Your Astrology Guru Lyrics
ଦେ ରେ କାଳିଆ ଦେ
ତୋ ପାଦେ ଶରଣ ଦେ
De Re Kalia De To Pade Your Astrology Guru Lyrics In Odia Language
ଦେ ରେ କାଳିଆ ଦେ….
ତୋ ପାଦେ ଶରଣ ଦେ
ତୋ ବଡ ଦାଣ୍ଡରେ ମୋତେ
ଯୋଗୀଟିଏ କରିଦେ ଯୋଗୀଟିଏ କରିଦେ
ଦେ ରେ କାଳିଆ ଦେ
ତୋ ପାଦେ ଶରଣ ଦେ
ଦେ ରେ କାଳିଆ ଦେ
ତୋ ପାଦେ ଶରଣ ଦେ
ତୋ ବଡ ଦାଣ୍ଡରେ ମୋତେ
ଯୋଗୀଟିଏ କରିଦେ ଯୋଗୀଟିଏ କରିଦେ
ଦେ ରେ କାଳିଆ ଦେ
ତୋ ପାଦେ ଶରଣ ଦେ
ଦେ ରେ କାଳିଆ ଦେ….
ଷାଠିଏ ପଉଟି ଖାଇବିନି ସବୁ
ଶରଧା ବାଲିକୁ ବୋଳିବିନି ସବୁ
ଷାଠିଏ ପଉଟି ଖାଇବିନି ସବୁ
ଶରଧା ବାଲିକୁ ବୋଳିବିନି ସବୁ
ଭାବୁଥାଉ ଯଦି ତୁହି ସବୁ ସରିଯିବ ବୋଲି
ଭାବୁଥାଉ ଯଦି ତୁହି ସବୁ ସରିଯିବ ବୋଲି
ତୋ ବଡ ଦାଣ୍ଡରୁ ମୋତେ
ଫେରାଇ ଦେ ରେ ଫେରାଇ ଦେ
ଦେ ରେ କାଳିଆ ଦେ
ତୋ ପାଦେ ଶରଣ ଦେ
ଦେ ରେ କାଳିଆ ଦେ….
ଭକ୍ତ ବୋଲି କେବେ କାହାକୁ କହିନି
ଦିନେ ହେଲେ କିଛି ତୋତେ ମୁଁ ମାଗିନି
ଭକ୍ତ ବୋଲି କେବେ କାହାକୁ କହିନି
ଦିନେ ହେଲେ କିଛି ତୋତେ ମୁଁ ମାଗିନି
ଯଦି ତୋ କରୁଣା ବାରି
ମୋ ପାଇଁ କି ଅଟେ ମନା
ଯଦି ତୋ କରୁଣା ବାରି
ମୋ ପାଇଁ କି ଅଟେ ମନା
ମୋ ହାତରୁ ଥାଳ ପ୍ରଭୁ
ଛଡାଇ ତୁ ନେ ରେ ଛଡାଇ ତୁ ନେ
ଦେ ରେ କାଳିଆ ଦେ
ତୋ ପାଦେ ଶରଣ ଦେ
ଦେ ରେ କାଳିଆ ଦେ….
ପାପୀ ବୋଲି ଯଦି ଭାବିଛୁ ବଇରୀ
ନାମ ବୋହି ଅଛୁ କିଆଁ ମିଛେ ପାପ ହାରି
ପାପୀ ବୋଲି ଯଦି ଭାବିଛୁ ବଇରୀ
ନାମ ବୋହି ଅଛୁ କିଆଁ ମିଛେ ପାପ ହାରି
ତୋର ଶ୍ରୀମନ୍ଦିର ଯିବାକୁ କରିଦେ ମନା
ତୋର ଶ୍ରୀମନ୍ଦିର ଯିବାକୁ କରିଦେ ମନା
ପିଣ୍ଡରୁ ପରାଣ ମୋର
ଛଡାଇ ତୁ ନେ ରେ ଛଡାଇ ତୁ ନେ
ଦେ ରେ କାଳିଆ ଦେ
ତୋ ପାଦେ ଶରଣ ଦେ
ଦେ ରେ କାଳିଆ ଦେ….
De Re Kalia De To Pade Sarana De Your Astrology Guru Lyrics In Odia Language
Thank You