Loading...

299 Big Street, Govindpur, India

Open daily 10:00 AM to 10:00 PM

Eki bhala paibara mane Your Astrology Guru Lyrics in odia language

Kumar Sanu

Your Astrology Guru Lyrics

ଏ କି ଭଲ ପାଇବାର ମାନେ

Eki bhala paibara mane Your Astrology Guru Lyrics in odia language

ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ନିଦ ଆସୁ ଆସୁ ନିଦ ଚାଲିଯାଏ
ତୋ କଥା ପଡେ ମନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ଖାଇ ବସୁ ବସୁ ଭୋକ ମରିଯାଏ
ତୋ କଥା ପଡେ ମନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ଭଲରେ ଥିଲେ ଯେତେ ଭଲ ଲାଗେନା ମତେ
ଭଲରେ ଥିଲେ ଯେତେ ଭଲ ଲାଗେନା ମତେ
ନ ଦେଖିଲେ ତତେ ଦିନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ଫୁଲଠୁ ବେଶି ମହକ ତୋର
ଯେତେ ଦୂରେ ଥିଲେ ବାସେ
ଖୋଲିଲେ ଆଖି ବୁଜିଲେ ଆଖି
ତୋ ଚେହେରା ମତେ ଦିଶେ
ହୋ ଫୁଲଠୁ ବେଶି ମହକ ତୋର
ଯେତେ ଦୂରେ ଥିଲେ ବାସେ
ଖୋଲିଲେ ଆଖି ବୁଜିଲେ ଆଖି
ତୋ ଚେହେରା ମତେ ଦିଶେ
ପଦିଏ କଥା ତୋର ହଜାରେ ପଦ ହେଇ
ପଦିଏ କଥା ତୋର ହଜାରେ ପଦ ହେଇ
ଶୁଭୁଥାଏ ମୋର କାନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ହୋ ଭାବୁଛି ଯାହା ପାରୁନି କହି
ନ କହି ପାରୁନି ରହି
ପାଖରେ ମୋର ବସିଚୁ ହେଲେ
ପାରୁନି ତତେ ମୁଁ ଛୁଇଁ
ହୋ ଭାବୁଛି ଯାହା ପାରୁନି କହି
ନ କହି ପାରୁନି ରହି
ପାଖରେ ମୋର ବସିଚୁ ହେଲେ
ପାରୁନି ତତେ ମୁଁ ଛୁଇଁ
ନିଜ ସାଥିରେ ନିଜେ ଗପେ ସକାଳ ସଂଜେ
ନିଜ ସାଥିରେ ନିଜେ ଗପେ ସକାଳ ସଂଜେ
ହସେ କାନ୍ଦେ ମନେ ମନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ନିଦ ଆସୁ ଆସୁ ନିଦ ଚାଲିଯାଏ
ତୋ କଥା ପଡେ ମନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ଖାଇ ବସୁ ବସୁ ଭୋକ ମରିଯାଏ
ତୋ କଥା ପଡେ ମନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ଭଲରେ ଥିଲେ ଯେତେ ଭଲ ଲାଗେନା ମତେ
ଭଲରେ ଥିଲେ ଯେତେ ଭଲ ଲାଗେନା ମତେ
ନ ଦେଖିଲେ ତତେ ଦିନେ
ଏ କି ଭଲ ପାଇବାର ମାନେ
ଏ କି ଭଲ ପାଇବାର ମାନେ
ଭଲ ପାଇବାର ମାନେ
ଭଲ ପାଇବାର ମାନେ

Eki bhala paibara mane Your Astrology Guru Lyrics in odia language

Thank You

Written by

Your Astrology Guru

Discover the cosmic insights and celestial guidance at YourAstrologyGuru.com, where the stars align to illuminate your path. Dive into personalized horoscopes, expert astrological readings, and a community passionate about unlocking the mysteries of the zodiac. Connect with Your Astrology Guru and navigate life's journey with the wisdom of the stars.

Leave a Comment

Item added to cart.
0 items - 0.00