Loading...

299 Big Street, Govindpur, India

Open daily 10:00 AM to 10:00 PM

Blog

ଯଦି ଖରାପ ସମୟ ଚାଲିଛି, ତେବେ ଏହି 6ଟି ଜିନିଷକୁ ନିଜଠାରୁ ଦୂରେଇ ଦିଅନ୍ତୁ – Chanakya Niti

ନମସ୍କାର ବନ୍ଧୁଗଣ । ଚାଣକ୍ୟ ନୀତିରେ କୁହା ଯାଇଛିକି ଶରୀରରେ ତେଲ ଲଗେଇଲେ ଦେହରେ ଧୂଆଁ ଲଗେଇଲେ ,ଚୁଟି କାଟିବା ପରେ ଯେ ପର୍ଯ୍ଯନ୍ତ ମନୁଷ୍ୟ ସ୍ନାନ କରିନଥାଏ ସେ ପର୍ଯ୍ୟନ୍ତ ସେ ଅଶୁଦ୍ଧ ରହିଥାଏ । ଗୋଟେ ନିକୃଷ୍ଠ ଲୋକ କେବଳ ଧନର କାମନା କରିଥାଏ । ଗୋଟେ ମଧ୍ୟମ ଧରଣର ଲୋକ ଧନ, କିମ୍ବା ସନ୍ନମାନର କାମନା କରିଥାଏ । କିନ୍ତୁ ଏକ ଉତ୍ତମ ଧରଣର ଲୋକ … ଅଧିକ ପଢନ୍ତୁ

ମଇ 02 ତାରିଖ ରୁ ମଇ 08 ତାରିଖ ସାପ୍ତାହିକ ରାଶିଫଳ, ଏହି 2ଟି ରାଶିର ବନୁଛି ରାଜଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କଳା, ସାହିତ୍ୟ ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍ ଆଦୃତ ହେବେ। ଦୂରବନ୍ଧୁଙ୍କଠାରୁ ଶୁଭସମ୍ବାଦପାଇ ଖୁସୀହେବେ। ରାଜନୀତି କ୍ଷେତ୍ରରେ ନିକଟ ସମ୍ପର୍କୀୟମାନେ ସାହାଯ୍ୟ ସହଯୋଗ କରିବେ। ଆନୁଷ୍ଠାନିକ କାମରୁ ସମ୍ମାନଲାଭ ହେବ। ସତକଥା କହି ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ବିବେକ ବୁଦ୍ଧି ଖଟେଇ … ଅଧିକ ପଢନ୍ତୁ

ଦୀର୍ଘ 30 ବର୍ଷ ପରେ ଗ୍ରହରାଜ ଶନିଶ୍ଚର ମକର ରାଶିରୁ କୁମ୍ଭ ରାଶିକୁ ସଂଚାର ହେବା ଫଳରେ କଣ ରହିବ (ମେଷ, ବୃଷ, ମିଥୁନ ଓ କର୍କଟ) ରାଶି ଉପରେ ପ୍ରଭାବ

୨୦୨୨ ମସିହା ଅପ୍ରେଲ ମାସ ୨୯ ତାରିଖ ଶୁକ୍ରବାର ଗ୍ରହରାଜ ଶନିଶ୍ଚର ମକର ରାଶିରୁ କୁମ୍ଭରାଶିକୁ ସଂଚାର ହେବେ । ଦୀର୍ଘ ୩୦ ବର୍ଷ ପରେ କୁମ୍ଭ ରାଶିକୁ ଫେରିବା ଫଳରେ କଣ ରହିବ ବାରୋଟି ରାଶି ପ୍ରତି ଶନିଙ୍କ ପ୍ରଭାବ କଣକରିବେ ପ୍ରତିକାର ଆସନ୍ତୁ ଜାଣିବା । ଶନି ପ୍ରଧାନ ବ୍ୟକ୍ତି ଅର୍ଥାତ୍‌ ଯେଉଁମାନଙ୍କ ଲଗ୍ନରେ ଶନି ଉଚ୍ଚସ୍ଥାନରେ ଥାଆନ୍ତି ସେଭଳି ବ୍ୟକ୍ତି କୁଶାଗ୍ର ବୃଦ୍ଧି, ସହନଶୀଳ, ପରୋପକାରୀ, … ଅଧିକ ପଢନ୍ତୁ

ଦୀର୍ଘ 30 ବର୍ଷ ପରେ ଶନି କୁମ୍ଭ ରାଶିକୁ ଚଳିବା ଫଳରେ କଣ ରହିବ (ସିଂହ, କନ୍ୟା, ତୁଳା ଓ ବିଛା) ରାଶି ଉପରେ ପ୍ରଭାବ

