାସନ, ପ୍ରକାଶନ, ଅଧ୍ୟୟନ ଓ ଅଧ୍ୟାପନା, … ଅଧିକ ପଢନ୍ତୁ

2022 ମସିହା ମାର୍ଚ୍ଚ ମାସ 4 ଟି ରାଶି ପାଇଁ ଆଣିବ କିଛି ଖୁସି ଖବର, ବାକି 8ଟି ରାଶିର କେମିତି ରହିବ… ଦେଖନ୍ତୁ

ମେଷ:-ଯେଉଁ ମାନଙ୍କର ଯେ କୌଣସି ମାସର ୯, ୧୮ ଓ ୨୭ ତାରିଖରେ କିମ୍ବା ନବମୀ ତିଥିରେ ଜନ୍ମ ହୋଇଥିବ ସେମାନଙ୍କର ଅଙ୍କ ଜ୍ୟୋତିଷ ହିସାବରେ ମେଷରାଶି ହେବ । ମହିଳା ଓ ପୁରୁଷ ମାନଙ୍କର ଉପରିସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବ । ପରୋକ୍ଷ ଶତୃଙ୍କୁ ପ୍ରତିହତ କରି ବହୁତ ଦିନରୁ ବାକି ରହିଥିବା ଟଙ୍କା ମିଳିଯିବା ଫଳରେ ଆଶା କରିଥିବା କାମଟି ସମ୍ପନ୍ନ କରି ପାରିବେ । ଅନେକ … ଅଧିକ ପଢନ୍ତୁ

ଭୁଲରେ ବି ଏହି ଦିନ ଛିଡାନ୍ତୁ ନାହିଁ ତୁଳସୀ ପତ୍ର, ଦେଖନ୍ତୁ ତୁଳସୀ ପତ୍ର ତୋଳିବାର ନିୟମ

ନମସ୍କାର ବନ୍ଧୁଗଣ । ଆମେ ମାନେ ତୁଲସୀ ଗଛକୁ ନେଇ ବହୁତ କିଛି ପ୍ରସନ୍ନ ମନରେ ଭାବିଥାଉ । କେଉଁ ସମୟରେ ତୁଳସୀ ପତ୍ର ତୋଳିବା , ତୁଳସୀ ଗଛ ମୂଳରେ ପାଣି ଦବାକୀ ନାହିଁ ଯଦି ଦବା କେଉଁ ସମୟର ଦବା, ଆସନ୍ତୁ ଆଜି ଏହି ସବୁ ପ୍ରସନ୍ନର ଉତ୍ତର ଜାଣିବା । ଆପଣମାନଙ୍କୁ ପ୍ରଥମେ ଆମେ ଜଣେଇବୁ ତୁଳସୀ ମହାରାଣୀ କଣ ଅଟେ । ତୁଳସୀ ପାଇଁ … ଅଧିକ ପଢନ୍ତୁ

ମାର୍ଚ୍ଚ 14 ତାରିଖ ରୁ ମାର୍ଚ୍ଚ 20 ତାରିଖ ସାପ୍ତାହିକ ରାଶିଫଳ, ଏହି 5ଟି ରାଶିଙ୍କର ବନୁଛି ରାଜଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ଦୂରଯାତ୍ରାର ସୁଯୋଗ ପାଇ ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ। ଶାରିରୀକ ସୁସ୍ଥତା ସହ ମାନସିକ ଶାନ୍ତି ଦେଖାଦେବ। ବ୍ୟବସାୟରେ ଆତ୍ମବିଶ୍ୱାସ ବୃଦ୍ଧି ପାଇବ ଓ କମ୍ ପରିଶ୍ରମରେ ଆଶାଜନକ ଫଳ ପ୍ରାପ୍ତି ହେବା ସହ ପ୍ରଚୁର ଲାଭ ହେବ। ସରକାରୀ କର୍ମଚାରୀଙ୍କ ପାଇଁ ବହୁତ ଭଲ ଓ ଘରୋଇ ସଂସ୍ଥାର କର୍ମକ୍ଷେତ୍ରରେ ସହଯୋଗୀ ମାନେ ସହଯୋଗ … ଅଧିକ ପଢନ୍ତୁ

