Loading...

299 Big Street, Govindpur, India

Open daily 10:00 AM to 10:00 PM

ଚାକିରି ମିଳୁ ନାହିଁ ତ ଚେଷ୍ଟା କରିବା ସହ କରନ୍ତୁ ଏହି ବିଶେଷ ଉପାୟ, ତା ପରେ ଦେଖନ୍ତୁ ଚମତ୍କାର

ସଂସରରେ ଚଳିବା ପାଇଁ ଧନ ଦରକାର । ସେହି ଧନ ରୋଜଗାର କରିବା ପାଇଁ ଚାକିରି, କିନ୍ତୁ ଆଜିକାଲି ସମୟ ଯାହା ହେଲାଣି ଚାକିରି ଟିଏ ମିଳିବା ବହୁତ କଷ୍ଟକର ହୋଇ ପଡିଲାଣି । ଯାହା ଅନେକ ଲୋକଙ୍କୁ ବହୁତ ଅସୁବିଧାରେ ମଧ୍ୟ ପକାଉଛି, ତେବେ ଯଦି ଆପଣଙ୍କୁ ଚାକିରି ମିଳୁ ନାହିଁ ବା ଚାକିରି ବା ରୋଜଗାର ସମ୍ବନ୍ଧିତ ସମସ୍ୟା ସୃଷ୍ଟି ହେଉଛି ତେବେ ଚେଷ୍ଟା କରିବା ସହିତ ଦିଆଯାଇଥିବା ଉପାୟକୁ ବ୍ୟବହାର କରନ୍ତୁ ।

୧- ଶୁକ୍ରବାର ଦିନ ଚଣା, ଗୁଡ ଓ କିଛି ଖଟା ମିଠା ଦ୍ରବ୍ୟ ୮ଜଣ ପିଲାଙ୍କୁ ବାଣ୍ଟନ୍ତୁ ଏବଂ ଘିଅ ଦୀପ ଜଳାନ୍ତୁ ।

୨- ମଙ୍ଗଳବାର ଦିନ ଗୋଟିଏ ନଡିଆ ଆଣି ତାକୁ କଣା କରନ୍ତୁ, ସେହି କଣାରେ ଘିଅ ଓ ଚିନୀ ପୁରାନ୍ତୁ । ସେହି ନଡିଆକୁ ବରଗଛ ମୂଳରେ ବା ପିମ୍ପୁଡି ଥିବା ସ୍ଥାନରେ ରଖିଦିଅନ୍ତୁ । ଏହାକୁ ତିନିଥର ବା ପାଞ୍ଚଥର କରନ୍ତୁ । ଆପଣଙ୍କୁ ଅବଶ୍ୟ ଲାଭ ହେବ । ଘରକୁ ଆସି ରାଶିତେଲର ଦୀପ ଜଳାନ୍ତୁ ।

୩- ମଙ୍ଗଳବାର ଦିନ ରାତିରେ ଯେ କୌଣସି ଚାରି ଛକ ସ୍ଥାନକୁ ଯିବେ । ଗୋଟିଏ ଲେମ୍ବ୍ଜୁକୁ ଚାରି ଖଣ୍ଡ କରି ଚାରି ଦିଗକୁ ଖଣ୍ଡେ ଖଣ୍ଡେ କରି ପକାଇ ଘରକୁ ଫେରି ଆସିବେ । କିନ୍ତୁ ଦୁଇଟି କଥା ବିଶେଷ ଧ୍ୟାନ ଦେବାକୁ ହେବ ଯେ ଫେରିବା ବେଳେ ପଛକୁ ଫେରି ଅନାଇବେ ନାହିଁ ଓ ମନରେ ବିଶ୍ଵାସ ରଖିବେ । ଘରେ ନିମ ତେଲରେ ଏକ ଛୋଟ ଦୀପ ଜଳାନ୍ତୁ ।

୪- ଶୁକ୍ରବାର ଦିନ ଏକ ନୂଆ ତାଲା ଚାବି ନ ଖୋଲି ଘରକୁ ଆଣିବ । ରାତିରେ ଶୋଇବା ବେଳେ ତାଲାକୁ ନିଜ ମୁଣ୍ଡ ପାଖରେ ରଖି ସୋଇବେ । ସକାଳୁ ଉଠି ଗାଧୋଇସାରି ସେହି ତାଲା ଚାବିକୁ ନେଇ ଯେ କୌଣସି ମନ୍ଦିର ବା ଧାର୍ମିକ ସ୍ଥାନକୁ ଯିବେ । ସେଠାରେ ସେହି ତାଲା ଚାବି ସହିତ ସେହି ଧର୍ମ ସ୍ଥାନରେ ରଖି ଘରକୁ ଆସିବେ । ଯଦି ସେହି ଧର୍ମ ସ୍ଥାନରେ କିଏ ବ୍ୟକ୍ତି ସେହି ତାଲାକୁ ଚାବିରେ ଖୋଲିବେ ତେବେ ଜାଣନ୍ତୁ ଆପଣଙ୍କର ଭାଗ୍ୟର ତାଲା ମଧ୍ୟ ଖୋଲିଯିବ । ଆପଣଙ୍କର ସବୁ ସମସ୍ୟା ମଧ୍ୟ ସମାଧାନ ହୋଇଯିବ । ସୋରିଷ ତେଲରେ ଚାରଟି ବତୀ ଥିବା ଦୀପ ଲଗାନ୍ତୁ ।

୫- ଯେ କୌଣସି ସିଦ୍ଧ ଗଣେଶଙ୍କ ମନ୍ଦିରକୁ ଯାଇ ନିଜର ସମସ୍ୟା ବା ମନୋକାମନା କହି ଓଲଟା ସ୍ଵାସ୍ତିକ ଚିହ୍ନ କରି ଘରକୁ ଆସିବେ । ଏହା ପରେ ଯେବେ ନିଜର ସମସ୍ୟା ଦୂର ହେବ ଓ ମନୋକାମନା ପୂରଣ ହୋଇଯିବ ସେବେ ସେହି ସିଦ୍ଧ ଗଣେଶଙ୍କ ମନ୍ଦିରକୁ ଯାଇ ସିଧା ସ୍ଵାସ୍ତିକ ଚିହ୍ନ କରିବେ ଓ ଘିଅରେ ସିନ୍ଦୁର ଗୋଳାଇ ଦୀପ ଜଳାଇବେ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00