ସିଂହ:-ଗ୍ରହରାଜ ଶନିଶ୍ଚର ଜାୟା ଭାବରେ ରହି ନିଜଭାବ ସୁଖଭାବ ଓ ଭାଗ୍ୟ ଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଜଣେ ସତ୍ ପରାମର୍ଶଦାତା, ଦାର୍ଶନିକ, ଉପଦେଷ୍ଠା, କର୍ତ୍ତବ୍ୟନିଷ୍ଠ, କର୍ମଠ, ସଚ୍ଚୋଟ ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ଦୂର ଯାତ୍ରାରେ ଅତ୍ୟଧିକ ଆୟ ବୃଦ୍ଧି ହେବ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ବନ୍ଧୁ ମିତ୍ରମାନଙ୍କର ସହଯୋଗ ପ୍ରାପ୍ତି ଓ ଧନସମ୍ପଦ, ବସ୍ତ୍ରଭୂଷଣ ଆଦି … ଅଧିକ ପଢନ୍ତୁ

ଦୀର୍ଘ 30 ବର୍ଷ ପରେ ଗ୍ରହରାଜ ଶନି କୁମ୍ଭ ରାଶିକୁ ସଂଚାର ହେବା ଫଳରେ କଣ ରହିବ (ଧନୁ, ମକର, କୁମ୍ଭ ଓ ମୀନ) ରାଶି ଉପରେ ପ୍ରଭାବ

ଧନୁ:-ଗ୍ରହରାଜ ଶନିଶ୍ଚର ବିକ୍ରମ ଭାବରେ ରହି ସନ୍ତାନଭାବ ଭାଗ୍ୟଭାବ ଓ ବ୍ୟୟଭାବକୁ ପୂର୍ଣ୍ଣ ଦୃଷ୍ଟିରେ ଦେଖୁଛନ୍ତି । ଦୀର୍ଘ ୩୦ ବର୍ଷପରେ ଆପଣଙ୍କ ଜୀବନରେ ଅଧିକ ସୁଖ ଓ ସମୃଦ୍ଧିର ସମୟ ଉପସ୍ଥିତ ହୋଇଛି । କଳାବସ୍ତୁ, ଲୁହା, ପ୍ଲାଷ୍ଟିକ, ସାନିଟାରୀ, ଉଲ୍‌, ତେଲ, ଗ୍ୟାସ୍‌, ଚମଡା, ମେସିନାରୀ, ପେଟ୍ରୋଲ, ପଥର, ସିମେଟ ଓ ଗାଡି ମଟର ଆଦି ବ୍ୟବସାୟରେ ସଫଳତା ଲାଭ କରିବେ । ଉଚ୍ଚ ରାଜନୈତିକ ପଦ … ଅଧିକ ପଢନ୍ତୁ

ମଇ 09 ତାରିଖ ରୁ ମଇ 15 ତାରିଖ ସାପ୍ତାହିକ ରାଶିଫଳ, ଏହି 4ଟି ରାଶିର ବନୁଛି ମହାସଂଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମନିଯୁକ୍ତି ପାଇଁ ଚେଷ୍ଟା କଲେ କର୍ମପ୍ରାପ୍ତି ହେବ । ଅବିବାହିତ ଯୁବକ ଯୁବତୀ ମାନଙ୍କର ବିବାହ ପ୍ରସ୍ତାବମାନ ସମାଧାନ ହୋଇଯିବ । ଯୁକ୍ତି-ତର୍କରେ ଦକ୍ଷତା ସହ ବ୍ୟବହାରିକ ବିଜ୍ଞାନ ଓ ଦର୍ଶନର ଗଭୀରତା ଭିତରକୁ ଟାଣିହୋଇ ଯିବେ । ଉଚ୍ଚ ଆଶାରେ ଆଗେଇବେ । ପିଲାମାନଙ୍କ କାର୍ଯ୍ୟପ୍ରତି ଦ୍ରୁଷ୍ଟି ରଖିବା ଉଚିତ୍ ହେବ । ଦୂରସ୍ଥାନକୁ ଯାତ୍ରା କରିବେ । ବାଦବିବାଦ, ପ୍ରତିଦ୍ଵନ୍ଦିତା, … ଅଧିକ ପଢନ୍ତୁ

ରବି ଚଳିଲେ ବୃଷ ରାଶିକୁ, କଣ ରହିବ 12ଟି ରାଶି ଉପରେ ଏହାର ପ୍ରଭାବ… ଦେଖନ୍ତୁ

ତା ୧୫ / ୦୫ / ୨୦୨୨ ମସିହା ରବିବାରଦିନ ମେଷରାଶିରୁ ବୃଷରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ … ଅଧିକ ପଢନ୍ତୁ