କୁମ୍ଭ ରାଶିରୁ ମୀନ ରାଶିକୁ ରବି ସଂକ୍ରମଣ, କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ, ଦେଖନ୍ତୁ

ତା ୧୫ / ୦୩ / ୨୦୨୨ ମସିହା ମଙ୍ଗଳବାରଦିନ କୁମ୍ଭରାଶିରୁ ମୀନରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ … ଅଧିକ ପଢନ୍ତୁ

ବୃଷରୁ ମେଷ ରାଶିକୁ ରାହୁଙ୍କ ସଞ୍ଚାର, କେଉଁ ଭାବରେ ଦେବେ କି ଫଳ…. ଦେଖନ୍ତୁ

ତା ୧୭ । ୦୩ । ୨୦୨୨ଗୁରୁବାର ପ୍ରାତଃ ୦୬ । ୨୧ । ୩୯ ରେ ବକ୍ରୀ ସ୍ପଷ୍ଟ ରାହୁ ବୃଷରାଶିରୁ କୃତ୍ତିକା ନକ୍ଷତ୍ର ମେଷରାଶିକୁ ଗମନ କରିବେ । ରାହୁ ସଞ୍ଚାର ଗଣନା ପ୍ରମାଣମ୍: ଶୀର୍ଷେ ସପ୍ତ ପ୍ରଦାତବ୍ୟଂ ମୁଖେ ଷଟ୍ ସମୁଦାହୃତଂ, ନେତ୍ରେ ଗୁଣଂ ଗୁଣଂ ଚୈବ କର୍ଣ୍ଣୟୋଃ ବେଦର୍ବେଦକମ୍ । ଫଳଂ- ମାନଂ ଭବେତ୍ ଶିରସି ବା ଧନଲାଭକାରୀ , କଷ୍ଟ ପ୍ରୟାତି ବଦନେ … ଅଧିକ ପଢନ୍ତୁ

ଆଜି ବକ୍ରୀ ସ୍ପଷ୍ଟ କେତୁ ବିଛା ରାଶିରୁ ବିଶାଖା ନକ୍ଷତ୍ର ତୁଳା ରାଶିକୁ କରିବେ ଗମନ, କେଉଁ ଭାବରେ ରହି ଦେବେ କି ଫଳ ଦେଖନ୍ତୁ

ତା ୧୭ । ୦୩ । ୨୦୨୨ ଗୁରୁବାର ପ୍ରାତଃ ୦୬ । ୨୧ । ୩୯ରେ ବକ୍ରୀ ସ୍ପଷ୍ଟ କେତୁ ବିଛାରାଶିରୁ ବିଶାଖା ନକ୍ଷତ୍ର ତୁଳାରାଶିକୁ ଗମନ କରିବେ । କେତୁସଞ୍ଚାର ଗଣନା ପ୍ରମାଣମ୍: ଲିଖିତ୍ଵା ଭୂଜଗାକାରଂ ସପ୍ତବିଂଶତି ଭାନି ଚ । ମୁଖେ ତ୍ରିଣି ଚ ଷଟ୍ ଗୁହ୍ୟୋ କ୍ରୋଡେ ପୃଷ୍ଟେ ଚ ଷଟ୍ ତଥା । ତ୍ରିଣି ତ୍ରିଣି ପଦଦ୍ଵୟେ କେତୁଚକ୍ର ବିନିର୍ଦ୍ଧିଶେତ୍॥ ଫଳମ୍ : … ଅଧିକ ପଢନ୍ତୁ

ରାହୁ ଚଳିଲେ ମେଷ ରାଶିକୁ,12ଟି ରାଶି ଉପରେ କଣ ପଡିବ ପ୍ରଭାବ… ଦେଖନ୍ତୁ

ତା ୧୭ । ୦୩ । ୨୦୨୨ଗୁରୁବାର ପ୍ରାତଃ ୦୬ । ୨୧ । ୩୯ ରେ ବକ୍ରୀ ସ୍ପଷ୍ଟ ରାହୁ ବୃଷରାଶିରୁ କୃତ୍ତିକା ନକ୍ଷତ୍ର ମେଷରାଶିକୁ ଗମନ କରିବା ଫଳରେ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା । ରାହୁ- ରାହୁଗ୍ରହ ପିତାମହ, ଦାଦା, ବିଦେଶ ଯାତ୍ରା, ସମାଜ ଓ ଅନ୍ୟ ଜାତିବା ଧର୍ମର ଲୋକ, … ଅଧିକ ପଢନ୍ତୁ

