Your Astrology Guru Lyrics
ଦୁଃଖ ଜଦି ଏତେ ଲେଖିଲୁ କପାଳେ
ଏତିକି କରିବୁ ଦୟା
Dukha Jadi Ete Lekhilu Kapale Your Astrology Guru Lyrics In Odia Language
ଦୁଃଖ ଜଦି ଏତେ ଲେଖିଲୁ କପାଳେ
ଏତିକି କରିବୁ ଦୟା
ହୋ..ଦୁଃଖ ଜଦି ଏତେ ଲେଖିଲୁ କପାଳେ
ଏତିକି କରିବୁ ଦୟା
ମୋ ଜୀବନ ରଥେ ସାରଥୀ ହେଇ ତୁ
ମୋ ଜୀବନ ରଥେ ସାରଥୀ ହେଇ ତୁ
ରହିଥିବୁ ଚଉବାହା
ହୋ..ଦୁଃଖ ଜଦି ଏତେ ଲେଖିଲୁ କପାଳେ
ଏତିକି କରିବୁ ଦୟା
ଚଉବାହା ଏତିକି କରିବୁ ଦୟା
ମୁ ପାର୍ଥ ଆଉ ତୁ ପାର୍ଥ ସାରଥୀ
ତୁ ମୋର ସଖା ପ୍ରିୟ ବନ୍ଧୁ ସାଥି
ମାୟା ଦୁନିଆର କୁରୁକ୍ଷେତ୍ର ଦେଖି
ଜୀବନ ଯୁଦ୍ଧରେ ଯିବି ନାହିଁ ଥକି
ଏତିକି ଭାବନା ଥାଉ ମୋ ମନରେ
ଏତିକି ଭାବନା ଥାଉ ମୋ ମନରେ
ଚଉବାହା ମୋର ସାହା
ଓ..ଦୁଃଖ ଜଦି ଏତେ ଲେଖିଲୁ କପାଳେ
ଏତିକି କରିବୁ ଦୟା
ଚଉବାହା ଏତିକି କରିବୁ ଦୟା
ଭାଗ୍ୟ ସହ ଲଢ଼ିଯିବି ଯେବେ ହାରି
ତତେ ନିନ୍ଦା ହବ ନୀଳାଦ୍ରି ବିହାରୀ
ତୋ ଯଶ ବାନାରେ ଲାଗିଲେ କଳଙ୍କ
ମତେ ତ ବାଧିବ ଦୁଃଖରୁ ଅଧିକ
ସଖା ହେଇ ମତେ ଧୋକା ନ ଦବୁରେ
ସଖା ହେଇ ମତେ ଧୋକା ନ ଦବୁରେ
କରିବୁନି କେବେ ମାୟା
ଓ..ଦୁଃଖ ଜଦି ଏତେ ଲେଖିଲୁ କପାଳେ
ଏତିକି କରିବୁ ଦୟା
ଚଉବାହା ଏତିକି କରିବୁ ଦୟା
Dukha Jadi Ete Lekhilu Kapale Your Astrology Guru Lyrics In Odia Language
Thank You