ମଇ 23 ତାରିଖ ରୁ ମଇ 29 ତାରିଖ ସାପ୍ତାହିକ ରାଶିଫଳ, ଏହି 3ଟି ରାଶିର ବନୁଛି ରାଜଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟ ବଢାଇବାରେ ସମର୍ଥ ହେବେ ଓ ବ୍ୟବସାୟପାଇଁ ଦୂରଯାତ୍ରାର ସୁଯୋଗ ପାଇବେ। ଘର ପରିବାରକୁ ପ୍ରାଥମିକତା ଦେବା ଫଳରେ ପରିବାର ସଦସ୍ୟଙ୍କ ସ୍ନେହ ଶ୍ରଦ୍ଧା ବୃଦ୍ଧି ହେବ। ଆଇନ ଅଦାଲତ ତଥା ଲେଖାପଢାରୁ ଶୁଭଫଳ ମିଳିବ। ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ। ବନ୍ଧୁ, ମିତ୍ର ଭାଗୀଦାରୀଙ୍କ ପାଇଁ ଲାଭାପାଇ ଆନନ୍ଦିତ ହେବେ। ଉତ୍ତମ ରୋଜଗାର ମିଳିବ। ନୂତନ ଯୋଜନାରେ ସଫଳତା ମିଳିବ ଓ … ଅଧିକ ପଢନ୍ତୁ

ମଇ 30 ତାରିଖ ରୁ ଜୁନ୍ 5 ତାରିଖ ସାପ୍ତାହିକ ରାଶିଫଳ, ଏହି 5ଟି ରାଶିର ବନୁଛି ମହାସଂଯୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ଦୂରଯାତ୍ରାର ସୁଯୋଗ ପାଇବେ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭ ହେବ। ବାଦବିବାଦ, ମାଲିମୋକଦ୍ଦମା, ପ୍ରତିଯୋଗିତା ପରୀକ୍ଷାରେ ଉତ୍ତିର୍ଣ୍ଣ ହେବେ ଓ ଖେଳରେ ପ୍ରଶଂସା ପାଇବେ। କର୍ମକ୍ଷେତ୍ରରେ ଯୋଜନା ମୁତାବକ କାମ ନକଲେ ଅପଦସ୍ଥ ହେବେ। ଭୁଲବୁଝାମଣା ସୃଷ୍ଟି ନହେଲା ଭଳି କାମ କଲେ ଭଲ ହେବ। ପ୍ରେମିକ ପ୍ରେମିକା ମାନେ ପ୍ରେମ କ୍ଷେତ୍ରରେ ସଫଳତା ଲାଭ କରିବେ। ରାଜନୈତିକ କ୍ଷେତ୍ରରେ ଲୋକ … ଅଧିକ ପଢନ୍ତୁ

ଜୁନ୍ 06 ତାରିଖ ରୁ ଜୁନ୍ 12 ତାରିଖ ସାପ୍ତାହିକ ରାଶିଫଳ, ଏହି 4ଟି ରାଶିର ବନୁଛି ରାଯଜୋଗ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ କର୍ମକ୍ଷେତ୍ରରେ ସହକର୍ମୀ ଓ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସିତ ହେବେ । ପାରିବାରିକ କ୍ଷେତ୍ରରେ ଶାନ୍ତି ବିରାଜମାନ କରିବ । ବାଦବିବାଦ, ମାଲି ମୋକଦ୍ଦମା, ପ୍ରତିଯୋଗୀତା ପରୀକ୍ଷା ଓ ସାକ୍ଷାତକାରରେ କୃତକାର୍ଯ୍ୟ ହେବେ । ରାଜନୀତି କ୍ଷେତ୍ରରେ ଉଚିତ୍ପନ୍ଥା ଗ୍ରହଣ କରି ପ୍ରଶଂସା ପାଇବେ । ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ । ପ୍ରବାସରେ ମଧ୍ୟ କେତେକ କ୍ଷେତ୍ରରେ … ଅଧିକ ପଢନ୍ତୁ

ଜୁନ୍ 13 ତାରିଖ ରୁ ଜୁନ୍ 19 ତାରିଖ ସାପ୍ତାହିକ ରାଶିଫଳ, ଏହି 5ଟି ରାଶିର ବନୁଛି ମହାସଂଯୋଗ… ହେବ ଆକସ୍ମିକ ଧନ ଲାଭ