କେତୁ ଚଳିଲେ ତୁଳା ରାଶିକୁ, 12 ଟି ରାଶି ଉପରେ କଣ ପଡିବ ପ୍ରଭାବ, ଦେଖନ୍ତୁ

ତା ୧୭ । ୦୩ । ୨୦୨୨ ଗୁରୁବାର ପ୍ରାତଃ ୦୬ । ୨୧ । ୩୯ରେ ବକ୍ରୀ ସ୍ପଷ୍ଟ କେତୁ ବିଛାରାଶିରୁ ବିଶାଖା ନକ୍ଷତ୍ର ତୁଳାରାଶିକୁ ଗମନ କରିବା ଫଳରେ କେଉଁ ରାଶିର ଭଲ ହେବ କେଉଁ ରାଶି ମନ୍ଦଫଳ ଭୋଗ କରିବେ, କଣ କରିବେ ପ୍ରତିକାର ଆସନ୍ତୁ ଜାଣିବା । ପ୍ରଥମେ ଜାଣନ୍ତୁ କେତୁଗ୍ରହଙ୍କ କାରକ ବିଷୟରେ- ଅଜା, ଜେଜେବାପା, ରଙ୍ଗବେରଙ୍ଗପଶୁ, ପକ୍ଷୀ, କୁକୁର, ହରିଣ, ଜାଦୁବିଦ୍ୟା, … ଅଧିକ ପଢନ୍ତୁ

ମାର୍ଚ୍ଚ 21 ତାରିଖ ରୁ ମାର୍ଚ୍ଚ 27 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିଙ୍କର ବନୁଛି ମହାସଂଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟାର ଉନ୍ନତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦର ଅବସାନ ଘଟିବ । ବାଦବିବାଦ, ମାଲିମୋକଦ୍ଦମା, କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ସନ୍ତାନ ପକ୍ଷର ଚିନ୍ତା ଦୂର ହୋଇଯିବ । କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କ ଯୋଗୁ ଉତ୍ତମ କାର୍ଯ୍ୟ କରି ପ୍ରଶଂସା ପାଇବେ । … ଅଧିକ ପଢନ୍ତୁ

ଅପ୍ରେଲ 04 ତାରିଖ ରୁ ଅପ୍ରିଲ 10 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିରେ ମହାସଂଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ମନବଳ ଦୃଢିଭୁତ ହେବା ସହ ଆତ୍ମବିଶ୍ଵାସ ବୃଦ୍ଧି ପାଇବ । ବାଦବିବାଦ, ପ୍ରତିଯୋଗୀତା ପରୀକ୍ଷା ଓ ମାଲିମୋକଦ୍ଦମାର ସମାଧାନ ହେବ । ଗୃହରେ ଧାର୍ମିକ କାର୍ଯ୍ୟରେ ଧନ ବ୍ୟୟହେବ । ଅଟକିଥିବା କାର୍ଯ୍ୟଗୁଡିକ ସହଜରେ ପୂରଣ ହେବ । ରାଜନୀତି କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ଦୂର ହୋଇ ଯଶମାନ ବୃଦ୍ଧିହେବ । ପ୍ରେମିକ ପ୍ରେମିକା ମାନେ ନିକଟସ୍ଥ ସ୍ଥାନମାନଙ୍କରେ ଭ୍ରମଣକରି ଆନନ୍ଦ ଅନୁଭବ … ଅଧିକ ପଢନ୍ତୁ

