Your Astrology Guru Lyrics
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
Bujhena Bujhena Prabhu Your Astrology Guru Lyrics In Odia Language
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ତୁମ ପ୍ରତି ଥିବା ମୋର ସବୁ ଆଶା
ତୁମ ପ୍ରତି ଥିବା ମୋର ସବୁ ଆଶା
ଏ ଜନ୍ମରେ ତୁଟି ଯିବା ନାହିଁ ସମ୍ଭାବନା…
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ସୁଖ ଦିଅ ମନା ନାହିଁ
କରିବନି ମତେ ବାଟ ବଣା
ଲୁହ ଦେଲେ ବାଧିବନି
ମନ ବୁଝେ ନାହିଁ ତୁମ ବିନା
ସୁଖ ଦିଅ ମନା ନାହିଁ
କରିବନି ମତେ ବାଟ ବଣା
ଲୁହ ଦେଲେ ବାଧିବନି
ମନ ବୁଝେ ନାହିଁ ତୁମ ବିନା
ତୁମେ ପ୍ରଭୁ ଧନ୍ୟ ମୁ ଯେ ଦିନ ହୀନ
ତୁମେ ପ୍ରଭୁ ଧନ୍ୟ ମୁ ଯେ ଦିନ ହୀନ
ଜନମ ଜନମ କରୁଥାଅ ଆନମନା…
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
କୋଉଦିନ ତୁମ ପାଖେ
କରିନାହିଁ ଯାଇ ଅଭିଯୋଗ
ତୁମକୁ ମୁଁ ଦେଖୁଥିବି
ମିଳୁ ମତେ ଏହି ସୋଉଭାଗ୍ୟ
କୋଉଦିନ ତୁମ ପାଖେ
କରିନାହିଁ ଯାଇ ଅଭିଯୋଗ
ତୁମକୁ ମୁଁ ଦେଖୁଥିବି
ମିଳୁ ମତେ ଏହି ସୋଉଭାଗ୍ୟ
ତୁମେ ଜଗନ୍ନାଥ ମୁଁ ନିମିତ୍ତ ମାତ୍ର
ତୁମେ ଜଗନ୍ନାଥ ମୁଁ ନିମିତ୍ତ ମାତ୍ର
ତୁମେ ଥିଲେ ମୋର ଲୋଡ଼ା ନାହିଁ ଟଙ୍କା ସୁନା..
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ବୁଝେନା ବୁଝେନା ପ୍ରଭୁ
ମନ ମୋ ବୁଝେନା ମନ ମୋ ବୁଝେନା
ମନ ମୋ ବୁଝେନା ମନ ମୋ ବୁଝେନା
Bujhena Bujhena Prabhu Your Astrology Guru Lyrics In Odia Language
Thank You