ମେଷ:-ଏସପ୍ତାହରେ ମହିଳା ଓ ପୁରୁଷ ମାନେ ବ୍ୟବସାୟରେ ଧନଲାଭ କରିବାର ସୁଯୋଗ ପାଇବେ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା ଓ ମାଲି ମକଦ୍ଦମାର ସମାଧାନ ହେବ। ସହକର୍ମୀ ମାନଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ଉତ୍ତମ ରୋଜଗାର କରି ପାରିବେ। ଅବିବାହିତ ଯୁବକ ଯୁବତୀମାନଙ୍କର ବିବାହ ପ୍ରସ୍ତାବ ସ୍ଥିର ହୋଇ ପାରେ। ରୌପ୍ୟାଦି ଧାତୁଦ୍ରବ୍ୟ, ଔଷଧ, କ୍ଷୀର, ଜଳଜାତ ଦ୍ରବ୍ୟ, ଖାଇବାତେଲ, କାଚଦ୍ରବ୍ୟ, ଅତର, ସେଣ୍ଟ, ଷ୍ଟେସେନାରୀ, ଥଣ୍ଡାପାନୀୟ, ରେଡିମେଡ, କପଡା, … ଅଧିକ ପଢନ୍ତୁ

ରବି ଚଳିଲେ ମିଥୁନ ରାଶିକୁ, କଣ ରହିବ 12ଟି ରାଶିର ଶୁଭାଶୁଭ, ଦେଖନ୍ତୁ କଣ କରିବେ ପ୍ରତିକାର

ତା ୧୫ / ୦୬ / ୨୦୨୨ ମସିହା ବୁଧବାରଦିନ ବୃଷରାଶିରୁ ମିଥୁନରାଶିକୁ ରବି ସଂକ୍ରମଣ କରିବା ଫଳରେ କଣ ରହିବ ବାରଟି ରାଶିର ଶୁଭାଶୁଭ, କେମିତି କଟିବ ଏଇ ମାସଟି କଣ କରିବେ ଅଶୁଭ ରବିଙ୍କ ପାଇଁ ପ୍ରତିକାର ଆସନ୍ତୁ ଜାଣିବା । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ରବି ମହାଗ୍ରହଙ୍କୁ ସବୁ ଗ୍ରହଙ୍କ ଠାରୁ ଶ୍ରେଷ୍ଠଗ୍ରହ ବୋଲି କୁହାଯାଏ । ଜନ୍ମକୁଣ୍ଡଳୀରେ ଅନ୍ୟ ଗ୍ରହ ଯେଉଁ ପରିସ୍ଥିତିରେ ରହିଲେ … ଅଧିକ ପଢନ୍ତୁ

जाने माला के प्रकार, माला जपने का सही तरीका, नियम और फायदे-By Your Astrology Guru

मेष लग्न कुंडली (Mesh Lagna )- जानकारी, शुभ -अशुभ ग्रह

वैदिक ज्योतिष में जब हम काल पुरुष की कुंडली का व्याख्यान करते हैं तो पहले भाव में 1 आता है जो मेष लग्न को दर्शाता है! मेष राशि चक्र की पहली राशि है! काल पुरुष की कुंडली का पहला खाना या प्रथम भाव कहे तो अत्यंत महत्वपूर्ण होता है! यही से हम लग्न की स्थिति … Continue reading

जाने माला के प्रकार, माला जपने का सही तरीका, नियम और फायदे-By Your Astrology Guru

कर्क लग्न कुंडली (kark Lagna) – जानकारी, विशेषताएँ, शुभ -अशुभ ग्रह

कर्क भचक्र की चौथे स्थान पर आने वाली राशि है। यह चर राशि है, जल तत्व, विप्र वर्ण, स्त्री लिंगी होने से कर्क एक शुभ लग्न माना जाता है । इसका विस्तार चक्र 90 से 120 अंश के अन्दर पाया जाता है । इस राशि का स्वामी चन्द्रमा है । चिन्ह – केकड़ा व् इसके … Continue reading

जाने माला के प्रकार, माला जपने का सही तरीका, नियम और फायदे-By Your Astrology Guru

सिंह लग्न कुंडली (Singh Lagna) – जानकारी, विशेषताएँ, शुभ -अशुभ ग्रह

जिन व्यक्तियों के जन्म समय में चन्द्रमा सिंह लगन मे होता है, वे सिंह राशि के जातक कहलाते हैं । इसका विस्तार राशि चक्र के 120 अंश से 150 अंश तक है। दिशा पूर्व, चिन्ह शेर, स्वभाव स्थिर, तत्व अग्नि, राशि सिंह व् वर्ण क्षत्रिय होता है । इन तत्वों के आधार पर हम सिंह … Continue reading

Item added to cart.
0 items - 0.00