Your Astrology Guru Lyrics
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
Chalu Chalu Mu Jebe Your Astrology Guru Lyrics In Odia Language
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
ତୁମ ବିନା ପ୍ରଭୁ କ୍ଷମା ଦବ କିଏ
ତୁମ ବିନା ପ୍ରଭୁ କ୍ଷମା ଦବ କିଏ
ହଁ ତୁମେ ତ କ୍ଷମାର ସାଗର ଟିଏ
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
ନଈ ପାଣି ଗୋଳିଆ ହେଲେ ସାଗର କି ନିଏନା
ଭୁଲ ବାଟେ ଚାଲିବା ପାଦ ଶ୍ରୀକ୍ଷେତ୍ର କି ଯାଏନା
ହୋ ନଈ ପାଣି ଗୋଳିଆ ହେଲେ ସାଗର କି ନିଏନା
ଭୁଲ ବାଟେ ଚାଲିବା ପାଦ ଶ୍ରୀକ୍ଷେତ୍ର କି ଯାଏନା
ଏଇ କଥା ମୁ ଯେବେ ଠିକ ଭାବୁଥାଏ
ଏଇ କଥା ମୁ ଯେବେ ଠିକ ଭାବୁଥାଏ
ତୁମ ଦରଶନ ମତେ ଦୂର ନୁହେଁ
ତୁମ ଦରଶନ ମତେ ଦୂର ନୁହେଁ
ହଁ ତୁମରି ଡୋରି ତ ପୁରିକୁ ନିଏ
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
ତୁମ ପରି ଦରଦୀ ଜଣେ ବେଦରଦୀ ହବକି
ପତିତକୁ ପତିତନାଥ ପର କରି ଦବ କି
ହଁ ତୁମ ପରି ଦରଦୀ ଜଣେ ବେଦରଦୀ ହବକି
ପତିତକୁ ପତିତନାଥ ପର କରି ଦବ କି
ଡାକି ଡାକି ମୁ ଯେବେ ଚୁପ ହେଇଯାଏ
ଡାକି ଡାକି ମୁ ଯେବେ ଚୁପ ହେଇଯାଏ
ତୁମ ଗମ୍ଭିରାରେ ପ୍ରତିଧ୍ୱନି ହୁଏ
ତୁମ ଗମ୍ଭିରାରେ ପ୍ରତିଧ୍ୱନି ହୁଏ
ହଁ ତୁମ ମୋ ଭିତରେ ସମ୍ପର୍କ ଇଏ
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
ଚାଲୁ ଚାଲୁ ମୁ ଯେବେ ଭୁଲ ବାଟେ ଯାଏ
Chalu Chalu Mu Jebe Your Astrology Guru Lyrics In Odia Language
Thank You