Loading...

299 Big Street, Govindpur, India

Open daily 10:00 AM to 10:00 PM

ଏହି ଗଛର ପୂଜା କରିବା ଦ୍ଵାରା ମା ଲକ୍ଷ୍ମୀ ହେବେ ପ୍ରସନ୍ନ, କରିବେ ଖାଲି ଟଙ୍କା ବର୍ଷା

କଦଳୀ ଗଛକୁ ପବିତ୍ର ବୋଲି କୁହାଯାଏ । ଏହାକୁ ଧାର୍ମିକ କାର୍ଯ୍ୟରେ ମଧ୍ୟ ବ୍ୟବହାର କରାଯାଏ । ଦକ୍ଷିଣ ଭାରତରେ ଏହା ଅଧିକ ଉତ୍ପନ୍ନ ହୋଇଥାଏ । କୁହାଯାଏ କି ଏହି କଦଳୀ ଗଛ ସାକ୍ଷାତ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ବାସ ଅଟେ । ଆସନ୍ତୁ ଜାଣିବା ଏହି କଦଳୀ ଗଛକୁ କିପରି ପୂଜା କରିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବେ । ୧- ଧନ ସମୃଦ୍ଧି ବଢାଇବାକୁ- କଦଳୀ ଗଛକୁ ପୂଜା କରିଲେ ଧନ ସମୃଦ୍ଧି ବଢିଥାଏ । ଏହାକୁ ସବୁଦିନ ପୂଜା କରିଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି । କୁହାଯାଏ କି ସମୃଦ୍ଧି ପାଇଁ କଦଳୀ ଗଛ ପୂଜା କରିବା ବହୁତ ଭଲ ହୁଏ ।

୨- ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି- ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ସବୁଦିନେ କଦଳୀ ଭୋଗ ଲଗାଇଲେ ଅତି ପ୍ରସନ୍ନ ହୋଇ ଭକ୍ତକୁ କୃପା ପ୍ରାପ୍ତ ହୋଇଥାଏ ।

୩- ଧନବାନ ହେବାକୁ କାମନା କରିବା- କଦଳୀ ଗଛକୁ ପ୍ରତିଦିନ ଜଳ ଦେବା ଉଚିତ୍ । ବିଶେଷ କରି ଗୁରୁବାର ଦିନ ପୂଜା ଅର୍ଚନା କରି କଞ୍ଚା କ୍ଷୀର ତା ମୂଳରେ ଦିଅନ୍ତୁ ଓ ସେହି କଦଳୀ ଗଛ ପାଖରେ ବସି ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀଙ୍କୁ ଧନବାନ ହେବା ପାଇଁ ପ୍ରାର୍ଥନା କାମନା କରନ୍ତୁ ।

ପୂଜାର ଅନ୍ୟ ଲାଭ-

୧- ଏହି କଦଳୀ ଗଛକୁ ସବୁଦିନ ପୂଜା କରିଲେ ଘରର ସଦସ୍ୟମାନେ ସୁଖୀ ଓ ସଙ୍କଟରୁ ରକ୍ଷା ପାଇଥାନ୍ତି ।

୨- କୁହାଯାଏ କି ସମୃଦ୍ଧି ପାଇଁ କଦଳୀ ଗଛ ପୂଜା କରିବା ଭଲ ।

୩- କଦଳୀ ଗଛ ଘରେ ଲଗାଇଲେ ଗୁରୁଗ୍ରହଙ୍କ ଶୁଭଫଳ ମିଳିଥାଏ ।

୪- ଏହି ଗଛ ଘରେ ରହିଲେ ବୈବାହିକ ଜୀବନର କଷ୍ଟ ଦୂର ହୋଇଥାଏ । ଅବିବାହିତ କନ୍ୟାମାନଙ୍କର ଶୀଘ୍ର ବିବାହ ହୋଇଥାଏ ।

୫- ଉଚ୍ଚ ଶିକ୍ଷା ଓ ଜ୍ଞାନ ପ୍ରାପ୍ତି ପାଇଁ ଏହି ଗଛ ସହାୟକ ସିଦ୍ଧ ହୋଇଥାଏ । କାରଣ ଏହି ଗଛରେ ସର୍ବଦା ଶାନ୍ତିମୟ ଓ ସକାରାତ୍ମକ ଊର୍ଜା ସୃଷ୍ଟି ହୋଇଥାଏ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଏହିଭଳି ଜ୍ଯୋତିଷ ସମ୍ବନ୍ଧିତ ଖବର ସହ ଅପଡେଟ ରହିବା ପାଇଁ ପେଜ କୁ ଲାଇକ କରନ୍ତୁ ।

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00