Your Astrology Guru Lyrics
କରୋନା ଭୟରେ ମୁହିଁ
ଘରେ ଯେ ବସି ରହିଲି
Corona Bhayare Muhin Your Astrology Guru Lyrics In Odia Language
କରୋନା ଭୟରେ ମୁହିଁ ଘରେ ଯେ ବସି ରହିଲି
କରୋନା ଭୟରେ ମୁହିଁ ଘରେ ଯେ ବସି ରହିଲି
ଆରାମରେ ଖାଇ ପିଇ ନେବି ଯେ ଦରମା ଖାଲି
କରୋନା ଭୟରେ ମୁହିଁ ଘରେ ଯେ ବସି ରହିଲି
କରୋନା ଭୟରେ ମୁହିଁ
ଲକ ଡାଉନ ମାନେ ବସି ରୁହ ଯେ ସମସ୍ତେ ଘରେ
ବାହାଦୁରି ଦେଖେଇବ କରୋନା ଖାଇ ଯିବିରେ
ଗୃହିଣୀ ସାଙ୍ଗରେ ମିଶି କର ରନ୍ଧା ବଢ଼ା ଏବେ
ଶିଖି ଯାଅ ଝାଡୁ ପୋଛା ଏ ମଉକା ଆଉ କେବେ
ଜଙ୍କ ଫୂଡ଼ ଖାଇବାର ଛାଡିଗଲା ଅଭ୍ୟାସ
ଜଙ୍କ ଫୂଡ଼ ଖାଇବାର ଛାଡିଗଲା ଅଭ୍ୟାସ
ତା ବିନା ବଞ୍ଚି ହବ ମିଳିଗଲା ଏବେ ବିଶ୍ୱାସ
କରୋନା ଭୟରେ ମୁହିଁ ଘରେ ଯେ ବସି ରହିଲି
କରୋନା ଭୟରେ ମୁହିଁ ଘରେ ଯେ ବସି ରହିଲି
ଦେଖୁ ଦେଖୁ ନିଦ ଲାଗି ଗଲା ମତେ ବଢିଆ
ଚଇତି ମାସର ଋତୁ ହାଲକା ହାଲକା ହାଉଆ
କୁହୁ କୁହୁ ଗାଇ ଚାଲେ ଡାଳେ ବସି କୋକିଳ
ଆକାଶେ ଉଡଇ ମନ ସ୍ବପ୍ନ ହୁଏ ପାକଳ
କେତେ ଦିନ ରହଣି ତୋ ଆଗୋ କରୋନା ବାଉଳି
କେତେ ଦିନ ରହଣି ତୋ ଆଗୋ କରୋନା ବାଉଳି
ହେଲେ ଯିବୁ ତୁହି ଯେବେ ସଂସାର ଥିବ ବଦଳି
କରୋନା ଭୟରେ ମୁହିଁ ଘରେ ଯେ ବସି ରହିଲି
କରୋନା ଭୟରେ ମୁହିଁ ଘରେ ଯେ ବସି ରହିଲି
Corona Bhayare Muhin Your Astrology Guru Lyrics In Odia Language
Thank You