ବୃହସ୍ପତି ଚଳିବେ ମୀନ ରାଶିକୁ କଣ ରହିବ 12 ଟି ରାଶି ଉପରେ ପ୍ରଭାବ

୨୦୨୨ ମସିହା ଅପ୍ରେଲମାସ ୧୩ତାରିଖ ବୁଧବାରରେ ବୃହସ୍ପତି କୁମ୍ଭରାଶିରୁ ପୂର୍ବଭାଦ୍ରପଦ ନକ୍ଷତ୍ର ମୀନରାଶିକୁ ସ୍ଵଚାର ହୋଇ ଗମନ କରିବେ । ମୀନରାଶିରେ ୨୦୨୩ମସିହା ଅପ୍ରେଲମାସ ୨୨ତାରିଖ ପର୍ଯ୍ୟନ୍ତ ରହିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଗୁରୁଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଲଗ୍ନରେ ବିଶେଷ ଗୁରୁତ୍ୱ ନଦେଇ ଚନ୍ଦ୍ର ଲଗ୍ନରେ ବିଚାର କରିବା ବିଶେଷ ଫଳଦାୟୀ । ସେଥିପାଇଁ ଜନ୍ମ ଲଗ୍ନ କୁଣ୍ଡଳୀ ପ୍ରସ୍ତୁତ … ଅଧିକ ପଢନ୍ତୁ

ଅପ୍ରେଲ 11 ତାରିଖ ରୁ ଅପ୍ରିଲ 17 ତାରିଖ ସାପ୍ତାହିକ ରାଶିଫଳ, ଏହି 4ଟି ରାଶିରେ ବନୁଛି ରାଜଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଆପଣା ଲୋକଙ୍କ ସାହାଯ୍ୟ ପାଇ ଧନ୍ୟ ହେବେ । ପଦସ୍ଥ ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ ମେଣ୍ଟିଯିବା ଫଳରେ ଚିନ୍ତା କରିଥିବା କାର୍ଯ୍ୟ ଠିକ୍ ସମୟରେ ପୂରଣ ହୋଇ ପାରିବ । ସନ୍ତାନ ସମ୍ବନ୍ଧିୟ କୌଣସି ମହତ୍ଵପୂର୍ଣ୍ଣ କାମ ଆପଣଙ୍କ ଦ୍ଵାରା ହୋଇ ପାରେ । ଅତି ନିକଟର ବନ୍ଧୁବାନ୍ଧବଙ୍କ ସହ ଅତି ପ୍ରିୟତା ସୃଷ୍ଟିହେବ । ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ … ଅଧିକ ପଢନ୍ତୁ

ଅପ୍ରେଲ 18 ତାରିଖ ରୁ ଅପ୍ରିଲ 24 ତାରିଖ ସାପ୍ତାହିକ ରାଶିଫଳ, ଏହି 2ଟି ରାଶିକୁ ମିଳିବ କିଛି ଖୁସି ଖବର

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନଙ୍କର ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ପୂର୍ଣ୍ଣ ହେବ। କ୍ରିଡା, ପ୍ରତିଦ୍ଵନ୍ଦିତା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ। ଆମୋଦ ପ୍ରମୋଦ, ମନୋରଞ୍ଜନ, ନୃତ୍ୟଗୀତ, କଳା ସଙ୍ଗୀତ, ଭୋଜିଭାତ, ମଉଜ ମଜିଲିସ୍, ଆଡମ୍ବରରେ ଉତ୍ସାହ ବଢିବ। ଶିକ୍ଷକ, ପ୍ରଶିକ୍ଷକ ଓ ଚିକିତ୍ସକ ମାନଙ୍କର କର୍ମକ୍ଷେତ୍ରରେ ପଦୋନ୍ନତି, ବିଭାଗୀୟ ଅଧିକାରୀଙ୍କ ସାନ୍ନିଧ୍ୟଲାଭ, ଇଚ୍ଛିତସ୍ଥାନରେ ସ୍ଥାନାନ୍ତର ସହଜ ସରଳରେ ହୋଇପାରିବ। ଭ୍ରମଣ, ରାଜନୀତି, ପ୍ରଶାସନ, ପ୍ରକାଶନ, ସଂଗଠନ, … ଅଧିକ ପଢନ୍ତୁ