Your Astrology Guru Lyrics
ଛାତି ଚିରିଦେଲେ ତୁ
Chhati chiri dele tu Your Astrology Guru Lyrics in odia language
Male:-
ତୁ ଡାକିଲୁ ଆ ରେ ମୁ ଡାକିଲି ଆ
ମୋ ଆଖିରେ ଥା ରେ ମୋ ଛାତିରେ ଥା
ତୁ କହିଲୁ ଧରା ଦେ ମୁ କହିଲି ଧରି ନେ
ତୁ କହିଲୁ ଧରା ଦେ ମୁ କହିଲି ଧରି ନେ
ଏମିତିକା ଧରା ଦେଲୁ ଖସିବାର ନାହିଁ ମୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
ହେ ହେ ହେ ହେ ହେ ହେ
ହେ ହେ ହେ ହେ ହେ ହେ
ତୁ ଏମିତି ବରଷା
ତୁ ଏମିତି ଚାତକ
ସାଥିରେ ମିଶିଛି ମୋ ଭାଗ୍ୟ ମୋ ଜାତକ
Female:-
ଏ ଆକାଶ ଯେବେ ରେ ଏ ମାଟିରେ ଲୁଟିବ
ଏ ଅତୁଟ ବନ୍ଧନ ତୁଟିଲେ ତୁଟିବ
ତୁ ଡାକିଲୁ ଆ ରେ ମୁ ଡାକିଲି ଆ
ମୋ ଆଖିରେ ଥା ରେ ମୋ ଛାତିରେ ଥା
ତୁ କହିଲୁ ଧରା ଦେ
ମୁ କହିଲି ଧରି ନେ
ଏମିତିକା ଧରା ଦେଲୁ ଖସିବାର ନାହିଁ ମୁ
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
Male&Female:-
ଛାତି ଚିରିଦେଲେ ତୁ
ଛାତି ଚିରିଦେଲେ ତୁ
Chhati chiri dele tu Your Astrology Guru Lyrics in odia language
Thank You